Posted inଫୁରସତ

ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି। ୨୦୧୪ରେ ସେ ସ୍ତ୍ରୀ ଲାୟୁଦିମିଲାଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ସେ ତାଙ୍କ କଥିତ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ।

ପୁଟିନ୍‌ଙ୍କ ପ୍ରେମିକା ଅଲିନା କାବାଏଭା ଏକ ନାମୀ ଗଣମାଧ୍ୟମ ସଂସ୍ଥାର ମାଲିକାଣି। ସେ ୨୦୦୧ରେ ପୁଟିନଙ୍କୁ ଭେଟିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ଜିମ୍ନାଷ୍ଟ ଥିଲେ। ଅଲମ୍ପିକ୍ସରେ ସେ ସ୍ବର୍ଣ୍ଣପଦକ ମଧ୍ୟ ଜିତିବା ପରେ ପୁଟିନ ସରକାରଙ୍କ ସଂସଦର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଗଣମାଧ୍ୟମ ସଂସ୍ଥାର ନୂଆ ପଦ ସମ୍ଭାଳି ଆସୁଛନ୍ତି। ସେ ପ୍ରତିବର୍ଷ ୭.୫ ମିଲିୟନ ୟୁରୋ ରୋଜଗାର କରନ୍ତି, ଯାହା ଭାରତୀୟ ମୂଲ୍ୟରେ ୬୬ କୋଟିରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକୁ ଏକାଠି ରଖିପାରିବ ବନ୍ଧୁତା

ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ...

ସ୍ନେଲଫିସ୍‌: ଗରମରେ ତରଳୁଥିବା ମାଛ

ଗରମରେ ବରଫ ତରଳିବା ସାଧାରଣ କଥା। ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ...

ଟାଟୁ କରି ରେକର୍ଡ: ଏକାଥରକେ ୩୬ କଳାକାର ଫୁଟାଇଲେ ଛୁଞ୍ଚି

ଟାଟୁ କରିବା ଏବେ ଗୋଟେ ଟ୍ରେଣ୍ଡ ପାଲଟିଗଲାଣି। ଅନେକ ଲୋକ ଶରୀରରେ ଟାଟୁ କରୁଥିବାର ଦେଖିଥିବେ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି...

୧.୫ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ଜେନେଭା: ଆସନ୍ତା ୫ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇପାରେ। ୨୦୨୧ରୁ ୨୦୨୫ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ଅତି କମ୍‌ରେ...

ନବଜାତ ଶିଶୁ ଭାବି ଖେଳନାର ପୋଷ୍ଟମର୍ଟମ କଲେ ଡାକ୍ତର

ବୁଲଡାନ, ୧୩।୭- ମହାରାଷ୍ଟ୍ରର ବୁଲଡାନ ସହରରେ ଏକ ଅଜବ ଘଟଣା ଘଟିଯାଇଛି। ଡାକ୍ତରମାନେ ଏକ ଖେଳନାକୁ ନବଜାତ ଶିଶୁର ଶବ ଭାବି ଏହାର ପୋଷ୍ଟମର୍ଟମ କରିଥିଲେ।...

ଭାରତର ଏହି ଗାଁରେ ଲିଭ୍‌-ଇନ୍‌ରେ ରହୁଛନ୍ତି ମହିଳା-ପୁରୁଷ: ପଛରେ ରହିଛି ଏହି କାରଣ

ଝାଡଖଣ୍ଡର ଏକ ଗାଁରେ ଲୋକମାନେ ବର୍ଷ ବର୍ଷ ଧରି ବିନା ବିବାହରେ ଏକାଠି ରହୁଛନ୍ତି। ପୂର୍ବ ସିଂହଭୂମର ଏହି ଗାଁର ଅନ୍ୟ ଗ୍ରାମ ପରି ଲୋକଙ୍କ...

ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା

ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍‌ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ...

ସୁନାର ହୋଟେଲ

ଭିଏତ୍‌ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ...

Advertisement
Archives

Model This Week