ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ ରଖୁଥିଲେ। ଏହା ଭାଙ୍ଗିଯାଇଥିବା ନିଲାମ ହାଉସ୍‌ ଇଷ୍ଟ ବ୍ରେଷ୍ଟଲ ପକ୍ଷରୁ କୁହାଯାଇଛି। ଏହାକୁ ଆମେରିକାର ଜଣେ ବ୍ୟକ୍ତି କିଣି ଥିବା ଇଷ୍ଟ ବ୍ରେଷ୍ଟଲ ହାଉସ୍‌ର ସଦସ୍ୟ ଆଣ୍ଡ୍ର୍ୟୁ ଷ୍ଟୋଓ୍ବ କହିଛନ୍ତି। ତାଙ୍କ ବୁଢ଼ା ବାପାଙ୍କୁ ୧୯୪୪ରେ ରୁପାରେ ପଲିସ ହୋଇଥିବା ଏହି ଘଣ୍ଟାକୁ ମହାତ୍ମା ଉପହାରରେ ଦେଇଥିଲେ। ଘଣ୍ଟାର ନିଲାମ ୧୦ ହଜାର ପାଉଣ୍ଡରେ ହେବ ବୋଲି ଆଶା କରାଯାଉଥିଲା। ତେବେ ଆଶାଠାରୁ ଅଧିକରେ ଏହା ନିଲାମ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ମହାତ୍ମାଙ୍କ ଚଷମା ନିଲାମ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେକ୍ସିକୋ ବାରରେ ଫାୟରିଂ, ୧୦ ମୃତ

ମେକ୍ସିକୋ ସିଟି,୨୩ ।୯: ମେକ୍ସିକୋର ଏକ ବାରରେ ଜଣେ ଅଜ୍ଞାତ ବନ୍ଧୁକ ଧାରୀ ଆଖିବୁଜା ଗୁଳିଚାଳନା କରିବାରୁ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ପାକିସ୍ତାନରେ ଜରୁରି ଅବତରଣ କଲା ଭାରତୀୟ ଏୟାର ଆମ୍ବୁଲାନ୍ସ୍‌

ଇସଲାମାବାଦ୍‌,୧୫।୨: ଭାରତୀୟ ଏୟାର ଆମ୍ବୁଲାନ୍ସ୍‌ ପାକିସ୍ତାନରେ ଜରୁରି ଅବତରଣ କରିଛି। ମଝି ଆକାଶରେ ଇନ୍ଧନ ସରିଯିବାରୁ ଭାରତୀୟ ଏୟାର ଆମ୍ବୁଲାନ୍ସ୍‌ ପକ୍ଷରୁ ପାକିସ୍ତାନ ବେସାମରିକ ବିମାନ...

ପରଲୋକରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ

ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ। ଆକ୍ରମଣ...

ଅନ୍ତର୍ଜାତୀୟ ଆଇନ ଯେଉଁଠି ଅନୁମତି ଦେବ ସେଠି ଉଡ଼ାଣ କରିବୁ: ରୁଷିଆକୁ ଆମେରିକାର ଜବାବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସାମରିକ ଅନୁସନ୍ଧାନ ଡ୍ରୋନର ରୁଷିଆର ଯୁଦ୍ଧ ବିମାନ ସହିତ ଧକ୍କା ହେବା ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।...

କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ଖୋଲିବ କର୍ତ୍ତାରପୁର କରିଡର

ଇସ୍‌ଲାମାବାଦ୍‌,୨୭।୬: କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱରେ ଧାର୍ମିକ ସ୍ଥଳ ବନ୍ଦ ରଖାଯାଇଛି। ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ କର୍ତ୍ତାରପୁର ସାହିବ...

ଅକ୍ସିଜେନ ସିଲିଣ୍ଡର ଅଭାବ: ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଏହି ନିବେଦନ କଲା ନେପାଳ

କାଠମାଣ୍ଡୁ,୧୦।୫: ନେପାଳରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଏତେ ଅଭାବ ରହିଛି ଯେ, ଏଭ୍‌ରେଷ୍ଟ ପର୍ବତାରୋହୀଙ୍କୁ ଅକ୍ସିଜେନ ବୋତଲ ଫେରାଇ ଆଣିବାକୁ ନିବେଦନ କରାଯାଇଛି। କରୋନା ମହାମାରୀର...

ଉତ୍ତର କୋରିଆକୁ କଡ଼ା ଜବାବ ଦେଲା ଦକ୍ଷିଣ କୋରିଆ

ସିଓଲ,୨୬ା୧୨: ଦକ୍ଷିଣ କୋରିଆ ପୁଣି ଥରେ ଉତ୍ତର କୋରିଆ ଉପରେ ଡ୍ରୋନ୍‌ ଆକ୍ରମଣର ଅଭିଯୋଗ ଆଣିଛି। ଉତ୍ତର କୋରିଆ ଡ୍ରୋନ୍‌ ଦକ୍ଷିଣ କୋରିଆର ଆକାଶ ସୀମାକୁ...

ଇସ୍ରାଏଲର ନୂଆ ଯୁଦ୍ଧ ଜାହାଜ ଦେଖି ଇରାନ ଛାନିଆ

ଜେରୁଜେଲମ,୩ା୧୨: ଇସ୍ରାଏଲକୁ ଏହାର ଆଧୁନିକ ଯୁଦ୍ଧ ଜାହାଜ ମିଳିଛି। ଏହା ଆସିବା ପରେ ଇରାନ ସବୁଠୁ ଭୟଭୀତ ଏବଂ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ଇସ୍ରାଏଲ ଏହି ଯୁଦ୍ଧ...

Advertisement
Archives

Model This Week