ବାଦୁଡି ପାଇଁ ଚର୍ଚ୍ଚିତ ଏହି ଗ୍ରାମ
ବାଦୁଡିଠାରୁ ମହାମାରୀ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି। କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ତେବେ ଭାରତରେ ଏମିତି ଗ୍ରାମ ଅଛି…
ଗୋଲାପ ଫୁଲରେ ନୀଳ ରଙ୍ଗର ସାପ; ଦେଖନ୍ତୁ ଭିଡିଓ
କେବେ ନୀଳ ରଙ୍ଗର ସାପ ଦେଖିଛନ୍ତି। ତାହା ପୁଣି ଗୋଟିଏ ଗୋଲପ ଫୁଲ ଉପରେ ଗୁଡ଼ାଇ ହୋଇ ରହିଛି। ସୋସିଆଲ ମିଡିଆରେ ଏଭଳି ଏକ ଦୁର୍ଲଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…
କଙ୍କଡା ଟାଣୁଛି ସିଗାରେଟ୍: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ କଙ୍କଡା ସିଗାରେଟ ଟାଣୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ରାସ୍ତାରେ ଗୋଟିଏ କଙ୍କଡା ସିଗାରେଟ ଧରି ଧିରେ ଧିରେ ଚାଲୁଛି। ଏହାପରେ ସିଗାରେଟକୁ ପାଟିରେ ପୁରାଇ…
ଏପରି ବୁଦ୍ଧି ପ୍ରୟୋଗ କରି କଇଁଛକୁ ଉଦ୍ଧାର କଲେ ଯୁବକ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଥର ଫାନ୍ଦରେ ଫଶି ରହିଥିବା ଗୋଟିଏ କଇଁଛକୁ ଜଣେ ଯୁବକ ଉଦ୍ଧାର କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ସମୁଦ୍ର କୂଳରେ ଥିବା ପଥର ଫାନ୍ଦରେ ଗୋଟିଏ…
ମାସ୍କ ଆର୍ଟ
କରୋନା ମହାମାରୀ ପାଇଁ ମଣିଷ ଘରେ ବନ୍ଦି ହୋଇ ରହିବାକୁ ବାଧ୍ୟ ହେଉଛି। ତେଣୁ ମଳୁଥିବା ଖାଲି ସମୟରେ ଅନେକେ ନିଜ ଅନ୍ତର୍ନିହିତ କଳାର ବିକାଶ କରୁଛନ୍ତି। ଯେମିତିକି ଷ୍ଟିଫେନ୍ କ୍ରାଫ୍ଟ ନାମକ ଜଣେ ବ୍ୟକ୍ତି ଫେସ୍ ମାସ୍କକୁ ନେଇ କରିଛନ୍ତି…
ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ
ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା ପଛରେ କ’ଣ କାରଣ ରହିଛି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହା…
ପାର୍ଟନରଙ୍କୁ କେବେ ଧୋକା ଦିଅନ୍ତି ନାହିଁ ଏହି ୨ ରାଶିର ବ୍ୟକ୍ତି
ପ୍ରତ୍ୟେକ ବ୍ୟକ୍ତି ଗ୍ରହ ସ୍ଥିତି ଅନୁଯାୟୀ ଜୀବନରେ ଲାଭ ଏବଂ କ୍ଷତି ପାଆନ୍ତି। ଉତ୍ତମ ଗ୍ରହ ସ୍ଥିତି ଲାଭ ଦିଏ ଏବଂ ଖରାପ ସ୍ଥିତି ସମସ୍ୟା ଏବଂ ବାଧା ସୃଷ୍ଟି କରେ। ପ୍ରେମ ହେବ ନ ହେବା କାହା ହାତରେ ନାହିଁ।…
ବଲ୍ବ ପରି ଜଳେ ଏହି ଛତୁ
ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି ବ୍ୟଞ୍ଜନ ଥିଲେ ଖାଇବା ଜମିଯାଏ। ତେବେ ବିଭିନ୍ନ ପ୍ରକାରର ଛତୁ ମଧ୍ୟରେ କେବେ ଏଭଳି…
ସର୍ଜନାରେ ଆବାମିକା
ସମ୍ପର୍କମାନଙ୍କ ଭିତରେ ଦାମ୍ପତ୍ୟ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଉପହାର। ଅଦୃଷ୍ଟର ଇଙ୍ଗିତରେ ଅଲଗା ଅଲଗା ପରିବେଶରେ ଜନ୍ମନେଇ ପରସ୍ପର ପାଇଁ ଗଢ଼ି ହେବାର ପ୍ରକ୍ରିୟା ଚାଲିଥାଏ ନିଜ ନିଜ ବାଟରେ ବଡ଼ ଅଦ୍ଭୁତ ଢଙ୍ଗରେ। ଦାମ୍ପତ୍ୟରେ ପରିପୂରକତାର ଅନୁଭବ ଆଉ ଏକ ବୈଚିତ୍ର୍ୟ।…
ବିନା ପେଟ୍ରୋଲ, ଡିଜେଲରେ ଚାଲୁଛି ଏହି ବାଇକ୍, ଜାଣନ୍ତୁ ଆଉ କ’ଣ ରହିଛି ସୁବିଧା
ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍ ଯାନବାହନ ପ୍ରତି ବେଶ୍ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି। ଯାହା ବିନା ପେଟ୍ରୋଲ ଏବଂ ଡିଜେଲରେ…
ଗୋଲାପ ଫୁଲରେ ବସିଛି ନୀଳ ରଙ୍ଗର ବିରଳ ସାପ, ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏକ ନୀଳ ରଙ୍ଗର ବିରଳ ସାପର ଫଟୋ ବେଶ୍ ଭାଇରାଲ ହେଉଛି। ଏହାକୁ ଲୋକେ ବିଶ୍ୱର ସବୁଠୁ ସୁନ୍ଦର ସାପ ବୋଲି କହୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଏକ ଲାଲ୍ ଗୋଲାପ ଉପରେ ନୀଳ ରଙ୍ଗର ସାପଟି ବସିଛି।…
କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ
ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା ଏକ ଜ୍ଞାନକୌଶଳକୁ ଭାରତୀୟ ଡ୍ରଗ୍ ନିୟନ୍ତ୍ରକ(ଡିସିଜିଆଇ)ଙ୍କପକ୍ଷରୁ ଶନିବାର ମଞ୍ଜୁରୀ ମିଳିଛି। ଅନୁମତି ମିଳିବା ପରେ…

