ଫୁରସତ

ଦିଗ ଅନୁସାରେ ବାଛନ୍ତୁ ରଙ୍ଗର କ୍ୟାଣ୍ଡେଲ

ଆଜିକାଲି ବଜାରରେ ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ଓ ରଙ୍ଗର କ୍ୟାଣ୍ଡେଲ ମିଳୁଛି। ଅନେକଙ୍କର ସଉକ ଥାଏ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି କ୍ୟାଣ୍ଡେଲ କିଣିବା। ଆଉ ଘର ସଜାଇବା। ତେବେ ଦିଗ ଅନୁସାରେ କ୍ୟାଣ୍ଡେଲର ରଙ୍ଗ ଚୟନ କରି…

ମାମୁଘର କେତେଦୂର: ମନେପଡେ ମିଠା ସ୍ମୃତି, ସବୁ ଦୁଷ୍ଟାମି ମାଫ୍‌ ହୋଇଯିବାର ଅଲିଖିତ ପ୍ରତିଶ୍ରୁତି

ନିଜ ଘର ପରେ ଆଉ ଯେଉଁ ଘରଟି ସବୁଠୁ ପ୍ରିୟ ତା’ କେବଳ ମାମୁଘର। ପିଲାଙ୍କ ପାଇଁ ଗୋଟେ ଅପେକ୍ଷାର ଘର, ଗୋଟେ ବିଳାସର ନାଁ, ସେଇଠି ଅଛି ଅସରନ୍ତି ଆଈମା’ କାହାଣୀର ପେଡ଼ି, ଚକାଚକା ଭଉଁରି, ମାଈଁଙ୍କ ଦୁଧ ଭାତ…

ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଯାହା କେବେ ଆଗରୁ ଶୁଣି ନ ଥିବେ

ପାରିବାରିକ କଳହରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଶୁଣିଥିବେ। କେହି କେହି ଘର ମଧ୍ୟ ଛାଡ଼ି ଦେଇଥିବା ଶୁଣିଥିବେ। ମାତ୍ର ପାରିବାରିକ କଳହରୁ ସ୍ତ୍ରୀଙ୍କ ଉପରେ ରାଗି କେହି କିନ୍ନର ହୋଇଯିବାର କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଏମିତି…

ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୁଏ। କାରଣ ଏହାର ବ୍ୟବହାର ଅଧିକାଂଶଙ୍କୁ ଜଣା ନାହିଁ କହିଲେ ଚଳେ। ଗଧ ଶବ୍ଦର…

ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି. ସିଂ ପରିହାରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶ କାନପୁରର ଘାଟମ୍‌ ପୁର ଥାନାରେ…

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ ଏବେ…

ପାକଳ ଧାନ କ୍ଷେତରେ ପୂଜା

ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ କ୍ଷେତକୁ ଯାଇ ଅରୁଆ ଚାଉଳ, ଫୁଲ, ଦୀପ, ଧୂପ, ନାରିକେଳ ଦେଇ ପୂଜାର୍ଚ୍ଚନା କରିଥାନ୍ତି…

ପାଇପ୍‌ ଯୋଗେ ହସ୍ପିଟାଲର ୪ ମହଲାରୁ ଖସି ପଳାଇଲେ ମହିଳା ରୋଗୀ

ମିରଟ, ୨୨।୮: ଉତ୍ତର ପ୍ରଦେଶର ମିରଟ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିବା ଜଣେ ମହିଳା ହସ୍ପିଟାଲର ୪ର୍ଥ ମହଲାରୁ ପାଇପ ଯୋଗେ ଖସି ପଳାଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ କଲେଜ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ହସ୍ପିଟାଲ ପକ୍ଷରୁ…

୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମୀ ହେଲା ଗାନ୍ଧୀଙ୍କ ଚଷମା

ଲଣ୍ଡନ, ୨୨।୮: ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶକୁ ସମ୍ମାନ ଦେଉଥିବା ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଇହଲୀଳା ସମ୍ବରଣ କରିବାର ଏତେବର୍ଷ ପରେ ମଧ୍ୟ ତାଙ୍କର ବିଚାରଧାରାକୁ ଏବେ ମଧ୍ୟ ପୂଜା କରାଯାଏ। ଗାନ୍ଧୀଙ୍କର ଏକ…

ଭିନ୍ନ ଏକ ପ୍ରେମ କାହାଣୀ: ସାତ ସମୁଦ୍ର ପାର ହୋଇ ବିବାହ କଲେ ଏହି ପ୍ରେମୀଯୁଗଳ

ପ୍ରେମ କେତେବେଳେ କାହା ସହ କେଉଁଠି ଆରମ୍ଭ ହୋଇଥାଏ ତାହା କହି ହୁଏନା। ଏମିତି ଏକ ପ୍ରେମ ହୋଇଛି ସ୍ପେନର ଜଣେ ଯୁବକ ଏବଂ ଆମେରିକୀୟ ଯୁବତୀଙ୍କ କ୍ଷେତ୍ରରେ। ଏହି ପ୍ରେମୀଯୁଗଳ ଭାରତ ବୁଲିବାକୁ ଆସିଥିଲେ। ପ୍ରଥମେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ…

ଅଜଗର ଆଁରେ କୁମ୍ଭୀର : ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହଡ ଉପରୁ ଲମ୍ଫ ମାରୁଛି ତ ଆଉ କେତେବେଳେ ସାପ ଓ ନେଉଳ ରାଜରାସ୍ତା ଉପରେ ଲଢେଇ କରୁଛନ୍ତି। ବର୍ତ୍ତମାନ ଅଜଗର ଏବଂ କୁମ୍ଭୀର…

ସ୍ବାମୀ ବହୁତ ଭଲପାଉଛନ୍ତି, ଏଣୁ ତାଙ୍କ ସହ ରହିପାରିବି ନାହିଁ: ଏପରି ଯୁକ୍ତି କରି ମହିଳା ମାଗିଲେ ଛାଡ଼ପତ୍ର..

ସମ୍ଭଲ: ସବୁ ସ୍ତ୍ରୀ ଚାହାନ୍ତି ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ। ହେଲେ ଉତ୍ତରପ୍ରଦେଶର ସମ୍ଭଲ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଭଲପାଇବା ଅଣନିଃଶ୍ୱାସୀ କରିବା ପରି ମନେ ହୋଇଛି। ଏଥିପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?