Posted inଫୁରସତ

ଦିଗ ଅନୁସାରେ ବାଛନ୍ତୁ ରଙ୍ଗର କ୍ୟାଣ୍ଡେଲ

ଆଜିକାଲି ବଜାରରେ ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ଓ ରଙ୍ଗର କ୍ୟାଣ୍ଡେଲ ମିଳୁଛି। ଅନେକଙ୍କର ସଉକ ଥାଏ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି କ୍ୟାଣ୍ଡେଲ କିଣିବା। ଆଉ ଘର ସଜାଇବା। ତେବେ ଦିଗ ଅନୁସାରେ କ୍ୟାଣ୍ଡେଲର ରଙ୍ଗ ଚୟନ କରି ଜଳାଇଲେ କେବଳ ଘରର ସୌନ୍ଦର୍ଯ୍ୟ ବଢି ନ ଥାଏ ବରଂ ସେହି ଦିଗର ଶୁଭ ଫଳ ବି ପ୍ରାପ୍ତ ହୋଇଥାଏ। ସେଥିପାଇଁ ଜାଣି ରଖନ୍ତୁ କେଉଁ ଦିଗରେ କେଉଁ ରଙ୍ଗର କ୍ୟାଣ୍ଡେଲ ରଖି ଜଳାଇବେ…

ଦିଗରେ ସବୁଜ ରଙ୍ଗର କ୍ୟାଣ୍ଡେଲ ରଖି ଜଳାଇବା ଭଲ। ଏହାଦ୍ୱାରା ଜୀବନ ସୁରୁଖୁରୁରେ ଚାଲେ ଏବଂ ଉନ୍ନତି ହୁଏ। ଧଳାରଙ୍ଗର କ୍ୟାଣ୍ଡେଲ ପଶ୍ଚିମ ଦିଗରେ ରଖି ଜଳାଇବା ଭଲ। ଉତ୍ତର ଦିଗରେ କଳା ରଙ୍ଗର କ୍ୟାଣ୍ଡେଲ ରଖି ଜାଳିବା ଶୁଭ ବୋଲି ଧରାଯାଏ। ବାୟବୀ କୋଣ ତଥା ଉତ୍ତର-ପଶ୍ଚିମ ଦିଗ ପାଇଁ ମଧ୍ୟ ଧଳା ରଙ୍ଗର କ୍ୟାଣ୍ଡେଲ ଶୁଭ। ନୈର୍ଋତ କୋଣ ତଥା ଦକ୍ଷିଣ-ପଶ୍ଚିମ ଦିଗ ପାଇଁ ହଳଦିଆ ରଙ୍ଗର କ୍ୟାଣ୍ଡେଲ ଭଲ। ଉତ୍ତର-ପୂର୍ବ ଦିଗରେ ଧଳା ରଙ୍ଗର କ୍ୟାଣ୍ଡେଲ ରଖିପାରିବେ। ତେବେ ଦକ୍ଷିଣ-ପୂର୍ବ ଦିଗରେ ସବୁଜ ରଙ୍ଗର କ୍ୟାଣ୍ଡେଲ ଜଳାଇବା ଶୁଭଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri