ଫୋନ୍ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍ ହଜି ଯାଇଥିଲା। ଯଦିଓ ଫୋନ୍ଟି ମିଳିଥିଲା ତେବେ ଫୋନ୍ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ ସେଲ୍ଫି ଦେଖିବାକୁ ପାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।…
ଟ୍ରେନ୍ରେ ଯୁବତୀ ଦେଲେ ଫ୍ଲାଇଙ୍ଗ୍ କିସ୍, ଆଉ ତା’ ପରେ…
ସୋସିଆଲ ମିଡଆରେ ଜଣେ ଯୁବତୀ ଏକ ଛୋଟ ପିଲାକୁ ଫ୍ଲାଇଙ୍ଗ୍ କିସ୍ କରୁଥିବା ସୁନ୍ଦର ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ନ ହସି ରହିପାରିବେନି। ଭିଡିଓରେ ଜଣେ ଯୁବତୀ ଟ୍ରେନ୍ରେ ବସିଥିବା ନଜର ଆସିଛନ୍ତି। ତାଙ୍କ…
୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ
ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୁର୍ନିଆ ଜିଲାର ଜ୍ଞାନଡୋଭା ପଞ୍ଚାୟତର ସିମଲବାଡ଼ି ଅଞ୍ଚଳରେ କନକଈ…
ମାତ୍ର ୧୪ ବର୍ଷ ବୟସରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ଏବେ ଅଛନ୍ତି ଏହି ପଦବୀରେ
ଲୋକପ୍ରିୟ ଟିଭି ଶୋ’ କୌନ୍ ବନେଗା କରୋଡପତିରେ ଭାଗ ନେଇ କୋଟି କୋଟି ଟଙ୍କା ଜିତୁଥବା ପ୍ରତିଯୋଗୀ ପରବର୍ତ୍ତୀ ସମୟରେ ବେଶ୍ ଚର୍ଚ୍ଚାରେ ରୁହନ୍ତି। ସେମିତି ଜଣେ ପ୍ରତିଯୋଗୀ ହେଉଛନ୍ତି ଆଇପିଏସ ରବି ମୋହନ ସଇନି ୨୦୦୧ରେ କେବିସି ଜୁନିୟରର ଏକ…
୩ ସାଙ୍ଗ ଚାକିରି ଛାଡି କଲେ ଏମିତି କାମ, ସମସ୍ତଙ୍କ ପାଇଁ ସାଜିଲେ ଉଦାହରଣ
କରୋନା ସମୟରେ ଯୁବକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। କିଏ ଚାକିରି ପାଇବାକୁ ନେଇ ତ ଆଉ କିଏ ଚାକିରି ଚାଲିଯିବା ଭୟରେ ଅଛନ୍ତି। ଏସବୁ ଭିତରେ ୩ ସାଙ୍ଗ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ଜିଲାର…
ମାସ୍କ ବଦଳରେ ବେକରେ ସାପ ଗୁଡ଼ାଇ ବସ୍ରେ ଯାତ୍ରା କଲେ ବ୍ୟକ୍ତିି
ଲଣ୍ଡନ, ୧୫।୯: କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ସାନିଟାଇଜରରେ ହାତକୁ ସଫା କରିବା ସହିତ ମାସ୍କ ଓ ପିପିଇ କିଟ୍ ପରିଧାନ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସାପକୁ ନିଜର…
ମଦ ପିଇ ଆସିବା ଯୋଗୁ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ଏଭଳି ଅବସ୍ଥା କଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ
ମଦ ପିଇ ଘରକୁ ଆସିଥିବା ସ୍ବାମୀଙ୍କୁ ନିର୍ଧୁମ ଛେଚିଲେ ସ୍ତ୍ରୀ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ତାଙ୍କୁ ଜଣେ ମହିଳା ବାଡାଉଛନ୍ତି। ସେ…
ଏଭଳି ବୁଦ୍ଧି ପ୍ରୟୋଗ କରି ଗଛରୁ ଫଳ ତୋଳୁଛି ହାତୀ , ଆଉ ତା ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର
ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି । ତେବେ କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ…
ଶୁକ୍ର ଗ୍ରହରେ ଏଲିଅନ !
ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍ ଗ୍ୟାସ୍ର ଆସ୍ତରଣ ଥିବା ଜଣାପଡ଼ିଛି। ହୁଏତ ଏଠାକାର ବାୟୁମଣ୍ଡଳରେ ଏଲିଅନ ବାସ କରୁଥାଇ ପାରନ୍ତି ବୋଲି ମହାକାଶ ବିଜ୍ଞାନୀ ଆଶା…
ପାଟିରେ ସାପ ରଖି ମୃତ ଯୁବକଙ୍କୁ ଝାଡ଼ିଲେ ତାନ୍ତ୍ରିକ
ଲକ୍ଷ୍ନୌ, ୧୪।୯: ଉତ୍ତର ପ୍ରଦେଶ ଗୋଣ୍ଡା ଜିଲା କୋତଓ୍ବାଲି ଅଞ୍ଚଳରୁ ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ରାତିରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଭାଇ-ଭଉଣୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହାପରେ ପରିବାର ଲୋକ…
କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ
ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ହରାଇଥିବା ଭରତ ପାଦରେ…
Archives


