ଫୁରସତ

ଘରୁ ବାହାରିବା ପୂର୍ବରୁ ଏହି କାମ କରିବାକୁ କେବେ ଭୁଲି ନ ଥାନ୍ତି ମୁକେଶ ଅମ୍ବାନୀ: ଜାଣନ୍ତୁ ତାହା କ’ଣ…

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ କେବଳ ଦେଶର ନୁହନ୍ତି, ସମଗ୍ର ଏସିୟା ମହାଦେଶର ସୁବୁଠାରୁ ଧନୀ ଦମ୍ପତି। ନିଜର ବିଜ୍‌ନେସ ସେନ୍ସ ସାଙ୍ଗକୁ ଜୀବନଶୈଳୀକୁ ନେଇ ମୁକେଶ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁନିଆର ସବୁଠାରୁ ଦାମୀ ଘର ମଧ୍ୟରୁ ଅନ୍ୟତମ…

କେବଳ ଏହି ଉପାୟରେ ବୃଦ୍ଧ ବି ହୋଇପାରିବେ ଯୁବକ

ବୃଦ୍ଧ ବି ଯୁବକ ହୋଇପାରିବେ। ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଶୁଦ୍ଧ ଅମ୍ଳଜାନ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଲୋକଙ୍କୁ ଏକ ଚାପ ଭର୍ତ୍ତି ଅମ୍ଳଜାନ ଚାମ୍ବରରେ ରଖାଯାଇଥିଲା। ଏହା ଦ୍ୱାରା…

ମାତାପିତାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ ଏହି ଯୁବତୀ, ଜାଣନ୍ତୁ କାରଣ

ଲଣ୍ଡନ,୨୦ା୧୧: ବ୍ରିଟେନର ଜଣେ ଯୁବତୀ ତାଙ୍କ ମାତାପିତାଙ୍କ ସଞ୍ଚିତ ଅର୍ଥରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଲୁଚି ପଳାଇଥିଲେ। ଯାହାକି ପରେ ଏହି ଯୁବତୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ମିଳିଥିଲା। ବର୍ତ୍ତମାନ ତାଙ୍କ ମାତାପିତା ଝିଅଙ୍କୁ କ୍ଷମା…

ଏହି ସହରରେ ୨୦୨୧ରେ ହେବ ଆଗାମୀ ସକାଳ: ୨ ମାସ ପର୍ଯ୍ୟନ୍ତ ଲଗାତାର ଜଳିବ ଷ୍ଟ୍ରିଟ୍‌ ଲାଇଟ୍‌

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଅଜବ କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ଯେମିତିକି ଡେଡ୍‌ ସି ଅର୍ଥାତ୍‌ ମୃତ ସମୂଦ୍ର। ଏଠାରେ କୌଣସି ଜିନିଷ ବୁଡି ନ ଥାଏ। ଏମିତି ଏକ ସ୍ଥାନ ରହିଛି ଆମେରିକାରେ। ଯାହାର ନାମ…

ରତନ ଟାଟା କୁକୁରର ନାଁ ରଖିଛନ୍ତି ‘ଗୋଆ’, ଜାଣନ୍ତୁ ଏହା ପଛରେ ଥିବା ମଜାଳିଆ କାହାଣୀ

ଜଣାଶୁଣା ଶିଳ୍ପପତି ରତନ ଟାଟା ପଶୁମାନଙ୍କୁ ଖୁବ୍‌ ଭଲ ପାଆନ୍ତି। ବିଶେଷ କରି ସେ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଟାଟା ଗ୍ରୁପ୍‌ର ବିଶ୍ୱସ୍ତରୀୟ ମୁଖ୍ୟାଳୟର କିଛି ଅଂଶ ଅର୍ଥାତ୍‌ ବମ୍ବେ ହାଉସ କେବଳ ରାସ୍ତାର କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି…

ଗର୍ଭବତୀଙ୍କୁ ଜଣା ପଡ଼ିବନି ପ୍ରସବ ଯନ୍ତ୍ରଣା, ଡାକ୍ତର ଆପଣାଇଲେ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍‌ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ…

ଏଠାରେ ମଣିଷ ପଞ୍ଜୁରିରେ ରହିବା ପାଇଁ ଦେବାକୁ ପଡ଼େ ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ… ହଂକଂରେ ଏପରି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଲୁହାରେ ତିଆରି ହୋଇଥିବା…

ଏହି କୌଶଳ ଆପଣାଇ ପଢ଼ିପାରିବେ ହ୍ବାଟ୍ସଆପ୍‌ରୁ ଡିଲିଟ୍‌ ମେସେଜ, ପଠାଇଥିବା ଲୋକେ ବି ପାରିବେନି ଜାଣି

ଆଜିର ସମୟରେ ଲୋକମାନେ ସବୁଠୁ ଅଧିକ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ମେସେଜ୍‌, ଅଡିଓ, ଭିଡିଓ, ଫାଇଲ୍‌ସ ମଧ୍ୟ ପଠାଉଛନ୍ତି। ବେଳେବେଳେ ଲୋକମାନେ ଅନ୍ୟମନସ୍କ ହେତୁ ଭୁଲ ମେସେଜ୍‌ ପଠାଇ ଦିଅନ୍ତି। ଆଉ ଏହି ମେସେଜ୍‌ ଡିଲିଟ୍‌ କରିବା ପାଇଁ…

ଭୁଲ ଇଞ୍ଜେକସନ୍‌ ନେଇ ଜନ୍ମ ଦେଇଥିଲେ ଝିଅ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା

ଆମେରିକାର ସିଏଟଲରେ ଏକ ରୋଚକ ଘଟଣା ଘଟିଛି। ଏଠାକାର କୋର୍ଟ ଏକ ଦମ୍ପତିଙ୍କୁ ୭୪ କୋଟି ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମହିଳା ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍‌ ନେବାକୁ ଏକ କମ୍ପ୍ୟୁନିଟି କ୍ଲିନିକ୍‌ ଯାଇଥିଲେ। ସେଠାରେ ନର୍ସ…

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର ଏହି ଅଦ୍ଭୁତ କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାତ୍ର ଏହା ଗ୍ରାହକଙ୍କ ସୁରକ୍ଷା…

୨୨ ବର୍ଷୀୟ ଅଦନାନଙ୍କ ଅଛନ୍ତି ୩ ସ୍ତ୍ରୀ: ଚତୁର୍ଥ ବିବାହ ପାଇଁ ଚାଲିଛି କନିଆ ଖୋଜା, ସହଯୋଗ କରୁଛନ୍ତି ପତ୍ନୀ

ଆଜିକାଲିର ଯୁବପିଢ଼ୀ ଶିଘ୍ର ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ପାକିସ୍ତାନର ଅଦନାନ ୨୨ ବର୍ଷର ହୋଇଥିବା ବେଳେ ତିନିଟି ବିବାହ କରିଛନ୍ତି। ଏବେ ସେ…

ଏମିତି ଉପାୟରେ ନଦୀ ପାର ହେଉଛି ସିମ୍ପାଞ୍ଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?