Posted inଫୁରସତ

ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି। ୨୦୧୪ରେ ସେ ସ୍ତ୍ରୀ ଲାୟୁଦିମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ସେ ତାଙ୍କ କଥିତ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ।

ପୁଟିନ୍‌ଙ୍କ ପ୍ରେମିକା ଅଲିନା କାବାଏଭା ଏକ ନାମୀ ଗଣମାଧ୍ୟମ ସଂସ୍ଥାର ମାଲିକାଣି। ସେ ୨୦୦୧ରେ ପୁଟିନଙ୍କୁ ଭେଟିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ଜିମ୍ନାଷ୍ଟ ଥିଲେ। ଅଲମ୍ପିକ୍ସରେ ସେ ସ୍ବର୍ଣ୍ଣପଦକ ମଧ୍ୟ ଜିତିବା ପରେ ପୁଟିନ ସରକାରଙ୍କ ସଂସଦର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଗଣମାଧ୍ୟମ ସଂସ୍ଥାର ନୂଆ ପଦ ସମ୍ଭାଳି ଆସୁଛନ୍ତି। ସେ ପ୍ରତିବର୍ଷ ୭.୫ ମିଲିୟନ ୟୁରୋ ରୋଜଗାର କରନ୍ତି, ଯାହା ଭାରତୀୟ ମୂଲ୍ୟରେ ୬୬ କୋଟିରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ମୋବାଇଲ କିଣି ବାଜା ବାଣ ଫୁଟାଇ ଘରକୁ ଆଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

ମଧ୍ୟପ୍ରଦେଶର ଶିବପୁରୀ ସହରର ଜଣେ ଚା’ ବିକାଳି ତାଙ୍କ ଝିଅର ଇଚ୍ଛା ପୂରଣ ପାଇଁ ଭିନ୍ନ ଢଙ୍ଗରେ ଘରକୁ ଆସିଛନ୍ତି। ଏହି ଦିନଟିକୁ ସ୍ମରଣୀୟ କରିବା...

ପର୍ଯ୍ୟଟନସ୍ଥଳୀ: ତାମିଲନାଡୁର ଅମ୍ବାସମୁଦ୍ରମ୍‌

ତାମିଲନାଡୁର ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଅମ୍ବାସମୁଦ୍ରମ୍‌ର ଭଲ ନାଁ ରହିଛି। ଦେବସ୍ଥଳୀ ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଳପ୍ରପାତ,...

ଜୋର ଜବରଦସ୍ତ ପୋଷା ମାଙ୍କଡ଼କୁ ମଦ ପିଆଇବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଏହି ଟାଟୁ କଳାକାର

ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ...

୪୦ ହଜାର ମାନବ କଙ୍କାଳରେ ନିର୍ମିତ ଚର୍ଚ୍ଚ

ଯେମିତି ହିନ୍ଦୁଙ୍କର ମନ୍ଦିର, ମୁସ୍‌ଲିମ୍‌ଙ୍କର ମସ୍‌ଜିଦ୍‌, ସେମିତି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚରେ ନିଜ ଇଷ୍ଟଙ୍କ ଆରାଧନା କରିଥାନ୍ତି। ବିଶ୍ୱରେ ଥିବା ଅଧିକାଂଶ ମନ୍ଦିର, ମସ୍‌ଜିଦ୍‌ ଏବଂ ଚର୍ଚ୍ଚ...

ପାଳଭୂତ…

ପାଳକୁଟାର ଶରୀରରେ ତା’ର ଚିରାଫଟା ପୋଷାକ। ମୁଣ୍ଡ ଭାବେ ଥାଏ ତା’ର ଏକ ମାଟିହାଣ୍ଡି ଅବା କଖାରୁ। ମଣିଷ ତାକୁ ନିଜର ପ୍ରତିରୂପ ଭାବେ ଗଢିଛି।...

ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ...

ସବୁଠୁ ମହଙ୍ଗା ବିରିୟାନୀ; ପ୍ଲେଟ ପିଛା ୨୦ ହଜାର ଟଙ୍କା

ବିରିୟାନୀ ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖାଦ୍ୟ। ଫେଭରାଇଟ୍‌ ଖାଦ୍ୟ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପ୍ରାୟତଃ କେହି ପଛ ଘୁଞ୍ଚା ଦିଅନ୍ତି ନାହିଁ।...

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର...

Advertisement
Archives

Model This Week