ବାଘୁଣୀ କୁଡ଼ିଆ ଘରେ ଶାବକଙ୍କୁ ଦେଲା ଜନ୍ମ
ନାସିକ, ୧୯।୮: ମହାରାଷ୍ଟ୍ରର ନାସିକରେ ଏକ ନିଆରା ଘଟଣା ଘଟିଛି। ଏଠାରେ କୁଡ଼ିଆ ଘରେ ଏକ ଚିତାବାଘୁଣୀ ୪ ଶାବକଙ୍କୁ ଜନ୍ମ ଦେଇଛି। ଚିତାବାଘୁଣୀ ସ୍ଥାନୀୟ ଇଗତପୁରୀ ଅଞ୍ଚଳରେ ଏକ ପରିତ୍ୟକ୍ତ କୁଡ଼ିଆ ଘରେ ଶାବକଙ୍କୁ ଜନ୍ମ ଦେଇଥିବା ଫରେଷ୍ଟ ଡିଭିଜନ…
ପ୍ରଶଂସା ସାଉଁଟୁଛି ଷ୍ଟେଶନ ସୌନ୍ଦର୍ଯ୍ୟକରଣ
ତିରୁର୍(କେରଳ): କରୋନା ପରିସ୍ଥିତିରେ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଛି। ଏହା ଦେଶର ପର୍ଯ୍ୟଟନକୁ ଗୁରୁତରଭାବେ ପ୍ରଭାବିତ କରିଛି। ତେବେ ଭାରତୀୟ ରେଲଓ୍ବେ ପକ୍ଷରୁ ଏବେ ବିଭିନ୍ନ ରେଳଷ୍ଟେଶନର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହା ଅନେକ ଲୋକଙ୍କୁ ବିମୋହିତ କରିଛି। ସଦର୍ନ ରେଲଓ୍ବେ ପକ୍ଷରୁ…
ବିଶ୍ୱ ମାନବୀୟ ଦିବସ: ବିପର୍ଯ୍ୟୟରେ ଆଶାର କିରଣ
୨୦୦୩ ଅଗଷ୍ଟ ୧୯ରେ ଇରାକ ବାଗଦାଦସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବୋମାମାଡ଼ ଯୋଗୁ ଇରାକରେ ଜାତିସଂଘର ମୁଖ୍ୟ ହ୍ୟୁମାନିଟାରିଆନ ବା ମାନବୀୟ କର୍ମୀ ସର୍ଜିୟୋ ବିଏରା ଡି ମିଲୋଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଣୁ ଏହି ଦିନଟିକୁ ବିଶ୍ୱ…
ପେସା ଡାକ୍ତର, ନିଶା ଫଟୋଗ୍ରାଫି
ଫଟୋଗ୍ରାଫି। ଏଭଳି ଏକ କଳା ଯେଉଁଥିରେ ରହିଥାଏ ଆବେଗ, ଉତ୍କଣ୍ଠା, କୌତୂହଳ ଓ ସୃଜନଶୀଳତା। ହଜାରେ ଶବ୍ଦ ବ୍ୟବହାର କରି ଯେଉଁ କଥା କହି ହୁଏ ନାହିଁ, ତାହା ଗୋଟିଏ ଫଟୋ ଅତି ସହଜରେ ବର୍ଣ୍ଣନା କରିପାରେ। ସେଥିପାଇଁ କଥାରେ ଅଛି…
ଖେଳ ଦେଖାଉଥିବାବେଳେ କେଳାକୁ ଦଂଶିଲା ନାଗ
ବୋକାରୋ, ୧୮।୮: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳ ଦେଖାଉଥିବାବେଳେ ନାଗ ସାପ ଦଂଶିବାରୁ ଜଣେ କେଳାର ମୃତ୍ୟୁ ହୋଇଛି। ଜିଲାର ବଗଦା ଗ୍ରାମରେ ଏହି ଘଟଣା ଘଟିଛି। ଟେକ୍ଲାଲ ଡୋମ ନାମକ ଜଣେ ୫୦…
ହସ୍ପିଟାଲ ଆଇସିୟୁରେ ଥିବା କରୋନା ସଂକ୍ରମିତ ପ୍ରେମିକଙ୍କୁ ବିବାହ କଲେ ଏହି ଯୁବତୀ, କାରଣ ଜାଣିଲେ ହେବେ…
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ନେଇ ବିଶ୍ୱବାସୀ ଚିନ୍ତାରେ। ଏବେ ପର୍ଯ୍ୟନ୍ତ କରାଯାଇଥିବା ଆକଳନ ଅନୁଯାୟୀ ୨.୧୮ କୋଟିରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଏପରିକି ୭.୭୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଘାତକ ମହାମାରୀ ଯୋଗୁ ଅନେକ ନିଜର…
ସୁନ୍ଦରୀ ସ୍ତ୍ରୀଙ୍କ ଆଗରେ ନିଜକୁ ଏଭଳି ଦେଖି ଲାଗୁଥିଲା ଖରାପ: ସିକ୍ସ ପ୍ୟାକ୍ ଆବ୍ସ ଲୁକ୍ ପାଇଁ ବ୍ୟକ୍ତି କଲେ ଏଭଳି…
ବୟସ ବଢ଼ିଲେ ଶରୀରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଏପରିକି ଚର୍ବି ଯୋଗୁ ଓଜନ ମଧ୍ୟ ବଢ଼ିଥାଏ। ଉଭୟ ମହିଳା ଏବଂ ପୁରୁଷ ଏହି ସମସ୍ୟା ଦେଇ ଗତି କରନ୍ତି। ହେଲେ ଜଣେ ବ୍ୟକ୍ତି ଗୋଟିଏ ରାତି ଭିତରେ ସିକ୍ସ…
ଏକଦା ଚାଇନାର ଉହାନ୍ରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ଏବେ ଭୟକୁ ଫୁ’ କରି ପୁଲ୍ ପାର୍ଟିର ମଜା ନେଉଛନ୍ତି ଲୋକେ
ବେଜିଂ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇସାରିଲାଣି। ପ୍ରତ୍ୟେହ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଏହାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ପାଳନ…
ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…
ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍ ମିଳିବା ପରେ ପାକିସ୍ତାନ ଏବେ ଖଲିସ୍ତାନ ସମର୍ଥକଙ୍କ ସହ ମିଶି ବିଶ୍ୱର ବିଭିନ୍ନ ଦେଶରେ ଭାରତ ବିରୋଧରେ ରାଲି କରୁଛିି।…
ଗଛ ଉପରେ ବସି ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ
ମୁମ୍ବାଇ,୧୮।୮: କରୋନା ଲକ୍ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍ଲାଇନରେ ପାଠ ପଢ଼ାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଅନ୍ଲାଇନରେ ପାଠପଢ଼ାକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା…
ହେଲମେଟ୍ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!
ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ସମୟରେ ହେଲମେଟ୍ର ଓଜନ ମଧ୍ୟ ଯାଞ୍ଚ କରିବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ…
ଆଖି ପିଛୁଳାକେ ପାଣିରେ ରକେଟ ଭଳି ପଳାଉଛି କୁକୁଡ଼ା ଛୁଆ , ଆଉ ତା ପରେ
ସୋସିଆଲ ମିଡିଆରେ କୁକୁଡ଼ା ଛୁଆକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି କୁକୁଡ଼ା ଛୁଆଟିକୁ ଆଣି ବାହାରେ ଛାଡିବା ବେଳେ ସେ ଆଖି ପିଛୁଳାକେ ପାଣିରେ ରକେଟ୍ ଭଳି ପଳାଉଛି। ଯାହାକୁ ଦେଖିଲେ ଯେ, କେହିବି ଆଶ୍ଚର୍ଯ୍ୟ…

