ଏହା ଦୁନିଆର ଶେଷ ରାସ୍ତା: ଯେଉଁଠିକୁ ଏକୁଟିଆ ଯାଇପାରିବେନି କେହି
ଆପଣ ନିଶ୍ଚିତ ଭାବରେ ଉତ୍ତର ମେରୁ ବିଷୟରେ ଶୁଣିଥିବେ। ଏହା ହେଉଛି ସେହି ବିନ୍ଦୁ ଯେଉଁଠାରେ ପୃଥିବୀର ଅକ୍ଷ ଘୂର୍ଣ୍ଣନ କରେ। ଏହା ନରୱେରେ ସମାପ୍ତ ହୋଇଛି। ଏଠାରୁ ଯାଉଥିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା ବୋଲି ବିବେଚନା କରାଯାଏ। ଏହାର…
ରାଜ କପୁରଙ୍କ ଝିଅ ରିତୁଙ୍କୁ ବିବାହ କରିଥାନ୍ତେ ରାଜୀବ ଗାନ୍ଧୀ: କରିନାଙ୍କ ପ୍ରଥମ ପସନ୍ଦ ଥିଲେ ରାହୁଲ
ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍ ଷ୍ଟାର ଇନ୍ ଇଣ୍ଡିଆନ୍ ପଲିଟିକ୍ସ୍’ରେ…
ଉଡାଣ ଭରିବା ପୂର୍ବରୁ ବିମାନ ଡେଣା ଉପରକୁ ଚଢିଗଲେ ଯୁବକ: ତା ପରେ ଘଟିଲା ଏମିତି…
ବିମାନରେ ବସି ରହିଥିଲେ ଯାତ୍ରୀ। ଆଉ କିଛି ମିନିଟ୍ ପରେ ଉଡାଣ ଭରିଥାନ୍ତା ବିମାନ। ହେଲେ ଉଡାଣ ଭରିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ହଠାତ୍ ବିମାନର ଡେଣା ଉପରକୁ ଚଢିଗଲେ ଜଣେ ଯୁବକ। ପରେ ସେଠାରେ କିଛି ସମୟ ଚାଲିବା…
‘ମୋଦି’ ମେଣ୍ଢାକୁ ୭୦ ଲକ୍ଷରେ କିଣିବାକୁ ଲୋକେ ରାଜି, ମାଲିକ ଦେଢ଼ କୋଟି ପର୍ଯ୍ୟନ୍ତ ବଢ଼ାଇଲେ ଦାମ୍
ପୁଣେ,୧୩।୧୨: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଭଲ ଗୁଣବତ୍ତା ମାଂସ ପାଇଁ ପ୍ରସିଦ୍ଧ ‘ମାଡାଗୟାଲ’ ପ୍ରଜାତିର ଏକ ମେଣ୍ଢା ୭୦ ଲକ୍ଷ ଟଙ୍କାରେ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ମେଣ୍ଢା ମାଲିକ ଏହାକୁ ବିକ୍ରୟ କରିବାକୁ ମନା କରିଦେଇଥିଲେ ଏବଂ ଏହାର ମୂଲ୍ୟ…
ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା
ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର ନୂତନ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହାମାରୀ କରୋନା ଲକ୍ଡାଉନ ଓ ଶଟ୍ଡାଉନରେ ଚାକିରି…
ମୁମ୍ବାଇର ଏହି ଛୋଟ ନଦୀରେ ଖେଳୁଛନ୍ତି ଡଲ୍ଫିନ୍
ଡଲଫିନ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଲୋକେ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କିଛି ଅଜବ ଘଟଣା ଦେଖିବାକୁ ମିଳିଛି। ସେଠାକାର ଭାସି ଭଳି ଛୋଟିଆ ନଦୀରେ ଶୁକ୍ରବାର ଡଲଫିନ…
ସିଂହ ପଛରେ ବାଇକ୍ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ
ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନେ ବାଇକ୍ରେ ସିଂହକୁ ଗୋଡାଉଥିବା ବୋଳେ ସିଂହ ଭୟଭୀତ ହୋଇ ଦୈାଡ଼ୁଥିବା…
ବିବାହରେ ଯୋଗ ଦେଇପାରୁନାହାନ୍ତି ବୋଲି ଅତିଥିଙ୍କ ଘରେ ପହଞ୍ଚିଲା ଭୋଜି: ରଙ୍ଗୀନ ବ୍ୟାଗ୍ରେ ସ୍ବାଦିଷ୍ଟ ଭୋଜନ ଦେଖି ସବୁ ଆଶ୍ଚର୍ଯ୍ୟ
ଚେନ୍ନାଇ: କରୋନା କାଳରେ ବଦଳିଛି ଚିନ୍ତାଧାରା। ପରିସ୍ଥିତି ସହ ଲଢ଼ିବା ପାଇଁ ମଣିଷ ଆପଣାଉଛି ଭଳିକି ଭଳି ଉପାୟ। ଏବେ ସଂକ୍ରମଣର ସଂଖ୍ୟା କମୁଥିଲେ ହେଁ ବିପଦ ପୁରା ଟଳିନାହିଁ। ଏଣୁ ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସହ କିଛି କଥାରେ…
ଅଜବ ଗ୍ଲୋଭ୍ସ
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସଗୁଡ଼ିକ କଥା କୁହାଯାଉଛି, ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ…
ଦାମୀ ମୂର୍ତ୍ତି
ଅନେକ ଲୋକ ନିଜ ଘରେ ପୁରାତନ କଳା ସ୍ଥାପତ୍ୟରେ ତିଆରି ମୂର୍ତ୍ତିକୁ ସଜାଇବାକୁ ଭଲପାଆନ୍ତି । କିନ୍ତୁ ଏପରି କିଛି ପୁରାତନ ମୂର୍ତ୍ତି ଅଛି ଯାହା କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ଏଗୁଡ଼ିକ ହେଉଛି ବିଶ୍ୱର ଦାମୀ…
ସାବୁନ ଲଗାଇ ଧୋଇପାରିବେ ଏହି ମୋବାଇଲ୍
କରୋନା ଯୋଗୁ ଏବେ ସବୁ ଜିନିଷକୁ ସାନିଟାଇଜ୍ କରିବାକୁ ପଡୁଛି। ଖାସ୍କରି ବହୁଳ ବ୍ୟବହାର ହେଉଥିବା ମୋବାଇଲ୍ ସାନିଟାଇଜ୍ କରିବା ନିହାତି ଜରୁରୀ ହୋଇପଡିଛି। କାରଣ ମୋବାଇଲ ହେଉଛି ସବୁ ପ୍ରକାରର ବ୍ୟାକ୍ଟେରିଆ ଓ ମାଇକ୍ରୋବସ୍ର ଗନ୍ତାଘର। ହେଲେ ଏହାକୁ ବେଶ୍…
୧୨ ପିଜି ଡିଗ୍ରୀ କରିଥିବା ପ୍ରଥମ ମହିଳା
ଥିରୁଭାନନ୍ତପୁରମ୍: ପାଠ ପଢ଼ିବାର ପ୍ରବଳ ଆଗ୍ରହ ଥିଲେ କୌଣସି ପ୍ରକାରର ପ୍ରତିବନ୍ଧକ ବି ବାଟ ଓଗାଳିପାରେନି। ଏହାର ଏକ ଉଦାହରଣ ହେଉଛନ୍ତି ଡକ୍ଟର କେ.ଏସ୍. ତ୍ରିଶା। ବିଭିନ୍ନ ବିଷୟରେ ଜାଣିବା ପାଇଁ ତାଙ୍କର ଏତେ ଆଗ୍ରହ ଯେ ଏଥି ନିମନ୍ତେ ସେ…

