Posted inଫୁରସତ

ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ବିବାହ କରିବେ କି ନା

କୁହାଯାଏ, ବିବାହ ଉପରବାଲା ସ୍ଥିର କରିଥାନ୍ତି। ବିବାହ ହେଉଛି ଜୀବନର ଏକ ବଡ଼ ନିଷ୍ପତ୍ତି। ତେବେ ଏହା କେତେ ସଫଳ ଆଉ ବିଫଳ ହେବ ତାହା ଆପଣଙ୍କ ଜନ୍ମ ରାଶି, ମାସ, ବାର ଏବଂ ତାରିଖରୁ ଜଣାପଡ଼ିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଗଣନାକାରୀଙ୍କ ଅନୁଯାୟୀ, ଯେଉଁମାନଙ୍କର ଜନ୍ମ ଯେ କୌଣସି ମାସର ୮,୧୭ ଓ ୨୬ ତାରିଖରେ ହୋଇଥାଏ ସେମାନେ ପ୍ରେମ ବିବାହ ହିଁ କରିଥା’ନ୍ତି। ତାଙ୍କ ନିଷ୍ପତ୍ତିକୁ ସମସ୍ତେ ସମ୍ମତି ଜଣାଇଥାନ୍ତି। ଏପରି ଯୋଡ଼ିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ଯେଉଁମାନଙ୍କର ଜନ୍ମ ୩,୧୨,୨୧ ଏବଂ ୩୦ ତାରିଖରେ ହୋଇଥାଏ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରେମ ବିବାହ କରିଥା’ନ୍ତି।

ଯେଉଁମାନଙ୍କର ଜନ୍ମ ୫, ୧୪ ଏବଂ ୨୩ରେ ହୋଇଥାଏ ସେମାନେ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାଆନ୍ତି।

ଯେଉଁମାନଙ୍କର ଜନ୍ମ ୬, ୧୫ ଓ ୨୪ ତାରିଖରେ ହୋଇଥାଏ ସେମାନେ ପ୍ରେମ ବିବାହରେ ସଫଳତା ପାଇଥା’ନ୍ତି।

ଯେଉଁମାନଙ୍କର ଜନ୍ମ ୭,୧୭ ଓ ୨୫ ତାରିଖରେ ହୋଇଥାଏ ସେମାନଙ୍କର ପ୍ରସ୍ତାବିତ ବିବାହ ହୋଇଥାଏ।

ଯେଉଁମାନଙ୍କର ଜନ୍ମ ୧,୧୦,୧୯,୨୮ ରେ ହୋଇଥାଏ, ସେମାନେ ଘରେ ମୁହଁ ଖୋଲି କହି ପାରନ୍ତି ନାହିଁ, ତେଣୁ ଏମାନଙ୍କର ପ୍ରେମ ବିବାହ ଆଶଙ୍କା ଖୁବ୍‌ କମ୍‌ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ...

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭...

ବ୍ୟକ୍ତିଙ୍କ ହାତରେ ମାଂସ ଖଣ୍ଡ ଦେଖି ନଦୀରୁ ଉପରକୁ ଆସିଲା କୁମ୍ଭୀର… ଆଉ ତାପରେ

ବର୍ତ୍ତମାନ ସୋସିଆଲ ମିଡିଆରେ କୁମ୍ଭୀରର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଏହି ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ କୁମ୍ଭୀରଟି...

ପାଣିରେ ଖେଳୁଛି ହାତୀଛୁଆ, ଭାଇରାଲ ହେଉଛି ଭିଡିଓ

ପିଲା ହୁଅନ୍ତୁ କି ବଡ଼ ସମସ୍ତେ ହାତୀ ଦେଖିବାକୁ ଭଲ ପାଆନ୍ତି। ହାତୀଙ୍କ କାର୍ଯ୍ୟ ଦେଖି ସମସ୍ତେ ହସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ...

ଏହି ହୀରା ଖଣି ଉପର ଦେଇ ଉଡ଼ିପାରେନା ବିମାନ…

ପୂର୍ବ ସାଇବେରିଆରେ ରହିଛି ପୃଥିବୀରେ ସବୁଠାରୁ ବଡ଼ ହୀରା ଖଣି। ଏହାର ଗଭୀର ୧୭୨୨ ଫୁଟ ଏବଂ ଚୌଡ଼ା ୩୯ଶହ ଫୁଟ। ଏହାର ଖନନ ୧୯୫୫...

୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ...

ଏମିତି ଏକ ଦେଶ, ଯେଉଁଠି ଏବେ ବି ଚାଲିଛି ୨୦୧୪ ବର୍ଷ

ଗୋଟିଏ ପଟେ, ସମଗ୍ର ବିଶ୍ୱ ୨୦୨୧ ବର୍ଷକୁ ସ୍ବାଗତ କରୁଛି ଅନ୍ୟ ପଟେ, ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ୨୦୧୪ ବର୍ଷ ଏବେ...

୮୫୦ କିଲୋମିଟର ଯାଇ କ୍ୟାନସର ପୀଡ଼ିତାଙ୍କ ଇଚ୍ଛା ପୂରଣ କଲେ ରେଷ୍ଟୁରାଣ୍ଟ ମାଲିକ, ଲୋକେ କହିଲେ…

ଜଣେ ମହିଳାଙ୍କୁ ଖୁଆଇବା ପାଇଁ ରେଷ୍ଟୁରାଣ୍ଟ ମାଲିକ ପ୍ରାୟ ୮୫୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଜଣେ ଗ୍ରାହକ ରେଷ୍ଟୁରାଣ୍ଟକୁ ଇମେଲ ପଠାଇ କହିଥିଲେ ତାଙ୍କର...

Advertisement


Archives

Model This Week