ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ
ବର୍ଲିନ୍, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଜର୍ମାନୀରେ ଏକ ଦାତବ୍ୟ ଅନୁଷ୍ଠାନ ମାଇନ୍ ଗ୍ରୁଣ୍ଡ୍ଆଇନ୍କମନ୍ (ମାଇଁ...
ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍ ଲାଇନ୍ରେ ଦୌଡ଼ିଲେ ଯୁବକ
ଲକ୍ଷ୍ନୌ , ୨୯।୮: ଟ୍ରେନ୍ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଦୂର ହୋଇପାରିଛି। କଟଘର ଥାନା ଅଞ୍ଚଳରେ...
ରାଜଧାନୀରେ ବିନା ଦରମାରେ ୩୨ ବର୍ଷ ହେବ କାମ କରିଆସୁଛନ୍ତି ବୃଦ୍ଧ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ, ୨୯।୮: ରାଜଧାନୀ ଦିଲ୍ଲୀର ସିଲମପୁର ଲାଲବତି ଛକରେ ଜଣେ ବୃଦ୍ଧ ଟ୍ରାଫିକ ପୋଲିସ ୟୁନିଫର୍ମ ପିଦ୍ଧି ଟ୍ରାଫିକ ସିଷ୍ଟମ ଚଲାଉଥିବା ଦେଖିବାକୁ ମିଳୁଛି। ଦୀର୍ଘ ୩୨ ବର୍ଷ ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ସକାଳ ୯ଟାରୁ ରାତି...
ବଉଳ ସାଙ୍ଗରେ ବାହାଘର: ୨ ଯୁବତୀଙ୍କ ନିଆରା ପ୍ରେମ ବିବାହ
ଅଯୋଧ୍ୟା, ୨୯।୮: କଥାରେ ଅଛି ପ୍ରେମ ବାଧାବନ୍ଧନ ମାନେ ନାହିଁ। ଏହାର ସଦ୍ୟତମ ଉଦାହରଣ ଅଯୋଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ୨ ଜଣ ଯୁବତୀଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଛି। କାନପୁରରେ ରହୁଥିବା ଜଣେ...
ଦରଦୀ ମଣିଷ ଧ୍ୟାନଚାନ୍ଦ
ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରିତ ହୋଇଥିଲେ ହେଁ ନିଜ...
ଉତ୍ଥାନ ପଥରେ ଭାରତୀୟ ହକି
ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍ ସହ ନିଜସ୍ବ ହକି ଇଣ୍ଡିଆ ଲିଗ୍ର ଆୟୋଜନ ଭଳି ସକାରାତ୍ମକ ପଦକ୍ଷେପ ଭାରତୀୟ...
୫ଷ୍ଟାର ହୋଟେଲରୁ କିଛି କମ୍ ନୁହେଁ: ଜିମ୍, ସ୍ପା ସହିତ ଏଭଳି ସୁବିଧା ରହିଛି ଏହି ଟ୍ରେନ୍ରେ
ବିଳାସପୂର୍ଣ୍ଣ ଟ୍ରେନ୍ର ନାଁ ଆସିଲେ ପ୍ରଥମେ ମନରେ ଦୁରନ୍ତୋ, ଶତାବ୍ଦି ଓ ରାଜଧାନୀ ଟ୍ରେନ୍ର ନାଁ ମନକୁ ଆସିଥାଏ। କିନ୍ତୁ ଏଭଳି ଏକ ଭାରତୀୟ ଟ୍ରେନ୍ର ନା ଶୁଣିଛନ୍ତି, ଯେଉଁଠାରେ ୫ଷ୍ଟାର ହୋଟେଲ ଭଳି ସମସ୍ତ ସୁବିଧା ମିଳିଥାଏ। ହେଲେ...
୯ ମାସ ଗର୍ଭବତୀ ରହି ପ୍ଲାଷ୍ଟିକ ଶିଶୁକୁ ଜନ୍ମ ଦେଉଛନ୍ତି ଏହି ମହିଳା ! ଜାଣିଲେ ହେବେ ଆଶ୍ଚର୍ଯ୍ୟ…
ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍। ଯେତେବେଳେ ସେ ନିଜ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥାନ୍ତି, ସେହି ସମୟରେ ସେମାନଙ୍କ ଖୁସି କହିଲେ ନ ସରେ। ହେଲେ ୨୫ ବର୍ଷୀୟା କ୍ୟାଥରିନ୍ ବାର୍ନେସ...
ମୁକେଶ ଅମ୍ବାନୀଙ୍କ ଶାଳୀ ସଚିନ୍ଙ୍କ ଠାରୁ ଶାହାରୁଖ୍ଙ୍କ ପିଲାଙ୍କୁ ପଢ଼ାଇ ସାରିଛନ୍ତି ପାଠ: ଜାଣନ୍ତୁ…
ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ କାମ ଏବଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ...
ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି
ଜର୍ମାନୀ ଫିନ୍ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେଣ୍ଡ୍ରୋ ଗତ ୧୩ ବର୍ଷ ମଧ୍ୟରେ ୧୭ ଥର ନିଜର ଶରୀରର...
ଘରକୁ ଘର ଯାଇ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ
କରୋନା ମହାମାରୀ ସମୟରେ ବିଶେଷକରି ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏହି ଦୁଃସ୍ଥିତି ସମୟରେ ଏମିତି କେତେକ ଶିକ୍ଷକ ଅଛନ୍ତି, ଯେଉଁମାନେ ପିଲାମାନଙ୍କୁ ଉଚିତ୍ ଶିକ୍ଷା ଦେବାରେ ଆଦୌ ଅବହେଳା କରୁନାହାନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମନ୍ଦଶୌରରେ...
ଗୋଟିଏ ଛେଳିକୁ ୨ ମାଲିକ ନିଜର ବୋଲି କହି କଲେ ଦାବି, ଶେଷରେ ଛେଳି ଦେଲା ଏମିତି ନ୍ୟାୟ
ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ ପୋଲିସ କରି ପାରିଲେନି ସେତେବେଳେ ନିରୀହ ପଶୁଟି ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ...
Archives


