ଏହି ପରିବାରର ସମସ୍ତ ସଦସ୍ୟ ଡେଙ୍ଗା, ଉଚ୍ଚତା ଜାଣିଲେ…
ପୁଣେ,୨୮ା୧୧: ଏମିତି ଏକ ପରିବାର, ଯାହାର ପ୍ରତ୍ୟେକ ସଦସ୍ୟ ଡେଙ୍ଗା। ସେମାନେ ଯେଉଁଆଡ଼େ ଯାଆନ୍ତି ଯେତେ ଜନଗହଳି ହୋଇଥାଉନା କାହିଁକି ସମସ୍ତଙ୍କ ଭିତରେ ବାରି ହୋଇପଡ଼ନ୍ତି। ଏହି ପରିବାରର ମୁଖିଆ ହେଉଛନ୍ତି ଶରଦ କୁଲକର୍ଣ୍ଣି। ବୟସ ୫୨ ହୋଇଥିବା ବେଳେ ତାଙ୍କ…
୪ ଥର ଜରିମାନା ଦେବା ପରର ଅବସ୍ଥା! ଭୟରେ ଖାଇବା ସମୟରେ ବି ମୁହଁରୁ ମାସ୍କ କାଢ଼ିଲେ ନାହିଁ ଏହି ବ୍ୟକ୍ତି
ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ୱେ କିଛି ଲୋକ ସାର୍ବଜନିକ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳୁଛି। ଅମାନିଆମାନଙ୍କୁ ତାଗିଦ କରିବାକୁ ଯାଇ ସରକାର ଜରିମାନା ଆଦାୟ କରିବାକୁ…
ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି। ୨୦୧୪ରେ ସେ ସ୍ତ୍ରୀ ଲାୟୁଦିମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ସେ ତାଙ୍କ କଥିତ…
ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ବିବାହ କରିବେ କି ନା
କୁହାଯାଏ, ବିବାହ ଉପରବାଲା ସ୍ଥିର କରିଥାନ୍ତି। ବିବାହ ହେଉଛି ଜୀବନର ଏକ ବଡ଼ ନିଷ୍ପତ୍ତି। ତେବେ ଏହା କେତେ ସଫଳ ଆଉ ବିଫଳ ହେବ ତାହା ଆପଣଙ୍କ ଜନ୍ମ ରାଶି, ମାସ, ବାର ଏବଂ ତାରିଖରୁ ଜଣାପଡ଼ିଥାଏ। ଜାଣନ୍ତୁ ଏ ସମ୍ପର୍କରେ……
ଗୋଟିଏ ସ୍ବପ୍ନ ବଦଳିଦେଲା ଜୀବନ: ମା’ଙ୍କୁ ସାଙ୍ଗରେ ଧରି ଦେଶ ବୁଲିଲେ ପୁଅ
ପିଲାମାନେ ବଡ଼ ହେଲେ ମା’ବାପାଙ୍କ ଯତ୍ନ ନେବା ସହ ଭଲ ପାଇବା ଓ ଦାୟିତ୍ୱ ତୁଲାଇବେ ବୋଲି ସମସ୍ତେ ଆଶା କରିଥାନ୍ତି। ହେଲେ ଆଜିକାଲି ପିଲାମାନେ ନିଜ ଗୋଡ଼ରେ ଠିଆ ହେବା ପରେ ମା’ବାପାଙ୍କୁ ପଚାରିବା ତ ଦୂରରେ କଥା ସେମାନଙ୍କ…
ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ
ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍ ପଦାର୍ଥ ଅକାମୀ ହେବା ପରେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆ ମହାକାଶ ଗବେଷଣା କ୍ଷେତ୍ରରେ…
ସବୁଠୁ ଦାମୀ ବ୍ୟାଗ୍, ଏହା ବଦଳରେ କିଣି ହେବ ବିଳାସପୂର୍ଣ୍ଣ ଘର ସହ ୧୦ କାର୍
ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍ ବିଶ୍ୱର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ କରିଛି। କମ୍ପାନୀ ଏହି ବ୍ୟାଗ୍ କିଛିଦିନ ତଳେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହଜାରେ କି ଲକ୍ଷେ ନୁହଁ, ୫୩ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…
ପାହାଡ଼ରେ ଭରି ରହିଛି ହୀରା: ଖୋଲିବା ଆରମ୍ଭ କଲେ ଲୋକେ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର
କୋହିମା,୨୮।୧୧: ନାଗାଲାଣ୍ଡରେ ଏବେ ହୀରା ଲୋଭରେ ଲୋକେ ଏକ ପାହାଡ଼କୁ ଖୋଳିବା ଆରମ୍ଭ କରିଛନ୍ତି। ମୋନ୍ ଜିଲାର ଓ୍ବାନଚିଙ୍ଗ୍ ଗାଁରେ ଥିବା ପାହାଡ଼ରେ ହୀରା ମିଳୁଥିବାଖବର ପ୍ରଚାର ହୋଇଥିଲା। ପ୍ରଥମେ କେତେକ ଗାଁ ଲୋକେ ପାହାଡ଼ ଖୋଲିବା ଆରମ୍ଭ କରିଥିଲେ। ଏବେ…
ମୃତବ୍ୟକ୍ତିଙ୍କୁ ବିବାହ
ନୂଆଦିଲ୍ଲୀ: ମୃତ ବ୍ୟକ୍ତିଙ୍କୁ ପୁଣି ବିବାହ କେମିତି କରିହେବ ଏକଥାକୁ ଭାବିବା ବି କଷ୍ଟକର। କିନ୍ତୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଫ୍ରାନ୍ସରେ। ଏଠାରେ ଏଭଳି ବିବାହ ନିମନ୍ତେ ସରକାର ଆଇନ ବି କରିଛନ୍ତି। ସମଗ୍ର ୟୁରୋପରେ ଫ୍ରାନ୍ସର ସୌନ୍ଦର୍ଯ୍ୟ…
ଆମେରିକା ହ୍ବାଇଟ୍ ହାଉସ୍ କିଚେନ୍: ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ
ଓ୍ବାଶିଂଟନ୍: ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହରାଇ ବାଜି ମାରିଛନ୍ତି ଡେମୋକ୍ରାଟିକ୍ ପାର୍ଟିର ନେତା ଜୋ ବାଇଡେନ୍। ନବନିଯୁକ୍ତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହ୍ବାଇଟ୍ ହାଉସ୍ । ସୁରକ୍ଷା ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଆମେରିକାର ରାଷ୍ଟ୍ରପତି ଭବନକୁ…
ମାସ୍କରେ ରହିବ ପଲିପ୍ରୋପାଇଲିନ୍ ଫିଲ୍ଟର
ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍ ମାସ୍କରେ ପଲିପ୍ରୋପାଇଲିନ୍ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ ସଂସ୍ଥା ସୁପାରିସ କରିଛି। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫେସ୍ ମାସ୍କରେ ଅତିରିକ୍ତ ସ୍ତର…
ସାପ ସହ ଲଢି ନିଜ ଛୁଆକୁ ରକ୍ଷା କଲା ମା’ ମୂଷା: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ମା’ ମୂଷା ସାପ ସହ ଲଢି କିପରି ନିଜ ଛୁଆର ଜୀବନ ବଞ୍ଚାଇଛି ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ସାପ ମୂଷା ଛୁଆକୁ…
Archives


