Advertisement
Posted inଫୁରସତ

ବୋତଲରେ ପାଣି ଦେଖି ପାଖକୁ ଆସିଲା ହାତୀ, ଆଉ ତାପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ସେଭଳି ବର୍ତ୍ତମାନ ହାତୀର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ବୋତଲରେ ପାଣିଥିବା ଦେଖି ଆସୁଛି ଓ ସେଥିରୁ ପାଣି ପିଉଛି। ଶୁଣ୍ଢରେ ବଟଲ୍‌ ଟେକି ନେଇ ମୁହଁ ଲଗାଇ ପାଣି ପିଇବାରେ ବ୍ୟସ୍ତଥିବା ହାତୀଟିକୁ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ (ଆତ୍ମର୍ନିଭରଶୀଳ)। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି...

କ୍ରିକେଟ୍‌ ଖେଳୁଥିବାବେଳେ ମହୁମାଛି ଆକ୍ରମଣ: ଜାଣନ୍ତୁ ବର୍ତ୍ତିବା ଲାଗି କ’ଣ କଲେ ଯୁବକ

ଡେରାଡୁନ, ୨୪।୬- ଉତ୍ତରାଖଣ୍ଡ ରୁର୍‌କିର କିଛି ଯୁବକ କ୍ରିକେଟ୍‌ ଖେଳୁଥିବାବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ସୁବାଷ ନଗର ପଡ଼ିଆ ନିକଟରେ ଥିବା...

ଚାଲାଣ କଟିବା ଭୟରେ କୁକୁର କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଲୋକମାନେ ସୋସିଆଲ ମିଡିଆରେ କୁକୁର ସହ ଜଡ଼ିତ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି। କାରଣ କୁକୁର ଏମିତି ଏକ ପ୍ରାଣୀ, ଯିଏ କି ମଣିଷର ଅତି...

ଏବେ ବି ସୁସ୍ଥ ଅଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୁମ୍ଭୀର ‘ମୁଜା’

ଆମେରିକାର ବେଲଗ୍ରେଡ ଚିଡ଼ିଆଖାନାକୁ ଆସିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୁମ୍ଭୀର ‘ମୁଜା‘। ଆଶ୍ଚର୍ଯ୍ୟର କଥା କୁମ୍ଭୀରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ନିଜ ପ୍ରଜାତିଙ୍କ ମଧ୍ୟରେ...

ବିବାହ କଥା ଉଠିବାରୁ ୩ ଦିନ ଧରି କବାଟ ବନ୍ଦ କରି ରହିଥିଲେ ଏହି ପ୍ରସିଦ୍ଧ ରାଜନେତା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। ୧୯୨୪, ଡିସେମ୍ବର ୨୫ରେ ସେ ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ଜୀ ସାରା...

ପ୍ରିୟ ସାଙ୍ଗ ପାଇଁ ପଦେ…

ଯାହା ନିକଟରେ ମନର ସବୁ ଅକୁହା କଥା କହିହୁଏ, ଯିଏ ସୁଖ ଆଉ ଦୁଃଖରେ ସାଥିରେ ଥାଏ, ସିଏ ହେଉଛି ବନ୍ଧୁ । ଆଉ ଏହି...

ଦାମ୍ପତ୍ୟ ଜୀବନକୁ ଅଧିକ ରୋମାଣ୍ଟିକ୍‌ କରିବା ପାଇଁ…

ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭଲ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନକୁ ଏହା ରୋମାଣ୍ଟିକ୍‌ କରେ। ଏହା ବିନା ଦାମ୍ପତ୍ୟ ଜୀବନ ରଙ୍ଗହୀନ ମନେ...

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ...

Advertisement
Archives

Model This Week