ଫୁରସତ

ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌: ଏଭଳି ଅଫର ଦେଇ ଦୋକାନ ସିଲ୍‌

ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍‌ ଦେଇଛନ୍ତି। ଅଫର୍‌ର ବିଜ୍ଞାପନ ଅନୁଯାୟୀ, ତାଙ୍କ ଦୋକାନରୁ ଜିନିଷ ନେବାର ୨୪ ଘଣ୍ଟା ମଧ୍ୟରେ…

କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚାହୁଁଛନ୍ତି। ଏମିତିକି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ…

ଅଫିସ ଯିବା ପାଇଁ ରେଡ୍ଡି ହେଲେ ୨ ଓରାଙ୍ଗଓଟାନ: ଭିଡିଓ ହେଲା ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଦୁଇ ଓରାଙ୍ଗଓଟାନ ବାଥରୁମରେ ଗାଧୋଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ୨ ଓରାଙ୍ଗଓଟାନ ଡ୍ରେସ…

ହାର ମାନିଲାନି ଭାଲୁଛୁଆ: ପଡ଼ି ଓଠି ପହଞ୍ଚିଲା ପାହାଡ଼ ଉପରେ, ଯେଉଁଠି ମା’ କରିଥିଲା ଅପେକ୍ଷା

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ଭାଲୁକୁ ନେଇ ବର୍ତ୍ତମାନ…

ବିନା ଦ୍ୱିଧାରେ ଗାଈଠାରୁ କ୍ଷୀର ପିଉଛନ୍ତି କୁକୁର ଛୁଆ, ନ ଦେଖିଲେ ହେବ ନାହିଁ ବିଶ୍ୱାସ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହେବା ସହ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଏକ ମା’ର ବାତ୍ସଲ୍ୟ ମମତା ଦେଖିବାକୁ…

ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା

ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ ଜାଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଜାପାନର ରାଜଧାନୀ ଟୋକିଓସ୍ଥିତ ଏକ ପାର୍କରେ…

ବାଧ୍ୟତାମୂଳକ ବିବାହ, ଦେଖିଲେ ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ବର୍ତ୍ତମାନ ବିଲେଇ ଓ ଗୁଣ୍ଡୁଚିମୂଷାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଗୁଣ୍ଡୁଚିମୂଷା ଓ ବିଲେଇ ମଧ୍ୟରେ ଝଗଡ଼ା ହେଉଛି। ପରେ କୌଶଳକ୍ରମେ ଗୁଣ୍ଡୁଚିମୂଷାଟି ବିଲେଇ ପିଠିରେ ଚଢ଼ିଯାଉଛି।…

ଭାରରେ ବୁହା ହୋଇ ହସ୍ପିଟାଲ ଯାଉଥିଲେ ରୋଗୀ, ଅଧା ରାସ୍ତାରେ ଗଲା ଜୀବନ

ଶିମଲା,୨୧।୮: ସ୍ବାଧୀନତାର ଏତେ ବର୍ଷ ପରେ ବି ଏଭଳି ଅଞ୍ଚଳ ଓ ଗାଁ ରହିଛି ଯେଉଁଠି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ବି ଭଲଟିଏ ରାସ୍ତାପାଇଁ ଅପକ୍ଷୋରେ ରହିଛନ୍ତି ଲୋକେ। ଭଲ ରାସ୍ତା ନ ଥିବାରୁ ଲୋକଙ୍କୁ…

କୋଆଲା ଲାଗି ଦେବଦୂତ ସାଜିଲେ ଏହି ବ୍ୟକ୍ତି, ବୋତଲରେ ପିଆଇଲେ ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏହି ସୁନ୍ଦରୀଙ୍କୁ ଫେସ୍‌ବୁକ୍‌ରେ ମିଳିଲାନି ଅଧିକ ଲାଇକ୍‌: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା ଲୋକମାନେ ପାଖରେ ଥିବାଭଳି ମନେ ହୁଏ। କିନ୍ତୁ ସୋସିଆଲ ନେଟଓ୍ବାର୍କିଂ ସାଇଟ୍‌ଗୁଡିକର ଅନେକ ଦୁର୍ଗୁଣ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ପେଣ୍ଟିଂକୁ କୁହାଯାଏ ଅଭିଶପ୍ତ, ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟି ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏପରି ଏକ ପେଣ୍ଟିଂ ଅଛି, ଯେ କୌଣସି ବ୍ୟକ୍ତି ଏହାକୁ ପାଖରେ ରଖିଲେ ତାଙ୍କ ସହ ଅଜବ ଘଟଣା ଘଟିଲା। ଜାଣନ୍ତୁ ଏହି…

ରାସ୍ତା ଉପରେ ଅପରାଧୀଙ୍କୁ ବସଉଠ୍‌ କରାଇଲେ ପୋଲିସ

ଭୋପାଳ,୨୧।୮: ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ୪ର୍ଥ ଥର ସ୍ବଚ୍ଛତା ପାଇଁ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ମାନ୍ୟତା ହାସଲ କରିଛି। ସହର ପରେ ଏବେ ଇନ୍ଦୋର ପୋଲିସ କିଛି ଏଭଳି କାର୍ଯ୍ୟ କରିଛି, ଯେଉଁଥିପାଇଁ ତାଙ୍କୁ ବେଶ୍‌ ପ୍ରଶଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?