Posted inଫୁରସତ

ସିଗାରେଟ୍‌ ଛାଡି ଜମାକଲେ ଟଙ୍କା: ସେଥିରେ ତିଆରିକଲେ ଘର

ସ୍ମୋକିଂ ବା ସିଗାରେଟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସମସ୍ତେ ଜାଣନ୍ତି। ମାତ୍ର ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ପାଇଁ ଏହାକୁ ଛାଡିକା କଷ୍ଟକର। ତେବେ କେରଳର ଜଣେ ବ୍ୟକ୍ତି ସିଗାରେଟ ଛାଡିଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ ଜମାରଖି ସେଥିରେ ଏକ ଘର ତିଆରି କରିଛନ୍ତି।
କେରଳର କୋଜିକୋଡେରେ ରହୁଥିବା ବେଣୁଗୋପାଳ ନାୟର(୭୫)ଜଣେ ଚେନ୍‌ ସ୍ମୋକର ଥିଲେ। ମାତ୍ର ଛାତିରେ ଯନ୍ତ୍ରଣା ହେବାରୁ ସେ ସିଗାରେଟ୍‌ ଛାଡିବାକୁ ନିଷ୍ପତ୍ତି ନେଲେ। ଏଥିରେ ସଫଳ ମଧ୍ୟ ହେଲେ। ଗତ ୮ ବର୍ଷ ହେଲାଣି ସେ ସିଗାରେଟ୍‌ ଟାଣି ନାହାନ୍ତି। ସିଗାରେଟ୍‌ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ ଜମାକଲେ। ୮ ବର୍ଷରେ ପ୍ରାୟ ୫ ଲକ୍ଷ ଟଙ୍କା ଜମାକରି ସେଥିରେ ନିଜ ଘରର ଉପର ଫ୍ଲୋର୍‌ କାମ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ଭାବେ ଉଦାହରଣ ସାଜିଛନ୍ତି ଏମାନେ, କରିଛନ୍ତି କିଛି ଏଭଳି…

ସ୍ତ୍ରୀଙ୍କ ସ୍ମୃତିରେ ସ୍ବାମୀ ତିଆରି କଲେ ହାର୍ଟ ଶେପ୍‌ର ଏକ ଜଙ୍ଗଲ: ଇଂଲଣ୍ଡସ୍ଥିତ ଏକ ଗାଁ ହେଉଛି ୱିକ୍‌ୱାର୍‌। ସେଠାକାର ଜଣେ ବାସିନ୍ଦା ହେଲେ ୱିନ୍‌ଷ୍ଟୋନ...

ବିଶ୍ୱର ସବୁଠୁ ସୁନ୍ଦର ଗୁମ୍ଫା: ଯେଉଁଠି କେବଳ ବାସ କରେ ମଣିଷ

ଆଜିଯାଏ ଶୁଣିଥିଲେ ଗୁମ୍ଫାରେ ବାଘ କିମ୍ବା ସିଂହ ରହିଥାଏ। କିନ୍ତୁ ଏଠାରେ ଯେଉଁ ଗୁମ୍ଫା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହଁି ବାସକରେ।...

୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍‌ କ୍ୟାମେରା, ଆଉ ତା’ ପରେ…

ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ।...

ତିନି ତିନୋଟି ଚିତାବାଘ ସହ ଶୋଇଥାନ୍ତି ବ୍ୟକ୍ତି: ଦେଖିଲେ ଲୋମ ଟାଙ୍କୁରି ଉଠିବ

ପ୍ରୟତଃ ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ଶେୟାର ହୋଇଥିବା ଆପଣ ଦେଖିଥିବେ। ମାତ୍ର ଏକ ଏପରି ଭିଡିଓ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।...

ଲାଞ୍ଚ ନେଲେନି ବୋଲି ମଝିରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଚୁମ୍ବନ ଦେଲେ ମହିଳା ! ଭିଡିଓ ଭାଇରାଲ…

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଆଶ୍ଚର୍ଯ୍ୟ କରେ। ସେଭଳି ଏକ ଭିଡିଓ...

ଦୁଇ ସିଂହକୁ ଅଟକାଇଦେଲା ଅହିରାଜ, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଏବଂ ଭୟଭୀତ ପଶୁ ବୋଲି କୁହାଯାଏ। ତା’ ସାମ୍ନାକୁ ଯିବାକୁ କେହି ବି ସାହସ କରନ୍ତି ନାହିଁ। କାରଣ ଯଦି...

ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା

ଉତ୍ତରପ୍ରଦେଶର କଲ୍‌ପିରେ ରହିଛି ୨୧୦ ଫୁଟ୍‌ ଉଚ୍ଚ ‘ଲଙ୍କା ମୀନାର୍‌’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି...

ନର୍କ ଗୁମ୍ଫା

ଭିଏତ୍‌ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍‌ ଫୁ ତଥା ହେଲ୍‌ କେଭ୍‌ ଭାବେ। ଏହା ମଧ୍ୟରେ...

Advertisement
Archives

Model This Week