ମହିଳାଙ୍କ ପେଟରୁ ୨୪କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତର
ଶିଲଙ୍ଗ,୫।୮: ମେଘାଳୟର ଓ୍ବେଷ୍ଟ ଗାରୋ ହିଲ୍ସ ଜିଲାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କ ପେଟରୁ ୨୪ କିଲୋଗ୍ରାମ ଓଜନର ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ଜଣେ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଉକ୍ତ ଜିଲାର ଜାମଗେ ଗାଁରେ ରହୁଥିବା…
ନାଗକୁ ଦେଖିବା ପରେ ଏପରି ସାମ୍ନା କଲେ ନେଉଳ ପଲ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ-ଭାଲୁ ମଧ୍ୟରେ ଲଢେଇ ତ ଆଉ କେତେବେଳେ ହାତୀ-ହାତୀ ମଧ୍ୟରେ ଲଢେଇ ବର୍ତ୍ତମାନ ନାଗ ସହ ନେଉଳ ପଲ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି। ଏହି ଭିଡିଓଟି ବେଶ ଭାଇରାଲ…
ନାଗ ମୃତ୍ୟୁର ପ୍ରତିଶୋଧ ନେଲା ନାଗୁଣୀ; ୨ ଦିନରେ ୨୬ ଜଣଙ୍କୁ କାମୁଡ଼ିଲା
ବହରାଇଚ, ୫।୮: ଜଣେ କି ଦୁଇଜଣ ନୁହେଁ। ଦୁଇ ଦିନରେ ୨୬ ଜଣ ଲୋକଙ୍କୁ ଦଂଶନ କଲା ନାଗୁଣୀ। ଏହା କୌଣସି ଫିଲ୍ମର କାହାଣୀ ପରି ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଚକିତ କଲାଭଳି ନାଗୁଣୀର…
ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା
ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା ସହ ଶିଳାନ୍ୟାସ କରିଛନ୍ତି। ଭଗବାନ ରାମଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ…
ବିଲେଇର ସର୍ଜିକାଲ ଷ୍ଟ୍ରାଇକ୍: ଦେଖିଲେ ଲାଗିବ ଡ଼ର
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ବୋତଲରେ ପାଣି ଦେଖି ପାଖକୁ ଆସିଲା ହାତୀ, ଆଉ ତାପରେ…
ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ସେଭଳି ବର୍ତ୍ତମାନ ହାତୀର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ବୋତଲରେ ପାଣିଥିବା ଦେଖି ଆସୁଛି ଓ ସେଥିରୁ ପାଣି ପିଉଛି। ଶୁଣ୍ଢରେ ବଟଲ୍…
ଦିଲ୍ଲୀରେ ନୟନାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଲୋକପ୍ରିୟ ସାମ୍ବାଦିକ, ଆଉ ତା’ ପରେ…
ରବିଶ କୁମାର। ସାମ୍ବାଦିକତା ଜଗତର ଜଣେ ପରିଚିତ ନାମ। ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। କର୍ମ ଜୀବନକୁ ଛାଡ଼ିଦେଲେ ରବିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହୁଏତ ସେତେଟା ଆପଣ ଜାଣି ନ ଥାଇପାରନ୍ତି। ତେବେ ପ୍ରେମ ଉପରେ ରବିଶ ଏକ…
ସିଗାରେଟ୍ ଛାଡି ଜମାକଲେ ଟଙ୍କା: ସେଥିରେ ତିଆରିକଲେ ଘର
ସ୍ମୋକିଂ ବା ସିଗାରେଟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସମସ୍ତେ ଜାଣନ୍ତି। ମାତ୍ର ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ପାଇଁ ଏହାକୁ ଛାଡିକା କଷ୍ଟକର। ତେବେ କେରଳର ଜଣେ ବ୍ୟକ୍ତି ସିଗାରେଟ ଛାଡିଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ ଜମାରଖି…
ପଥର ବଦଳାଇ ଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ, ଗରିବରୁ ଏବେ କୋଟିପତି
କୁହାଯାଏ, ଭାଗ୍ୟର ପରିବର୍ତ୍ତନ ହେଲେ ରାତାରାତି ଗରିବରୁ ଜଣେ କୋଟିପତି ହୋଇଯାଏ। ଠିକ୍ ଏମିତି ଏକ ଘଟଣା ଘଟିଛି ତାଞ୍ଜାନିଆରେ। ଗାତ ଖୋଳିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ନିଆରା ପଥର ମିଳିଥିଲା, ଯାହାକୁ ବିକି ସେ ୧୪.୭ କୋଟି ଟଙ୍କା…
ଏହି ପ୍ରତିଷ୍ଠିତ କମ୍ପାନୀର ସେଲ୍ସମ୍ୟାନ୍ ସାଜିଲା କୁକୁର
ମଣିଷ ପରି କୁକୁର ଏବେ ସେଲସ୍ମ୍ୟାନ ସାଜିଛି। ତାହାପୁଣି ଏକ ପ୍ରତିଷ୍ଠିତ କାର କମ୍ପାନୀରେ। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କୁକୁର ବେକରେ ଆଇଡି କାର୍ଡ ମଧ୍ୟ ଝୁଲୁଛି। ଏଥିପାଇଁ କୁକୁରଟି ଏବେ ଷ୍ଟାର ପାଲଟିଯାଇଥିବା ବେଳେ ସୋସିଆଲ…
ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଘର ପାଉଁଶ ହୋଇଗଲା, ଜାଣନ୍ତୁ କେମିତି
ଇଂଲଣ୍ଡର ସେଫିଲ୍ଡ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜ କରିବା ବେଳେ ଏକ ଅଘଟଣ ଘଟିଛି। ଯୁବକ ଜଣଙ୍କ ପ୍ରେମିକାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ପ୍ରପୋଜ କରିବା ପାଇଁ ଘରକୁ ୧୦୦ଟି ମହମବତୀରେ…
ନିଶ ପାଇଁ ପ୍ରସିଦ୍ଧ ଭଗବାନ ଶ୍ରୀରାମ: ଜାଣନ୍ତୁ କେଉଁଠି
ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି। ତନ୍ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଅନେକ ବର୍ଷ ହେବ ଲାଗିରହିଥିବା ଆଶା ଆଶଙ୍କାର ଶେଷରେ ଅନ୍ତ ଘଟିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ…

