Posted inଫୁରସତ

ବର୍ଷାରେ ୭ ଘଣ୍ଟା ଧରି ଛିଡ଼ାହୋଇ ଗାଡ଼ିକୁ ବାଟ କଡ଼ାଇଲେ ଏହି ମହିଳା: ମୁମ୍ବାଇବାସୀ କରୁଛନ୍ତି ସାଲ୍ୟୁଟ୍‌

ଚଳିତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ। ବିଶେଷକରି ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ମଧ୍ୟରେ ମାଟ୍ଟୁଙ୍ଗା ଅଞ୍ଚଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଅଗଷ୍ଟ ୪ର ବୋଲି ଜଣାପଡ଼ିଛି। ଏଥିରେ ଜଣେ ମହିଳାଙ୍କ ସାହସ ଦେଖିବାକୁ ମିଳିଛି। ସେ ହେଲେ କାନ୍ତା ମୂର୍ତ୍ତି।

ମାଟ୍ଟୁଙ୍ଗା ଅଞ୍ଚଳରେ ରହୁଥିବା କାନ୍ତା ରାସ୍ତାରେ ଜମା ହୋଇଥିବା ପାଣିକୁ ଦେଖି ଏକ ମ୍ୟାନ୍‌ହୋଲ୍‌କୁ ଖୋଲି ଦେଇଥିଲେ। ଫଳରେ ସେଥିରେ ପାଣି ଖଲାସ ହୋଇଥିଲା। ହେଲେ ମ୍ୟାନ୍‌ହୋଲ୍‌ ଖୋଲା ଥିବା ଯୋଗୁ ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା। ଏଣୁ ମହିଳାଜଣଙ୍କ ବର୍ଷାରେ ଦୀର୍ଘ ୭ ଘଣ୍ଟା ଧରି ରାସ୍ତାରେ ଛିଡ଼ା ହୋଇ ଗାଡ଼ିଗୁଡ଼ିକୁ ବାଟ କଡ଼ାଇଥିଲେ। ହେଲେ ବିଏମ୍‌ସି ଅଧିକାରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଟି କରିଥିଲେ।

କାନ୍ତା ପେସାରେ ଜଣେ ଫୁଲ ବିକାଳି। ତାଙ୍କ ସ୍ବାମୀ ରେଳ ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଯିବା ପରେ ସେ ଏକା ପରିବାରର ପ୍ରତିପୋଷଣ କରୁଛନ୍ତି। ଏବେ ଭିଡିଓ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ହୋଟେଲ, ରାତିକ ପାଇଁ କପଲଙ୍କୁ ଦେବାକୁ ପଡ଼େ…

ଆପଣ ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଜାଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ ଦୁନିଆର ସବୁଠୁ ଛୋଟ ହୋଟେଲ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ...

ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ।...

ଦେଶୀ ଖାଦ୍ୟ ବିକି ବର୍ଷକୁ ୧୦ ଲକ୍ଷ ରୋଜଗାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧: ଏବେ ଅଧିକ ଲୋକେ ଜଙ୍କ୍‌ ଫୁଡ୍‌କୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ କୌଣସି ଝନ୍‌ଝଟ ନାହିଁ। ପ୍ୟାକ୍‌ରେ ଖାଦ୍ୟ ସହଜରେ ଖାଇ ହେଉଛି। ତେବେ...

ଯାଇଥିଲା କ’ଣ ପାଇଁ ଆଉ ହେଲା କ’ଣ , ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ହସ୍ପିଟାଲରୁ ରାତିରେ ଶୁଭେ ଚିତ୍କାର ଶବ୍ଦ, ଯାଞ୍ଚ୍‌ ହେବାରୁ ମିଳିଲା ଏମିତି ଆଶ୍ଚର୍ଯ୍ୟ ତଥ୍ୟ

ଭୂତ ଅଛି କି ନାହିଁ ସେ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ବିଜ୍ଞାନ କହିଛି ଯେ ଭୂତ ଏବଂ ଆତ୍ମା ଭଳି କୌଣସି ଜିନିଷ...

ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା...

ବ୍ୟକ୍ତିଙ୍କ ମଳଦ୍ୱାରରେ ଫସିଥିଲା ୨ କିଲୋ ଓଜନର ଡମ୍ବଲ, ଡାକ୍ତର ଦେଖି କାବା

ଦୁନିଆରେ ପ୍ରାୟତଃ ବିଚିତ୍ର ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ବ୍ରାଜିଲରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି,...

ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ...

Advertisement
Archives

Model This Week