Posted inଫୁରସତ

ଅମିତ ଶାହଙ୍କଠାରୁ ଅଖିଳେଶ ଯାଦବ: ଜାଣନ୍ତୁ କିଏ ଦେଶର ଏହି ୬ ଲୋକପ୍ରିୟ ରାଜନେତାମାନଙ୍କ ସ୍ତ୍ରୀ-ଶ୍ୱଶୁର

ଦେଶରେ ଅନେକ ରାଜନେତା ଅଛନ୍ତି, ଯେଉଁମାନେ କେବଳ ରାଜନୀତି ପାଇଁ ଲୋକଙ୍କ ମଧ୍ୟରେ ପରିଚିତ ନୁହଁନ୍ତି। ସେମାନେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ନେତାଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ସମ୍ପର୍କରେ…

ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ୧୯୭୩ରେ ରାବିଡି ଦେବୀଙ୍କୁ ବିବାହ କରିଥିଲେ। ରାବିଡିଙ୍କ ବାପାଙ୍କ ନାମ ଶିବପ୍ରସାଦ ଚୌଧୁରୀ। ସେ ସମ୍ଭାନ୍ତ ଘରର ଥିଲେ।

୧୯୯୯ରେ ଅଖିଳେଶ ଯାଦବ ଡିମ୍ପଲଙ୍କୁ ବିବାହ କରିଥିଲେ। ଡିମ୍ପଲ ରାଜପୁତ ପରିବାରର ଥିଲେ। ତାଙ୍କ ବାପା ହେଉଛନ୍ତି ଏସ୍‌ସି ରାଓ୍ବତ। ଅଖିଳେଶଙ୍କ ଶ୍ୱଶୁର ଆର୍ମିରେ କର୍ନେଲ ରହିଥିଲେ।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଞ୍ଜୁ କୁମାରୀଙ୍କୁ ବିବାହ କରିଥିଲେ। ତାଙ୍କ ଶ୍ୱଶୁରଙ୍କ ନାମ ସ୍ବ.କୃଷ୍ଣାନନ୍ଦ ସିହ୍ନା। ସେ ପାଟଣା ହାଇସ୍କୁଲର ଶିକ୍ଷକ ଥିଲେ।

୧୯୮୭ରେ କୋହ୍ଲାପୁରର ସୋନଲଙ୍କୁ ବିବାହ କରିଥିଲେ ଅମିତ ଶାହା। ସୋନଲ କୋହ୍ଲାପୁରର ପଦ୍ମାରାଜେ ଗର୍ଲସ୍‌ ହାଇସ୍କୁଲରୁ ସ୍କୁଲଶିକ୍ଷା ସମାପ୍ତ କରିଥିଲେ। ତାଙ୍କ ବାପାଙ୍କ ପାଖରେ କୋହ୍ଲାପୁରରେ ଜମି ଥିଲା।

ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ ଉତ୍ତରପ୍ରଦେଶର ନୋଏଡାର ବିଧାୟକ ଅଛନ୍ତି। ତାଙ୍କ ପତ୍ନୀ ସୁଷମା ଅନ୍ତର୍ଜାତୀୟସ୍ତରର ଶୁଟର୍‌। ସେହିଭଳି ପଙ୍କଜଙ୍କ ଶ୍ୱଶୁର ନାରାୟଣ ସିଂ ରାଣା, ଉତ୍ତରାଖଣ୍ଡ ରାଜନୀତିରେ ସକ୍ରିୟ ଥିଲେ।

ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ୧୯୯୪ରେ ଦିଲ୍ଲୀର ପାୟଲଙ୍କୁ ବିବାହ କରିଥିଲେ। ପାୟଲଙ୍କ ବାପା ରାମନାଥ ସେନାରେ ମେଜର ଜେନେରାଲ ଥିଲେ। ୨୦୧୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri