ଫୁରସତ

ଚକୋଲେଟ୍‌ ମ୍ୟୁଜିୟମ

ଆପଣମାନେ ବିଭିନ୍ନ ମ୍ୟୁଜିୟମ ସମ୍ପର୍କରେ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ। ମାତ୍ର ଚକୋଲେଟ୍‌ ମ୍ୟୁଜିୟମ ସମ୍ପର୍କରେ କେବେ ଶୁଣିଛନ୍ତି? ତେବେ ଚକୋଲେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଚକୋଲେଟ୍‌ର ମଧ୍ୟ ଏକ ମ୍ୟୁଜିୟମ ଖୋଲାଯାଇଛି। ଏହି ଭିନ୍ନ ଧରଣର ମ୍ୟୁଜିୟମ ଚଳିତମାସ…

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଇସାରା ଦେଲେ ପହଞ୍ଚିଥାଏ ଖାଦ୍ୟ

ବିଶ୍ୱରେ କିଛି ଅଜବ ରେଷ୍ଟୁରାଣ୍ଟ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଉଁଠି ଜେଲ୍‌ ପରି ତିଆରି ହୋଇଛି ରେଷ୍ଟୁରାଣ୍ଟ ତ ଆଉ କେଉଁଠି ଗଛ ଉପରେ ତ କେଉଁଠି ପାଣି ଭିତରେ। ମାତ୍ର ଆଉ ଏକ ଅଜବ ରେଷ୍ଟୁରାଣ୍ଟ…

ଲଦାଖ ସ୍କାଉଟ୍ସର ନିର୍ଭୀକ ପରିବାର

ଲେହ: ଭାରତର ସୀମାରେ ଜଗି ରହିଥିବା ଯବାନଙ୍କ ଭଳି ଲଦାଖ ସ୍କାଉଟ୍ସ ବେଶ୍ ପରିଚିତ । ଏମାନେ ‘ମାଟିର ପୁତ୍ର’ ଭାବେ ବେଶ୍ ଜଣାଶୁଣା । ପରିବାରର ନିରନ୍ତର ସହଯୋଗ କ୍ରମେ ଏମାନେ ପୂର୍ବ ଲଦାଖରେ ଭାରତ-ଚାଇନା ସୀମାରେ ସବୁଠାରୁ ଆଗରେ…

ଚୋରି କରିବାକୁ ଆସି ଏସି ରୁମ୍‌ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ସହିତ ହସ ମଧ୍ୟ ଲାଗିବ। ଗୋଦାବରୀ ଜିଲାର ଗୋକବାରମ ଜିଲାର ୨୧ ବର୍ଷୀୟ ସୁରୀ…

ସାମାଜିକ ଦୂରତା ରକ୍ଷା କରି ଛାତ ଉପରେ ମେଲୋଡି ପାର୍ଟି, ବାଲକୋନିରେ ଠିଆ ହୋଇ ମଜା ନେଲେ ଲୋକେ

କରୋନା ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଏହି ଘାତକ ଭୂତାଣୁର ଆଜିପର୍ଯ୍ୟନ୍ତ ଭ୍ୟାକ୍ସିନ ବା ଟିକା ବାହାରିନାହିଁ। ଏହି ଭୂତାଣୁରୁ ମୁକ୍ତି ପାଇବା ପାଇଁ ଲୋକେ ନୂଆ ନୂଆ ତରିକା ଆପଣାଉଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ…

ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ

ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ ୪୫୦ ଜଣ ଭାରତୀୟମାନେ ବାଧ୍ୟ ହୋଇ ରାସ୍ତାରେ ଭିକ ମାଗିଥିଲେ। ଏହାର ଭିଡ଼ିଓ ସୋସିଆଲ୍‌…

ଏତେ ଶବ୍ଦ ଥାଇ ଫୋନ୍‌ ଉଠାଇବା କ୍ଷଣି ଲୋକେ ହ୍ୟାଲୋ କାହିଁକି କହିଥାନ୍ତି ଜାଣନ୍ତି

ଆମେ ସମସ୍ତେ ଦେଖୁଛେ ବା ଶୁଣୁଛେ ଲୋକେ ଫୋନ୍‌ ଉଠାଇବା ମାତ୍ରେ ହ୍ୟାଲୋ କହିଥାନ୍ତି। ହ୍ୟାଲୋ କହିବା ପରେ ହିଁ କଥାବାର୍ତ୍ତା ଆରମ୍ଭ ହୁଏ। ମନକୁ କେବେ ପ୍ରଶ୍ନ ଆସିଛି କି ଏତେ ସବୁ ଶବ୍ଦ ଥାଇ ଫୋନ୍‌ ଉଠାଇଲେ ଲୋକେ…

ପ୍ରତି ମିନିଟ୍‌ରେ ୨୩ ଲକ୍ଷ ଟଙ୍କା ରୋଜଗାର କରନ୍ତି ମୁକେଶ ଅମ୍ବାନୀ: ଅନେକ ଦେଶର ଜିଡିପିଠାରୁ ବି ଅଧିକା ତାଙ୍କର ସମ୍ପତ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ହୁ ହୁ ହୋଇ ବଢ଼ିଛି। କୁହାଯାଏ ଜଣେ ମଣିଷ ଯେତିକି ସମୟରେ ଗୋଟିଏ କପ୍‌ ଚା’ ଶେଷ କରିଥାଏ ସେତିକି…

ଏପରି କହି ଜୟାଙ୍କୁ ଟାର୍ଗେଟ କଲେ ମୁକେଶ

ମୁମ୍ବାଇ,୧୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର ଲୋକସଭାରେ ଏ ପ୍ରସଙ୍ଗ ଉଠାଇ ଅଭିନେତା ତଥା ଭାଜପା ଏମପି ରବି କିଶନ ବଲିଉଡକୁ ନର୍ଦ୍ଦମା…

ଚିତା ବାଘଙ୍କ କବଳରୁ ନିଜ ଛୁଆକୁ ବଞ୍ଚାଇଲା ଜିରାଫ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଜିରାଫ ନିଜ ଛୁଆକୁ ଚିତା ବାଘଙ୍କ କବଳରୁ ବଞ୍ଚାଇଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଜିରାଫ ତାର ଛୁଆ ସହ ଜଙ୍ଗଲରେ ବୁଲୁଛି। ସେହି…

ନିଜ ଉପରେ ଭରସା ଥିଲେ ସବୁକିଛି ସମ୍ଭବ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏମିତି ଭାବେ ମହିଳାଙ୍କୁ ଆଲିଙ୍ଗନ କରୁଛି ସିମ୍ପାଞ୍ଜି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?