ଫୁରସତ

ଅଲରାଉଣ୍ଡର ଜ୍ୟୋତିପ୍ରଭା

ମ୍ୟୁଜିକ୍‌ କାନରେ ବାଜିବା ମାତ୍ରେ ନାଚି ଉଠୁଥିଲା କୁନି ଝିଅଟିର ପାଦ। ଧିରେ ଧିରେ ବୟସ ବଢିବା ସହ ନୃତ୍ୟ ପ୍ରତି ଥିବା ଆଗ୍ରହ ପରିଣତ ହେବାରେ ଲାଗିଲା ନିଶାରେ, ଆଉ ଯାହାକି ବର୍ତ୍ତମାନ ତାଙ୍କୁ ଦେଇଛି ଜଣେ ନୃତ୍ୟଶିଳ୍ପୀର ପରିଚୟ।…

ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି ତାଙ୍କର…

ଏମିତି ଭାଷା, ଯାହାକୁ ସମଗ୍ର ବିଶ୍ୱରେ କେବଳ ଏକା କହିପାରନ୍ତି ଏହି ବୃଦ୍ଧା

ସାରା ବିଶ୍ୱରେ ୬,୯୦୦ରୁ ଅଧିକ କଥିତ ଭାଷା ରହିଛି। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ହଜାର ବର୍ଷର ପୁରୁଣା। ଏଥିମଧ୍ୟରୁ କେତେକ ଭାଷା ଅସ୍ତିତ୍ୱ ହରାଇ ସାରିଲାଣି। ସେହିପରି ଏକ ଭାଷା ହେଉଛି ‘ୟଘାନ’ ଆର୍ଜେଣ୍ଟିନାର ଏକ ଦ୍ୱୀପରେ ଏହି…

ଜେଜେ ମା’ଙ୍କୁ ଦେଖା କରିବା ପାଇଁ ୨୮୦୦ କି.ମି ଚାଲିଲେ ବାଳକ

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ କିଛି ସମ୍ଭବ। ଯେତେ ବାଧାବିଘ୍ନ ଆସୁ ପଛେ ତାହା ସହଜ ହୋଇଥାଏ। ଶେଷରେ ସଫଳତା ମିଳିଥାଏ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ୧୦ ବର୍ଷିୟ…

‘ଡେଥ୍‌ ଭ୍ୟାଲି’: ତଥାପି ଏଠାରେ ଥର୍ମୋମିଟର ସହ ସେଲ୍‌ଫି ନେଉଛନ୍ତି ପର୍ଯ୍ୟଟକ

ସମଗ୍ର ବିଶ୍ୱରେ ଆଜିକାଲି ଉତ୍ତାପ ପର୍ଯ୍ୟଟନର ନୂଆ ଟ୍ରେଣ୍ଡ ଚାଲିଛି। ନ୍ୟୁଜିଲାଣ୍ଡ, ୟୁରୋପ, ଚାଇନା ଏବଂ ଆମେରିକାରେ ଏହାର ଆକର୍ଷଣ ଯଥେଷ୍ଟ ବୃଦ୍ଧି ପାଇଛି। ଏଥିପାଇଁ ଲୋକେ ଆମେରିକାର ନେଭାଡାର ‘ଡେଥ ଭ୍ୟାଲି’କୁ ଯାଇ ସେଠାରେ ଥର୍ମୋମିଟର ସହିତ ସେଲ୍‌ଫି ନେଉଛନ୍ତି।…

ବସ୍ତି ମଧ୍ୟରେ ରାତିରେ ବୁଲୁଛି କଳା ଚିତାବାଘ, ସିସିଟିଭିରେ କଏଦ

ଗ୍ବାଲିଅରର ଏକ ଧନୀ ବସ୍ତିରେ ରାତିରେ ଗୋଟିଏ କଳା ଚିତାବାଘ ଚଳପ୍ରଚଳ କରୁଥିବା ସିସିଟିଭିରେ କଏଦ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ବାଘ ଖୋଜିବା ଆରମ୍ଭ କରିଛନ୍ତି। ଭୂମିରେ ପଡ଼ିଥିବା…

କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ କରୁଛନ୍ତି । ଏବେ କିନ୍ତୁ ବିଭିନ୍ନ ରେସ୍ତୋଁରାରୁ ପ୍ୟାକିଂ ଫୁଡ ଘରକୁ ଆଣି ଖାଇପାରିବାର…

ଝିଅକୁ ଭୋକ ଲାଗିବାରୁ ପରିବାରକୁ ସହିବାକୁ ପଡ଼ିଲା ୨ କୋଟି ୫୬ ଲକ୍ଷର କ୍ଷତି

ମହାମାରୀ କରୋନା ଯୋଗୁ ଯେବେଠାରୁ ଳକ୍‌ଡାଉନ୍‌ ଜାରି ହୋଇଛି ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। ରବିବାର ପରି ସବୁଦିନ ଏବେ ଛୁଟିପରି ମନେ ହେଉଛି। ଛାତ୍ରୀଛାତ୍ରଙ୍କ କଥା କହିଲେ ସେମାନଙ୍କ ଟାଇମଟେବୁଲ ପୁରା ବଦଳିଯାଇଛି। ଦିନସାରା ସେମାନେ ଶୋଉଥିବା ବେଳେ…

ମୁମ୍ବାଇ ବସ୍ତିର ଝିଅ ମଲିଶା ରାତାରାତି ହେଲେ ପ୍ରସିଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ ବସ୍ତିରେ ରହୁଥିବା ଝିଅ ମଲିଶା ଖାରଓ୍ବା ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ତାଲିକା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର କାରଣ ହେଉଛନ୍ତି ହଲିଉଡ୍‌ ଅଭିନେତା ରବର୍ଟ ହୋଫମ୍ୟାନ୍‌। ପ୍ରକୃତ କଥା ହେଲା, ଗତ ଫେବୃୟାରୀରେ ରବର୍ଟ…

ଶୁଣ୍ଢ ହଲାଇଲେ ବି ପାରୁନି ହାତୀ, ବଞ୍ଚିବା ପାଇଁ ଦୌଡ଼ୁଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏମିତି ଗାଁ, ଯେଉଁଠି ମନ୍ଦିରରେ ବାପୁଙ୍କୁ କରାଯାଏ ପୂଜା

ଆଜି ହେଉଛି ଅକ୍ଟୋବର ୨। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ। ୧୮୬୯ ମସିହା ଆଜିର ଦିନରେ ପୋରବନ୍ଦରରେ ବାପୁଙ୍କ ଜନ୍ମ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ବାପୁଙ୍କ ବିଷୟରେ କିଛି କଥା… କର୍ନାଟକର ମାଙ୍ଗାଲୁରୁସ୍ଥିତ ଶ୍ରୀବ୍ରହ୍ମା ବୈଦରକଳା…

ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ନିକଟରେ ସୋନୁ କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ‘ଏଡିଜି ସ୍ପେଶାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?