Posted inଫୁରସତ

ଆଁ କରି ଲକ୍ଷ ଲକ୍ଷ ରୋଜଗାର

ସବୁ ମଣିଷ ଭିତରେ କିଛି ନା କିଛି ଗୁଣ ଭରି ରହିଥାଏ। ତନ୍ମଧ୍ୟରେ କିଛି ଗୁଣ ସମସ୍ତଙ୍କୁ ଚକିତ କରାଇଦିଏ। ଯେମିତି କି ନିକଟରେ କନେକ୍ଟିକଟ୍‌ରେ ରହୁଥିବା ୩୦ ବର୍ଷୀୟା ସମନ୍ଥା ରାମ୍ସଡେଲ୍‌ଙ୍କର ଏକ ଗୁଣ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଚର୍ଚ୍ଚାର କାରଣ ସାଜିଛି ତାଙ୍କ ପାଟି। ତାଙ୍କ ପାଟିକୁ ମିଳିଛି ପୃଥବୀର ସବୁଠାରୁ ବଡ଼ ପାଟିର ମାନ୍ୟତା। ସେ ତାଙ୍କ ପାଟିକୁ ବହୁତ ବଡ଼ ଆକାରରେ ଖୋଲି ଆଁ କରିପାରନ୍ତି। ସମନ୍ଥାଙ୍କର ଟିକ୍‌ଟକ୍‌ରେ ଆକାଉଣ୍ଟ ଅଛି। ପ୍ରଥମେ ସେଥିରେ ସେ ନିଜର ଗୀତ ଓ ଅଭିନୟର ଭିଡିଓ ଅପ୍‌ଲୋଡ କରୁଥିଲେ। କିନ୍ତୁ ତାକୁ ସେତେଟା ଭଲ ରେସପନ୍ସ ମିଳୁ ନ ଥିଲା। କିନ୍ତୁ ଦିନେ ସେ ନିଜ ବଡ଼ ପାଟିର ଭିଡିଓ ଅପ୍‌ଲୋଡ କଲେ ଆଉ ଲୋକେ ତାକୁ ବେଶ୍‌ ଉତ୍ସୁକତାର ସହ ଦେଖିଲେ। ଏହାପରଠାରୁ ସେ ପାଟି ମେଲି ବିଭିନ୍ନ ଭିଡିଓ କଲେ। ଆଉ ଲୋକେ ପସନ୍ଦ ବି କଲେ। ଲକ୍‌ ଡାଉନ୍‌ରେ ତ ସେ ୭ ଲକ୍ଷ ୪୦ ହଜାର ଫଲୋୟର୍ସ ପାଇଛନ୍ତି। ସମନ୍ଥା ପେସାରେ ଜଣେ ମେଡିକାଲ ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ । କିନ୍ତୁ ଏବେ ବଡ ମୁହଁ ଖୋଲି ୧୦ ସେକେଣ୍ଡର ଟିକ୍‌ଟକ୍‌ ଭିଡିଓ କରି ସେ ୧୧ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri