Posted inଫୁରସତ

ମଦ ପିଇ ଆସିବା ଯୋଗୁ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ଏଭଳି ଅବସ୍ଥା କଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ

ମଦ ପିଇ ଘରକୁ ଆସିଥିବା ସ୍ବାମୀଙ୍କୁ ନିର୍ଧୁମ ଛେଚିଲେ ସ୍ତ୍ରୀ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ତାଙ୍କୁ ଜଣେ ମହିଳା ବାଡାଉଛନ୍ତି। ସେ ତାଙ୍କ ସ୍ତ୍ରୀ ବୋଲି କୁହାଯାଉଛି।

ବ୍ୟକ୍ତିଜଣଙ୍କ ମଦୁଆ ହୋଇଥିବା ହେତୁ ମହିଳାଜଣଙ୍କ ଚିନ୍ତାରେ ରହୁଥିଲେ। ବାରମ୍ବାର ମନା କରିବା ପରେ ମଧ୍ୟ ସେ ମଦ ପିଇ ଘରକୁ ଆସୁଥିଲେ। ଶେଷରେ ମହିଳାଜଣଙ୍କ ରାଗିଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଥିବା ବେଳେ ଲୋକେ ଭଳିକି ଭଳି କମେଣ୍ଟ ଦେଉଛନ୍ତି।

ଦେଖନ୍ତୁ ଭିଡିଓ..


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି

ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍‌ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ...

ଗୁପ୍‌ଚୁପ୍‌ ଏଟିଏମ୍‌: ଚାହିଁଲେ ଅଧିକ ପାଣି ବି ମାଗିପାରିବେ

ଗୁପ୍‌ଚୁପ୍‌ ଏଟିଏମ୍‌। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଟିଏମ୍‌ରୁ ବାହାରୁ ଗୁପ୍‌ଚୁପ୍‌। ତାହା ସହ ଖଟା ପାଣି ଆଉ ମିଠା ଚଟନୀ ମଧ୍ୟ...

ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ...

ମଦ ପିଇଲେ ୫୧ ହଜାର ଟଙ୍କା ଜରିମାନା

ସମସ୍ତିପୁର : ବିହାରର ସମସ୍ତିପୁର ଜିଲାର ଏକ ଗାଁ ଭୋଦଘାଟ। ଏହି ଗାଁରେ ଯିଏ ମଦ ବିକ୍ରି କରିବ କିମ୍ବା ପିଇବ ସେ ୫୧ ହଜାର...

ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ

ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କ...

ଲମ୍ଫ ମାରି ପକ୍ଷୀକୁ ମାଡିବସିଲା ବିଲେଇ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ବିଲେଇ ଲମ୍ଫ ପ୍ରଦାନ କରି ଏକ ପକ୍ଷୀକୁ ଧରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ...

ନିଆରା ମଣିଷ, ଟ୍ରାଫିକ୍‌ରେ ଛିଡା ହୋଇ ଜନହିତକର ସନ୍ଦେଶ ବାଣ୍ଟୁଛନ୍ତି କ୍ରିଷ୍ଣା

ଆଜିର ଜଞ୍ଜାଳମୟ ଜୀବନ ଭିତରେ ମଣିଷ ଏବେ ସ୍ବାର୍ଥପର ହୋଇଯାଇଛି। ନିଜ କଥା ବ୍ୟତୀତ ଆଉ କାହା ବିଷୟରେ ଚିନ୍ତା କରିବାକୁ ତା’ପାଖରେ ସମୟ ନାହଁି।...

ଏମିତି ଏକ ସ୍ମୁଲ, ଯେଉଁଠି ପାଠପଢା ସହ କରାଯାଏ ବିବାହ

ଭାରତରେ ରହିଛି ଏମିତି ଏକ ନିଆରା ସ୍କୁଲ୍‌, ଯେଉଁଠି ପାଠ ପଢ଼ାଯିବା ସହ ଝିଅଙ୍କ ବିବାହ ମଧ୍ୟ କରାଯାଇଥାଏ। ଗୁଜରାଟର ଅହମ୍ମଦାବାଦରେ ସ୍ଥିତ ଏହି ସ୍କୁଲ୍‌ର...

Coronavirus Update


Archives

Model This Week

Why Dharitri