ମାସ୍କରେ ରହିବ ପଲିପ୍ରୋପାଇଲିନ୍‌ ଫିଲ୍ଟର

ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍‌ ମାସ୍କରେ ପଲିପ୍ରୋପାଇଲିନ୍‌ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ ସଂସ୍ଥା ସୁପାରିସ କରିଛି। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫେସ୍‌ ମାସ୍କରେ ଅତିରିକ୍ତ ସ୍ତର ବ୍ୟବହାର ଦ୍ୱାରା ଫିଲ୍‌ଟ୍ରେଶନ (ବାୟୁକୁ ଛାଣିବା) ଭଲ ହୋଇଥାଏ। ତେବେ କେତେକ କପଡ଼ା ଅନ୍ୟ ତୁଳନାରେ ଅଧିକ ଫିଲ୍‌ଟ୍ରେଶନ କରିଥାଏ। ସେହି ଅନୁଯାୟୀ କାନାଡା ଜନସ୍ବାସ୍ଥ୍ୟ ସଂସ୍ଥା କପଡ଼ା ମାସ୍କରେ ମଧ୍ୟବର୍ତ୍ତୀ ସ୍ତର ଭାବେ ଇଣ୍ଡଷ୍ଟ୍ରି ଗ୍ରେଡ୍‌ ସ୍ପୁନ୍‌ବଣ୍ଡ୍‌ ପଲିପ୍ରୋପାଇଲିନ୍‌ ବ୍ୟବହାର ଲାଗି ସୁପାରିସ କରିଛି। ଏହା ଅଧିକ କଣିକାକୁ ଛାଣିବା ସହ ପ୍ରଶ୍ୱାସ ନେବାରେ ଅଧିକ ସୁବିଧା ହୋଇଥାଏ।
ସ୍ପୁନ୍‌ବଣ୍ଡ ପଲିପ୍ରୋପାଇଲିନ୍‌କୁ ଓ୍ବେଷ୍ଟବ୍ୟାଣ୍ଡ୍‌ ଓ କଲାରରେ ବ୍ୟବହାର କରାଯାଇଥାଏ। କପଡ଼ା ଡିଷ୍ଟ୍ରିବ୍ୟୁଟରଙ୍କ ପାଖରେ ଏହା ସହଜରେ ଉପଲବ୍ଧ। ତ୍ରିସ୍ତରୀୟ ମାସ୍କରେ ସୂତା କପଡ଼ାକୁ ବାହାର ସ୍ତର ଏବଂ ୬୮ ଜିଏସ୍‌ଏମ୍‌ ପଲିପ୍ରୋପାଇଲିନ୍‌କୁ ମଧ୍ୟମ ସ୍ତର ଭାବେ ବ୍ୟବହାର କରାଯାଇ ପାରିବ। ଏହା ଆରାମ ଦାୟକ ଏବଂ ଧୁଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘୫ ବର୍ଷ ପୂରଣ କରିବି, ଇସ୍ତଫା ଦେବିନି’

ଇସଲାମାବାଦ୍‌,୨୭।୩: ପାକିସ୍ତାନରେ ଏବେ ରାଜନୈତି ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ମାର୍ଚ୍ଚ ୨୮ରେ ସଂସଦରେ ଇମ୍ରାନ ସରକାରଙ୍କ...

ଆମେରିକାରେ ୪୫ ଦିନ ପାଇଁ ଟିକ୍‌ଟକ୍‌ ବ୍ୟାନ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭ା୮: ଚାଇନା ସହିତ ଲାଗି ରହିଥିବା ବିବାଦ ନେଇ କଡ଼ା ପଦକ୍ଷେପ ନେଇଛି ଆମେରିକା। ଚାଇନାର ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ପ୍ରତି ୪୫ ଦିନ...

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ବାଘକୁ ଚକମା ଦେଇ ଚାଲିଗଲା ମୟୂର, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଇରାନର କମାଣ୍ଡର…

ଓ୍ବାଶିଂଟନ,୨୬।୨ : ଇରାନର ରିଭୋଲ୍ୟୁସାରୀ ଗାର୍ଡ ଏରୋସ୍ପେସ ଫୋର୍ସର ମୁଖ୍ୟ କମାଣ୍ଡର ଅମିରାଲି ହାଜିଜାଦେହ କହିଛନ୍ତି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା...

ଏହି ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜା କରାଯାଏ

ଇଣ୍ଡୋନେସିଆର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ତେବେ...

ଡୁଡୁଲରେ ପି.କେ. ରୋଜିଙ୍କୁ ସମ୍ମାନ

ନୂଆଦିଲ୍ଲୀ: ମାଲୟାଲମ୍‌ ଫିଲ୍ମର ପ୍ରଥମ ମହିଳା ତଥା ଦଳିତ ଅଭିନେତ୍ରୀ ପି.କେ. ରୋଜିଙ୍କ ୧୨୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଗୁଗୁଲ ପକ୍ଷରୁ ଏକ ଡୁଡୁଲ୍‌ ସମର୍ପିତ...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ଦିଲ୍ଲୀପ ବଳବନ୍ତରାୟ

ଖୋର୍ଦ୍ଧାଠାରୁ ଅନତି ଦୂର ଛଣିଆ ଗ୍ରାମରେ ମାତା ଆଦରମଣି ଓ ପିତା ହରମୋହନ ବଳବନ୍ତରାୟଙ୍କ କୋଳରେ ମୋ ଜନ୍ମ। ତିନି ଭାଇ ଭିତରେ ମୁଁ ବଡ଼।...

Advertisement
Archives

Model This Week