ଫୁରସତ

ଜାଲରେ ଫସିଥିଲା ହଂସଛୁଆ, ଉଦ୍ଧାର ସମୟରେ ନରହଂସ କଲା ଏମିତି; ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛି। ବ୍ରିଟେନର ଏକ ବନ୍ୟଜନ୍ତୁ ସଂରକ୍ଷଣ…

ଏଭଳି ବୁଦ୍ଧି ପ୍ରୟୋଗ କରି ପେଟ ପୂରାଉଛି ଛେଳି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଜେବ୍ରାକୁ ଖାଇବାକୁ ଲୁଚିଲୁଚି ଆସୁଥିଲା କୁମ୍ଭୀର, ପରେ ଘଟିଲା ଏମିତି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ, ତାଙ୍କୁ କିଡ୍‌ନୀ ଦେଲେ ମହିଳା

ମୋଣ୍ଟଗୋମେରୀ, ୧୨।୯: ଆପରାଧୀକ ମାମଲାରେ ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ ତାଙ୍କ ପ୍ରତି ଜଣେ ମହିଳା ଦୟା ଦେଖାଇଛନ୍ତି। ମହିଳା ଜଣକ ନିଜ କିଡ୍‌ନୀ ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି। ଏଭଳି ଘଟଣା ଆମେରିକାର ଦକ୍ଷିଣ ପଶ୍ଚିମ ରାଜ୍ୟ ଆଲବାମାରେ ଘଟିଛି।…

ସିନେମା ବାଲା ବାବୁ ଭାବେ ପରିଚିତ ଏହି ଶିକ୍ଷକ

ରାୟପୁର,୧୨ ।୯: କରୋନା ପାଇଁ ଏବେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନେ ଅନ୍‌ଲାଇନରେ ପାଠ ପଢୁଛନ୍ତି । ଏହି ସମୟରେ ପିଲାମାନଙ୍କୁ ସହଜରେ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଛତିଶଗଡ଼ରେ ସିନେମାବାଲା ବାବୁ ନାଁରେ ପରିଚିତ ଜଣେ…

ମେଣ୍ଢା ଛୁଆକୁ କ୍ଷୀର ପିଆଇଲା କୁକୁର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ବର୍ତ୍ତମାନ ଏକ ମେଣ୍ଢା ଛୁଆକୁ କୁକୁର ଫିଡିଙ୍ଗ ବୋତଲରେ କ୍ଷୀର ପିଆଉଥିବା ଭିଡିଓ ଭାଇରାଲ…

ଦୋଳିରୁ ଡେଇଁ ଏମିତି ପ୍ୟାଣ୍ଟ ପିନ୍ଧିଲେ ବ୍ୟକ୍ତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଦୁଇ ଗୋଡ଼ରେ ଗଛର ଡାଳକୁ ଟାଣି ଏମିତି ପତ୍ର ଖାଉଛନ୍ତି ହରିଣ, ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହରିଣଗୁଡ଼ିକ ଏକ କଣ୍ଟା ଜାତୀୟ ଗଛର ଡାଳକୁ ଦୁଇ ଗୋଡ଼ ବଢ଼ାଇ…

ଏଭଳି ବୁଦ୍ଧି ପ୍ରୟୋଗ କରି ଭଙ୍ଗା ପୋଲ ପାରି ହେଉଛି ବାଘ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ମୂଷାର ଗଞ୍ଜେଇ ନିଶା, ଶେଷରେ ଘଟିଲା ଏମିତି…

ସାଧାରଣତଃ ମଣିଷମାନେ ନିଶାଦ୍ରବ୍ୟ ସେବନ କରିଥାନ୍ତି। ମାତ୍ର ପଶୁପକ୍ଷୀ ଯେ, ନିଶା ପାଇଁ ପାଗଳ ଏକଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏପରି ଘଟଣା ଦେଖିବାକୁ ମିଳିଛି କାନାଡାରେ। ଏଠାକାର ଜଣେ ଲୋକଙ୍କ ବାଡ଼ିରୁ ପ୍ରତିଦିନ ଗଞ୍ଜେଇ ଗଛ…

୭୦ ବର୍ଷୀୟ ସାବିତ୍ରୀ ଭାରତର ସବୁଠାରୁ ଧନୀ ମହିଳା: ରହିଛି ୫୨ହଜାର କୋଟିରୁ ଅଧିକ ସମ୍ପତ୍ତି; ରାଜନୀତିରେ ପତିଆରା

ଦେଶର ସବୁଠାରୁ ଧନୀ ତାଲିକାରେ ଅଧିକାଂଶ ପୁରୁଷ ଅଛନ୍ତି। ହେଲେ ତାଲିକାରେ ଥିବା ମହିଳାଙ୍କ ମଧ୍ୟରୁ ଗୋଟିଏ ନାମ ସାବିତ୍ରୀ ଜିନ୍ଦଲଙ୍କର ମଧ୍ୟ ରହିଛି। ଅନ୍ୟପକ୍ଷେ ଦେଖିଲେ ଧନୀ ମହିଳାଙ୍କ ତାଲିକାରେ ସେ ପ୍ରଥମ ସ୍ଥାନ ଅଧିକାର କରନ୍ତି। ୫୨ହଜାର କୋଟି…

ସ୍ତ୍ରୀ କୋକିଲାବେନ୍‌ଙ୍କୁ ପସନ୍ଦ ଥିଲା ସ୍ବାମୀ ଧୀରୁଭାଇ ଅମ୍ବାନୀଙ୍କ ପ୍ରେମ ପ୍ରକାଶ କରିବାର ଶୈଳୀ: ଏପରି ଥିଲା ଲଭ୍‌ଷ୍ଟୋରୀ

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ଅମ୍ବାନୀ ପରିବାର ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରିବାରର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ବିଶ୍ୱରେ ଅମ୍ବାନୀ ପରିବାରରକ୍ଷ୍ୟାତି ଅର୍ଜନ କରିଥିବା ଧୀରୁଭାଇଙ୍କ ପ୍ରେମ ଜୀବନ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?