ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜ ଯା’ଙ୍କଠାରୁ ଧନୀ: ପରିବାରର ଏହି ୨ ବୋହୂଙ୍କ ବିଷୟରେ ଜାଣନ୍ତୁ …

ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନୀତା ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରୁଥିବା ବେଳେ ଟୀନା ଏହାଠାରୁ ବହୁ ଦୂରରେ। ଉଭୟଙ୍କୁ ଖୁବ୍‌ କମ୍‌ ଏକତ୍ର ଦେଖିବାକୁ ମିଳିଥାଏ। ଜାଣିବା ଅମ୍ବାନୀ ପରିବାରର ଏହି ୨ ବୋହୂଙ୍କ ବିଷୟରେ।
ଧୀରୁଭାଇ ଅମ୍ବାନୀଙ୍କ ୨ ବୋହୂ ହେଉଛନ୍ତି ଟୀନା ଓ ନୀତା। ଟୀନା ଅନୀଲ ଅମ୍ବାନୀଙ୍କୁ ବିବାହ କରିଥିବା ବେଳେ ନୀତା ଅମ୍ବାନୀ ମୁକେଶଙ୍କୁ ବିବାହ କରିଛନ୍ତି। ବିବାହ ପରେ ଅମ୍ବାନୀ ପରିବାରର ଏହି ୨ ବୋହୂଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳିିଯାଇଛି।
ଟୀନା ବିବାହ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଥିଲେ। ସେ ୩୫ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି। ୧୯୭୫ ମସିହାରେ ଟୀନା ଅନ୍ତର୍ଜାତୀୟ କିଶୋକ ରାଜକୁମାରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବିଜୟୀ ମଧ୍ୟ ହୋଇଥିଲେ। ତାଙ୍କର ଫ୍ୟାଶନ ଏବଂ ସୌନ୍ଦର୍ଯ୍ୟ ଅନୀଲଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ। ବିବାହ ପରେ ଟୀନା ଅଭିନୟ ସହ ଗ୍ଲାମର ଜଗତରୁ ମଧ୍ୟ ଦୂରେଇ ଗଲେ।
ସେହିପରି ଟୀନା ମଧ୍ୟବୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଘର ଚଳାଇବା ପାଇଁ ସେ ଏକ ସ୍କୁଲରେ ପାଠ ପଢ଼ାଉଥିଲେ। ଏଥିପାଇଁ ତାଙ୍କୁ ମାସକୁ ୮ଶହ ଟଙ୍କା ମିଳୁଥିଲା। ଏହି ସମୟରେ ନୀତା ଫ୍ୟାଶନ ଏବଂ ଗ୍ଲାମର ଦୂନିଆଠାରୁ ବହୁତ ଦୂରରେ ଥିଲେ। ଏକ କାର୍ଯ୍ୟକ୍ରମରେ ନୀତା ଭାରତନାଟ୍ୟକ କରୁଥିଲେ। ତାଙ୍କର ଏହି ନୃତ୍ୟ ଦେଖି ମୁକେଶଙ୍କ ବାପା ଧିରୁଭାଇ ବହୁତ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ନିଜ ଘରର ବୋହୁ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ନୀତାଙ୍କର ଲାଇଫ୍‌ଷ୍ଟାଇଲ ବଦଳିଗଲା। ୨୦୧୦ରେ ମୁକେଶ ଏବଂ ନୀତା ରିଲାଏନ୍ସ ଫାଉଣ୍ଡେଶନ ପ୍ରତିଷ୍ଠା କଲେ। ଏହାର ଅଧ୍ୟକ୍ଷ ହେଉଛନ୍ତି ନୀତା। ସେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କୁ କିଛି କିଛି ଦେଇଥିଲି

ବଡ଼ ହୋଇ ପାଠପଢ଼ି ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହେବି ଓ ଅନ୍ୟମାନଙ୍କ ପାଇଁ କାମ କରିବି ବୋଲି ପିଲାଦିନରୁ ସ୍ବପ୍ନଟିଏ ପାଳିଥିଲି ମନରେ।...

ଆମାଜନ୍‌ର ଲୋକାଲ ଶପ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୬।୪: ଆମାଜନ୍‌ ଇନ୍‌ ପକ୍ଷରୁ ଭାରତରେ ଲୋକାଲ ଶପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି।...

ଆଉ କାମକୁ ଯିବିନି, ମାଲିକଙ୍କୁ ଫୋନ୍‌ କରି କହିଲେ ଚାକର; କାରଣ ଜାଣିଲେ…

ଜଣେ ମାଲିକଙ୍କ ଏକ ଫ୍ୟାକ୍ଟ୍ରିରେ ଚାକର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଫୋନ୍‌ କରି କହିଲେ ଆଉ କାମକୁ ଯିବି ନାହିଁ। ତାଙ୍କର ଏମିତି...

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି...

ଆଧାର ସହ ଲିଙ୍କ୍‌ ହେବ ସବୁ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ଲିଙ୍କ୍‌ କରାଯିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କଗୁଡିକ ଏ...

୮ କୁକୁରଙ୍କୁ ଗୁଳିକରି ହତ୍ୟା

କୋହିମା: ନାଗାଲାଣ୍ଡର ଏକ ଛାତ୍ର ସଙ୍ଗଠନ ପକ୍ଷରୁ ୮ ପୋଷା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁକୁରଙ୍କୁ ଭାକ୍ସିନ ଦେବା ପାଇଁ କୁହାଯାଇଥିଲେ ମଧ୍ୟ...

ବଢ଼ୁଛି ନରେଶ ଗୋୟଲଙ୍କ ଅଡ଼ୁଆ;ଜେଟ୍‌ରେ ଆର୍ଥିକ ଅନିୟମିତତାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୨୮-୫: ସାମୟିକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଟର ନରେଶ ଗୋୟଲଙ୍କ ବିରୋଧରେ ଏବେ ଦୁଇଟି ସରକାରୀ...

୯୦ ବର୍ଷରେ ୫ମ ବିବାହ: ହନିମୁନ୍‌କୁ ନେଇ ବହୁତ ଖୁସି

ରିୟାଧ: ବୃଦ୍ଧା ଅବସ୍ତାରେ ତ୍ରୀର୍ଥ କରିବାକୁ ଲୋକେ ପସନ୍ଦ କରନ୍ତି। ହେଲେ ଏମିତି ଜଣେ ବୃଦ୍ଧ ଅଛନ୍ତି ଯିଏକି ୯୦ ବର୍ଷ ବୟସରେି ବିବାହ କରିବା...

Advertisement
Archives

Model This Week