ଶୁଆ ମରିଯିବା ପରେ ଅଣ୍ଡାରୁ ଛୁଆ ଫୁଟାଇ ବଡ଼ କଲେ ଏହି ବ୍ୟକ୍ତି: ଭିଡିଓ ଦେଖିଲେ ମଧ୍ୟ ହେଉ ନାହିଁ ବିଶ୍ୱାସ
ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ସ୍ଥାନ କେହି ନେଇ ପାରିବେନି। ତେବେ କୌଣସି ଗୃହପାଳିତ ପଶୁ ବା ପକ୍ଷୀକୁ ବଞ୍ଚାଇବା ସହଜ କଥା। ମାତ୍ର ଏକ ଅଣ୍ଡାରୁ ଛୁଆ ବାହାରକରି ତାକୁ ଖୁଆଇପିଆଇ ବଡ଼ କରିବା ଏତେ ସହଜ…
ଶିକାର ପାଇଁ ପାହାଡ ଶିଖରରୁ ଲମ୍ଫ ମାରିଲା ବାଘ: ଘଟିଲା ଏପରି କିଛି…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶିକାର ପାଇଁ ଏକ ବାଘ ବରଫାବୃତ ପାହାଡ ଶିଖର ତଳକୁ ଲମ୍ଫ ମାରିଛି। ଭିଡିଓରେ…
କୁକୁରର ବଡ଼ିଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ: ନିଜେ ଗଲେ ଜିମ୍
ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ଏକ କୁକୁରର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହାର ଫଟୋ ଲାସିଜ୍-୧୧ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଫଟୋଟି ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଯିବେ।…
କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର
୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା ଲଢ଼େଇରେ ହାରି ଯାଇଛନ୍ତି ଏହି ଅଧିକାରୀ। କରୋନାରେ ଆକ୍ରାନ୍ତ ହେବା ଯୋଗୁ ୫୦ ବର୍ଷୀୟ…
ମାଙ୍କଡକୁ ଅଶ୍ଲୀଳ ଇଙ୍ଗିତ କଲେ ଯୁବକ: ତା ପରେ ଘଟିଲା ଏମିତି କିଛି…
ସାଧାରଣତଃ ପଶୁପକ୍ଷୀମାନେ କାହାର ଅନିଷ୍ଟ କରିନଥାନ୍ତି। ମାତ୍ର ସେମାନଙ୍କୁ ଯଦି କେହି ବ୍ୟକ୍ତି ହଇରାଣ କରନ୍ତି ସେମାନେ ଛାଡି ନ ଥାନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବକ ଏକ ମାଙ୍କଡକୁ ଅଶ୍ଲୀଳ…
କିଏ ଷଷ୍ଠ ତ କିଏ ଦଶମ ଫେଲ୍: ମାମୁଲି ଶିକ୍ଷାଗତ ଯୋଗ୍ୟତା ଥାଇ ବି ଏହି ନେତାଙ୍କୁ ରାଜନୀତିରେ ମିଳିଛି ବଡ଼ ପଦ
ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସବୁଠାରୁ ଅଧିକ ପଢ଼ିଥିବା ରାଜନେତାଙ୍କ ମଧ୍ୟରୁ ଜଣେ। ହେଲେ ଭାରତ ରାଜନୀତିରେ ସକ୍ରିୟ ଥିବା ଅନେକ ତୁଙ୍ଗ ନେତା ବହୁତ କମ୍ ପଢ଼ିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ତ କିଛି କେନ୍ଦ୍ରମନ୍ତ୍ରୀ ହେବାର…
ପ୍ରଥମ ସେଲ୍ଫ ଡ୍ରାଇଭିଂ ବସ୍: ଯାତ୍ରାବେଳେ ମାଗଣାରେ ମିଳିବ ଏସବୁ
ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ମେଲାଇସାରିଲାଣି। ଏବେ ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବା ବେଳେ ଚାଇନା କିନ୍ତୁ ନୂଆ ନୂଆ ଟେକ୍ନୋଲୋଜି ବାହାର କରିବାରେ ଲାଗିଛି। ଏବେ ସେ ଏକ ବସ୍…
୯୦୦ କଲ୍ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…
ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀଙ୍କର ସନ୍ଦେହ ହେଲା ସେତେବେଳେ ସେ କଲ ରେକର୍ଡିଂ ଆପ୍…
ପ୍ରବଳ ବର୍ଷାରେ ଫସିଯାଇଥିବା ବିଲେଇକୁ ଉଦ୍ଧାର କଲେ ବ୍ୟକ୍ତି: ଲୋକେ ଏଭଳି କଲେ ପ୍ରଶଂସା
ମୁମ୍ବାଇ: କରୋନା ପରେ ଏବେ ପ୍ରବଳ ବର୍ଷା ମୁମ୍ବାଇର ଚିନ୍ତା ବଢ଼ାଇଛି। ବୁଧବାରରୁ ଲଗାତର ହୋଇଥିବା ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଲୋକଙ୍କୁ ଯାତାୟତରେ ଅସୁବିଧା ଉପୁଜିବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି…
ଟ୍ରାଫିକ ନିୟମ ପାଳନ ନ କଲେ ଦେଖିବାକୁ ପଡ଼ିବ ୨ ଘଣ୍ଟିଆ ଫିଲ୍ମ
ଫରିଦାବାଦ୍, ୬।୮: ଟ୍ରାଫିକ୍ ନିୟମ ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ହରିୟାଣାର ଫରିଦାବାଦ ପୋଲିସ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଜରିମାନା ଦେଇ ମଧ୍ୟ ଅମାନିଆ ସୁଧୁରୁ ନ ଥିବାରୁ ଏବେ ସେମାନଙ୍କୁ ପାନେ ଦେବାକୁ ଟ୍ରାଫିକ୍…
ଟ୍ରାକ୍ଟର ଜରିଆରେ ବାହାର କରାଯାଉଛି ମଇଁଷିଠାରୁ କ୍ଷୀର, ଆନନ୍ଦ ମହିନ୍ଦ୍ରା ହେଲେ ଆଶ୍ଚର୍ଯ୍ୟ
ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି…
ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ
ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ସମୟରେ ଲୋକମାନେ ନିଜର ଚାକିରି, ଖୁସି ଓ ସମସ୍ତ ପ୍ରକାରର ମନୋରଞ୍ଜନଠାରୁ ଦୂରେଇ…
Archives


