Posted inଫୁରସତ

ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ବିବାହ କରିବେ କି ନା

କୁହାଯାଏ, ବିବାହ ଉପରବାଲା ସ୍ଥିର କରିଥାନ୍ତି। ବିବାହ ହେଉଛି ଜୀବନର ଏକ ବଡ଼ ନିଷ୍ପତ୍ତି। ତେବେ ଏହା କେତେ ସଫଳ ଆଉ ବିଫଳ ହେବ ତାହା ଆପଣଙ୍କ ଜନ୍ମ ରାଶି, ମାସ, ବାର ଏବଂ ତାରିଖରୁ ଜଣାପଡ଼ିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଗଣନାକାରୀଙ୍କ ଅନୁଯାୟୀ, ଯେଉଁମାନଙ୍କର ଜନ୍ମ ଯେ କୌଣସି ମାସର ୮,୧୭ ଓ ୨୬ ତାରିଖରେ ହୋଇଥାଏ ସେମାନେ ପ୍ରେମ ବିବାହ ହିଁ କରିଥା’ନ୍ତି। ତାଙ୍କ ନିଷ୍ପତ୍ତିକୁ ସମସ୍ତେ ସମ୍ମତି ଜଣାଇଥାନ୍ତି। ଏପରି ଯୋଡ଼ିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ଯେଉଁମାନଙ୍କର ଜନ୍ମ ୩,୧୨,୨୧ ଏବଂ ୩୦ ତାରିଖରେ ହୋଇଥାଏ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରେମ ବିବାହ କରିଥା’ନ୍ତି।

ଯେଉଁମାନଙ୍କର ଜନ୍ମ ୫, ୧୪ ଏବଂ ୨୩ରେ ହୋଇଥାଏ ସେମାନେ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାଆନ୍ତି।

ଯେଉଁମାନଙ୍କର ଜନ୍ମ ୬, ୧୫ ଓ ୨୪ ତାରିଖରେ ହୋଇଥାଏ ସେମାନେ ପ୍ରେମ ବିବାହରେ ସଫଳତା ପାଇଥା’ନ୍ତି।

ଯେଉଁମାନଙ୍କର ଜନ୍ମ ୭,୧୭ ଓ ୨୫ ତାରିଖରେ ହୋଇଥାଏ ସେମାନଙ୍କର ପ୍ରସ୍ତାବିତ ବିବାହ ହୋଇଥାଏ।

ଯେଉଁମାନଙ୍କର ଜନ୍ମ ୧,୧୦,୧୯,୨୮ ରେ ହୋଇଥାଏ, ସେମାନେ ଘରେ ମୁହଁ ଖୋଲି କହି ପାରନ୍ତି ନାହିଁ, ତେଣୁ ଏମାନଙ୍କର ପ୍ରେମ ବିବାହ ଆଶଙ୍କା ଖୁବ୍‌ କମ୍‌ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଣ୍ଡିତ କିଏ? କୁହ ଜ୍ଞାନୀ କିଏ?

ଆମେ ଦେଖୁ ଯେ ସଂସାରରେ ଯିଏ ଭଲ ଦି’ପଦ କହିପାରିଲା, କଥା କଥାକେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ ପ୍ରସଙ୍ଗ ସହିତ ଜଡ଼ିତ ଥାଉ କି...

ମାଲିକଠାରୁ ଅଧିକ ଚାଲାକ ମଇଁଷି, ଦେଖନ୍ତୁୁ କ’ଣ କଲା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି...

୨ ଦିନ ପୂର୍ବରୁ ଅର୍ଡର କଲେ ମିଳିବ ସାଣ୍ଡଓ୍ବିଚ୍‌

ନୂଆଦିଲ୍ଲୀ: ଅନେକେ ସାଣ୍ଡଓ୍ବିଚ୍‌(ପାଉଁରୁଟି) ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ କିଣି ଖାଇପାରନ୍ତି। ଦାମୀ ରେଷ୍ଟୁରାଣ୍ଟ ଏବଂ ବିଦେଶରେ...

ନିୟମ ଉଲ୍ଲଂଘନ କରିଥିଲେ ମହିଳା, ‘ଚୁମ୍ବନ’ ଦେବା ପରେ ଛାଡ଼ିଲା ପୋଲିସ; ଭିଡିଓ ଭାଇରାଲ ପରେ…

ଲିମା: କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱରେ ଅନେକ କଟକଣା ଲଗାଯାଇଛି। ସେଥିରୁ ଗୋଟିଏ ହେଲା ଘରୁ ବାହାରକୁ ଗଲେ ମାସ୍କର ବ୍ୟବହାର। ହେଲେ...

ଗହଳିରୁ ରକ୍ଷାକରିବ ଏୟାର ଟାକ୍ସି

ବେଙ୍ଗାଲୁରୁ: ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ଅଧିକାଂଶଙ୍କ ପାଇଁ କାଠିକର ପାଠ। ଅନେକେ ଭାବନ୍ତି ଯଦି ଭିଡ଼ରୁ ଉଡ଼ିକରି ଯିବାର...

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ...

ଏଲିୟନଙ୍କୁ ନେଇ ବଡ ଖୁଲାସା: ଅସ୍ଥିତ୍ୱ ସତ୍ୟ, ଏଥିପାଇଁ ସେମାନେ ରହସ୍ୟ

ନୂଆଦିଲ୍ଲୀ,୮।୧୨: ମହାକାଶର ଅନେକ ଫର୍ଦ୍ଦ ଆଜିବି ରହସ୍ୟାବୃତ। ତନ୍ମଧ୍ୟରୁ ଏଲିୟନମାନଙ୍କ ଅବସ୍ଥିତି ଗୋଟିଏ। ତେବେ ସେମାନଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଇସ୍ରାଏଲର ପୂର୍ବତନ ଜେନେରାଲ...

ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ

ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ...

Advertisement
Archives

Model This Week