Posted inଫୁରସତ

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି। ଧନୀକମାନେ ସବୁବେଳେ ନୂଆ ନୂଆ ଜିନିଷ ଆଉ ଦାମୀ ଜିନିଷ କିଣି ପିନ୍ଧିବାକୁ ବେଶି ପସନ୍ଦ କରିଥାନ୍ତି। ଖାଇବା ପିଇବାଠାରୁ ଆରମ୍ଭ କରି ରହିବା ପିନ୍ଧିବା ସବୁଥିରେ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। ଆଜି ଏମିତି ଏକ ଜିନ୍ସ ବିଷୟରେ କହିବୁ ଯାହା ସମ୍ପର୍କରେ ଜାଣି ହୋସ୍‌ ଉଡ଼ିଯିବ। ଏହା ଦୁନିଆର ସବୁଠାରୁ ମହଙ୍ଗା ବା ଦାମୀ ଜିନ୍ସ ବୋଲି କୁହାଯାଉଛି। ଏହାକୁ କେବଳ ଧନୀମାନେ ହିଁ ପିନ୍ଧିପାରିବେ। ଅନ୍ୟମାନେ ଏହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟଚକିତ ହେବେ।
ସାଧାରଣତଃ ସମସ୍ତେ ଜିନ୍ସ ପିନ୍ଧିବାକୁ ଭଲ ପାଆନ୍ତି। ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକ ୫ ହଜାର ଟଙ୍କାର ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏମିତି ଏକ ଜିନ୍ସ ଅଛି, ଯାହାର ଦାମ୍‌ରେ ମୁମ୍ବାଇରେ ଫ୍ଲାଟ୍‌ କିଣିହେବ। ଏହି ଜିନ୍ସରେ ହୀରା ଖଚିତ ହୋଇଛି। ଏହି କାରଣରୁ ଏହା ଭିନ୍ନ ଲୁକ୍‌ ମଧ୍ୟ ଆଣି ଦେଉଛି। ଏହି ଜିନ୍ସର ଦାମ୍‌ ପ୍ରାୟ ୮ ବିଲିୟନ ଡଲାର। ଏହାର ଦାମ୍‌ରେ ମୁମ୍ବାଇରେ ୧୦ଟି ଫ୍ଲାଟ୍‌ କିଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି...

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ...

ଯାଆଁଳା ଭଉଣୀଙ୍କ ସହ ଘଟିଲା ଏମିତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଦୁନିଆରେ କିଛି ଜିନିଷ ଅଚାନକ ଘଟିପାରେ। କିନ୍ତୁ ବେଳେବେଳେ କିଛି ଘଟଣା ଏମିତି ଘଟେ, ଯାହାକୁ ସହଜେ ବିଶ୍ୱାସ କରି ହୁଏ ନାହିଁ। ଆମେରିକାର ଅରେଞ୍ଜ୍‌...

ଚଳନ୍ତା କାର୍‌ର ଟାୟାର ପରିବର୍ତ୍ତନ କରି ଗିନିଜ୍‌ ରେକର୍ଡ କଲେ ଦୁଇ ବ୍ୟକ୍ତି

କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ...

ଅନନ୍ୟ ଶୈଳନିବାସ ସକଲେଶପୁର

କର୍ନାଟକସ୍ଥିତ ଏକ ଛୋଟ ତଥା ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ସମୁଦ୍ରପତ୍ତନଠାରୁ ପ୍ରାୟ ୯୫୬ ମିଟର ଉଚ୍ଚତାରେ ଥିବା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ଆଗନ୍ତୁକ ଅନେକ...

ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଘର ସାମ୍ନାରେ ଅମିତାଭଙ୍କ ମୂର୍ତ୍ତି

ଆମେରିକାର ନ୍ୟୁଜର୍ସିରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଗୋପୀ ସେଠ୍‌ ନିଜ ଘର ସାମ୍ନାରେ ବଲିଉଡ୍‌ ଖ୍ୟାତନାମା ଅଭିନେତା ଅମିତାଭ ବଚ୍ଚନଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି। ମୂର୍ତ୍ତିର...

ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ...

Advertisement
Archives

Model This Week