ବିବାହ ପାଇଁ ବିଳମ୍ବରେ ପ୍ରସ୍ତାବ ଦେଲେ ପ୍ରେମିକ: ଏଭଳି ନିଷ୍ପତ୍ତି ନେଲେ ପ୍ରେମିକା
ପ୍ରେମ, ଭଲପାଇବାକୁ ନେଇ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ପ୍ରକାରର। ସମୟ ସାଙ୍ଗକୁ ସମ୍ପର୍କ ଅଧିକ ଶକ୍ତ ହୋଇଥାଏ। ବେଳେ ବେଳେ କିଛି ବ୍ୟକ୍ତି ନ ବୁଝି ବିଚାରି ପ୍ରେମ ନିବେଦନ କରିଥାନ୍ତି। ଆଉ କିଛି ଏଥିପାଇଁ ବହୁତ ସମୟ ନେଇଥାନ୍ତି। ମାତ୍ର…
୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର
ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍ଙ୍କ…
ଘରେ ପାଦ ଦେଉ ଦେଉ ଘଟିଲା ଏମିତି…
ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ। ଜେମି ଅନେକ ଦିନ ହେବ ନିଜ ପାଇଁ ଏକ ପ୍ଲାଟ୍…
୩ ହଜାର ଡଲାରର ଭଡ଼ାଘର ପରି ଜେଲ୍: ଫଟୋ ଭାଇରାଲ୍
ଜେଲ୍ ବିଷୟରେ ଶୁଣିଲେ ଲୋକଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ ହୁଏ। ଲୋକେ ଏହାକୁ ଏକ କାଳ କୋଠରି ଭାବି ନିଅନ୍ତି। ତେବେ ସୋସିଆଲ ମିଡିଆରେ ଜେଲ୍ର ଏପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଏହା ଜେଲ୍,…
ହାତରେ ଲୁଚି ରହିଛି ପ୍ରେମ ସଫଳତା ସୂଚନା…
ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ…
ମନ୍ଦିର ମରାମତି ସମୟରେ ମିଳିଲା ୫ଶହ ଗ୍ରାମ ସୁନା, ଆଉ ତା’ ପରେ…
କର୍ନାଟକର କାଞ୍ଚତ୍ପୁରମ୍ ଅଞ୍ଚଳରେ ଥିବା ଏକ ପ୍ରାଚୀନ ମନ୍ଦିରର ମରାମତି ସମୟରେ ୫ଶହ ଗ୍ରାମ ସୁନା ମିଳିଥିଲା। ଏହାକୁ ଜବତ କରିବା ପାଇଁ ଆସିଥିବା ଜିଲା ପ୍ରଶାସନ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଚେନ୍ନାଇଠାରୁ ୯୦ କିଲୋମିଟର ଦୂରରେ ଥିବା…
ଚାକିରି ଛାଡିଥିବା ମଡେଲ୍ଙ୍କ ଦାବି: ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି
ବ୍ରିଟେନ୍ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି। ଆଲିଆ ବହୁତ କମ ଲୋକଙ୍କ ମଧ୍ୟରୁ ଜଣେ, ଯେଉଁମାନଙ୍କ ପାଇଁ କରୋନା ଏକ ସୁଯୋଗ…
ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ
ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ। ତାହାକୁ ସେମାନେ ଘରକୁ ଆଣିଥିଲେ, ପରେ ସେମାନଙ୍କ ସହ ଯାହା ଘଟିଲା ଆପଣ ଜାଣି…
ବାହା ହେବାକୁ ଯାଉଥିଲେ ବର ରାସ୍ତାରେ ଘଟିଲା ଏମିତି, ଆଉ ତା’ ପରେ
ସାଧାରଣତଃ ବିବାହରେ ସମସ୍ତେ ବ୍ୟସ୍ତଥାନ୍ତି। ଏହି ସମୟରେ ସମସ୍ତଙ୍କ ନଜର ବରଯାତ୍ରୀଙ୍କ ନାଚ ଉପରେ ଥାଏ, ଯେଉଁଥିପାଇଁ ଚୋର ଏହାର ସୁଯୋଗ ନେଇ ଚୋରି କରନ୍ତି। ମୂଲ୍ୟବାନ ଜିନିଷ ନେଇ ପଳାଇଥାନ୍ତି। ଠିକ୍ ଏହିଭଳି ଘଟଣା ଘଟିଛି। ଦିଲ୍ଲୀର ଜନକପୁରୀ ଅଞ୍ଚଳରେ।…
ଆକାଶରୁ ହେଲା ଉଲ୍କା ବର୍ଷା: ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସିଲା ମାଡ଼ି
ଦୁବାଇ,୧୪।୧୨: ଆକାଶରୁ ଉଲକା ବର୍ଷା ହେବାର ମହାଜାଗତିକ ଦୃଶ୍ୟ ରବିବାର ରାତ୍ରରେ ଦେଖିବାକୁ ମିଳିଛି। ଏଭଳି ଉଲ୍କା ବର୍ଷା ଜେମିନି(ମିଥୁନ) ନକ୍ଷତ୍ରପୁଞ୍ଜରୁ ହେଉଥିବାରୁ ଏହାକୁ ଜେମିନିଡ୍ କୁହାଯାଇଥାଏ। ଦୁବାଇରେ ଏକ ଘଣ୍ଟା ଧରି ଏହା ଜାରି ରହିଥିଲା। ଏଠାରେ ୧୨୦ ପାଖାପାଖି…
ମଙ୍ଗଳ ଗ୍ରହ : କିଛି କଥା
ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଏହି ଗ୍ରହ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍…
ବିବାହ ବେଦିରେ ବର ପଛପଟେ ଥାଇ କନ୍ୟା କଲେ ଏମିତି, ଭିଡିଓ ଦେଖି ହସି ହସି ଗଡିବେ
ବିବାହ ସମୟରେ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡିବେ। ଗୁରୁଦ୍ୱାର ଚାଲିଥିବା ଏକ ବିବାହରେ ବେଦିରେ ବସିଥିବା ବରଙ୍କ ସହ କନ୍ୟା ଏମିତି କିଛି କରିଥିଲେ,…

