ଫୁରସତ

କଇଁଛଙ୍କ ପ୍ରେମ: ବିପଦରେ ପଡିଥିବା ବନ୍ଧୁକୁ କିପରି ଉଦ୍ଧାର କରୁଛି କଇଁଛ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ୨ କଇଁଛର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ କଇଁଛ ରାସ୍ତାରେ ଓଲଟି ଯାଉଛି, ସେ ସିଧା ହୋଇ ପୂର୍ବଭଳି ଚାଲି ପାରୁ…

ଦୁଇ ସ୍ନେହୀ ବିଲେଇ: ଗୋଟିଏ ପାତ୍ରରେ ଦୁହିଁଙ୍କ କ୍ଷୀରପିଆ ଦେଖି ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ବର୍ଷାରେ ୭ ଘଣ୍ଟା ଧରି ଛିଡ଼ାହୋଇ ଗାଡ଼ିକୁ ବାଟ କଡ଼ାଇଲେ ଏହି ମହିଳା: ମୁମ୍ବାଇବାସୀ କରୁଛନ୍ତି ସାଲ୍ୟୁଟ୍‌

ଚଳିତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ। ବିଶେଷକରି ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ମଧ୍ୟରେ ମାଟ୍ଟୁଙ୍ଗା ଅଞ୍ଚଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି…

ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍‌ ଜାଣିଲେ ହେବେ ଚକିତ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ମୁକେଶଙ୍କ ପାଖରେ ଅନେକ ମହଙ୍ଗା ଜିନିଷ ରହିଛି, ଯାହାର କଳ୍ପନା ମଧ୍ୟ ସାଧାରଣ…

ଏଟିଏମ୍‌ରୁ ପୁରା ଟଙ୍କା ପରିବର୍ତ୍ତେ ଗୋଟି ଗୋଟି କରି କାଢ଼ୁଥିଲେ ଏହି ଯୁବକ, ଘଟିଲା ଏଭଳି କିଛି..

ଆଜିକାଲି ସମୟରେ ଏଟିଏମ୍‌ର ବହୁଳ ବ୍ୟବହାର କରାଯାଉଛି। ଆବଶ୍ୟକ ସମୟରେ ଦେଶର ଯେକୌଣସି ସ୍ଥାନରେ ରହିଥିଲେ ହେଁ ସହଜରେ ଟଙ୍କା ଉଠାଇ ହେଉଛି। ହେଲେ ଏଟିଏମ୍‌ରୁ ଟଙ୍କା ଉଠାଣ ଜଣେ ଯୁବକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାର ଏକ ଭିଡିଓ…

ବୁଲେଟିନ୍‌ ଚାଲିଥିବା ବେଳେ ଝଗଡ଼ାରେ ମାତିଲେ ପାକିସ୍ତାନ ଚ୍ୟାନେଲ୍‌ର ଦୁଇ ଆଙ୍କର୍‌, ହସି ହସି ଗଡ଼ୁଛନ୍ତି ଲୋକେ

ସାଧାରଣତଃ ଟେଲିଭିଜନ୍‌ରେ କୌଣସି ଡିବେଟ୍‌ ବେଳେ ଆମେ ଆଙ୍କର(ଉଦ୍‌ଘୋଷକ) ଏବଂ ଅତିଥିମାନଙ୍କ ମଧ୍ୟରେ କଥା କଟାକଟି ଦେଖିଥାଉ। ହେଲେ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଦୁଇଜଣ ଆଙ୍କର ପରସ୍ପର ପ୍ରତି କଟୁ ମନ୍ତବ୍ୟ ଦେବା ସହ ଝଗଡ଼ା କରିବା ଭଳି ଏକ ଘଟଣା…

ବିଶ୍ୱର ୫ ବିପଜ୍ଜନକ ଦ୍ୱୀପପୁଞ୍ଜ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସହ ସମାନ

ପ୍ରାୟତଃ ଲୋକେ ପ୍ରକୃତିର ଚମତ୍କାର ଦୃଶ୍ୟ ଦେଖିବାକୁ କିମ୍ବା ଛୁଟି କଟାଇବାକୁ ଦ୍ୱୀପପୁଞ୍ଜକୁ ବୁଲି ଯାଆନ୍ତି। ତେବେ ଦ୍ୱୀପର ମଧ୍ୟ ଏପରି ସୌନ୍ଦର୍ଯ୍ୟ ଯାହା କାହାକୁ ମଧ୍ୟ ଆକର୍ଷିତ କରିପାରେ। ମାତ୍ର ଏପରି ଦ୍ୱୀପ ଅଛି ଯେଉଁଠିକୁ ଯିବା ମୃତ୍ୟୁ ସଙ୍ଗେ…

ମୃତ୍ୟୁର ୨ ବର୍ଷ ପରେ ବି ଶିକ୍ଷକଙ୍କୁ ମିଳୁଥିଲା ଦରମା: ଶିକ୍ଷା ବିଭାଗର ଅକଲ ଗୁଡୁମ୍‌

ଲକ୍ଷ୍ନୌ, ୧୨।୮: ଉତ୍ତରପ୍ରଦେଶ ସରକାର ଶିକ୍ଷା ବିଭାଗକୁ ସଜାଡ଼ିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ବି ବିଭାଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ସ୍ଥାନୀୟ ପୋଲିଭିତ ଅଞ୍ଚଳରେ ୨ ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ…

ସ୍ବାମୀଙ୍କ ପାଇଁ ହସ୍ପିଟାଲରେ ବାସନ ମାଜିବାକୁ ପଛାଇଲେନି ସ୍ତ୍ରୀ: ଜାଣନ୍ତୁ କାହିଁକି…

ସ୍ତ୍ରୀ, ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ନିବିଡ଼। ଏହାକୁ ପ୍ରମାଣକରି ଦେଖାଇଛନ୍ତି ଆମେରିକାର ଫ୍ଲୋରିଡାର ମେରି ଡାନିଏଲ। ସ୍ବାମୀଙ୍କ ପାଇଁ ସେ ବାସନ ମାଜିବାକୁ ମଧ୍ୟ ପଛାଇ ନାହାନ୍ତି। ମେରିଙ୍କ ସ୍ବାମୀ ଷ୍ଟିଭ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ଚିକିତ୍ସା ପାଇଁ…

ପାହାଡ଼ ଉପରେ ବସିଛି ଅଜବ ଜୀବ, ଯିଏ ଦେଖୁଛି ଉଡ଼ିଯାଉଛି ହୋସ୍‌

ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡୁଛନ୍ତି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାହାଡ଼ ଉପରେ କଳା…

ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କିପରି

ପ୍ରେମୀଯୁଗଳଙ୍କ ପାଇ ପାଇଁ ଏକ ବଡ଼ ଖବର। କରୋନା କାରଣରୁ, ୟୁରୋପୀୟ ୟୁନିଅନ ବାହାରେ ରହୁଥିବା ଅବିବାହିତମାନଙ୍କୁ ଆସିବାକୁ ଅନୁମତି ନ ଥିଲା। ବର୍ତ୍ତମାନ ଇୟୁର ଚାପ ଏବଂ ଅନଲାଇନ ଅଭିଯାନ ଯୋଗୁ ଜର୍ମାନୀ ଏପରି ଯୋଡିଙ୍କୁ ସାକ୍ଷାତ ପାଇଁ ଅନୁମତି…

ଏହି ଗାଁରେ ତିଆରି ହୋଇଥିଲା ପ୍ରଥମ କ୍ଷେପଣାସ୍ତ୍ର କାରଖାନା

ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଧ୍ୟମରେ ଲଢ଼େଇ ଚାଲୁଛି। ପ୍ରତ୍ୟେକ ଦେଶ ନିଜ ନିକଟରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରଖିଥାନ୍ତି। ଯାହା ଦ୍ୱାରା ଶତ୍ରୁପକ୍ଷକୁ ଦୂରରୁ ବିନାଶ କରାଯାଇପାରିବ। ଭାରତ ପାଖରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ରହିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?