ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…
ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ ଛାଡ଼ିବା ପାଇଁ ରାଜି ହୋଇ ନ ଥାନ୍ତି। ଫଳରେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ…
ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଖୁସିରେ କୀଟ ଖାଇବାକୁ ଗଛରୁ ଉଡ଼ିଆସିଥିଲା ପକ୍ଷୀ: ତଳେ ଜଗି ରହିଥିଲା ବଡ଼ ବିପଦ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ସଙ୍ଗୀତ ସାଧନାରେ ସତ୍ୟନାରାୟଣ
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ତାଙ୍କର ରହିଛି ଆଦର । ସେ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ। ବିଭିନ୍ନ ମହୋତ୍ସବରେ ମଞ୍ଚ ସଂଯୋଜନା କରିବାରେ ତାଙ୍କର ନିଆରା ପରିଚୟ ରହିଛି। ସଙ୍ଗୀତ କ୍ଷେତ୍ରରେ ବି ରହିଛି…
ପୋକରେ ତିଆରି ଆମଲେଟ୍: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ
ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍ ଖାଇଥିବେ। ତେବେ ଭିଏତ୍ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା ସମ୍ଭବ ହେବ ନାହିଁ। ଏହାର କାରଣ ହେଉଛି ଏଥିରେ ବ୍ୟବହାର କରାଯାଉଥିବା ଏକ ଖାସ୍…
ଆଖିପତା ସାଜିଛି କାନ୍ଭାସ୍
ଇସ୍ରାଇଲର ତାଲ ପେଲେଗ୍ ଜଣେ ଅଭିଜ୍ଞ ମେକ୍ଅପ୍ ଆର୍ଟିଷ୍ଟ। ପିଲାଟିବେଳୁ ସେ ଚିତ୍ର ଆଙ୍କୁଥିଲେ ଓ ସାନ ଭଉଣୀକୁ ମଡେଲ ସଜେଇ ମୁହଁରେ ମେକ୍ଅପ୍ ଏକ୍ସପେରିମେଣ୍ଟ କରୁଥିଲେ। ଏବେବି ସେହି ସଉକ ସେ ଛାଡି ନାହାନ୍ତି। ବରଂ ନିଜ ଆଖିପତାକୁ କାନ୍ଭାସ୍…
କୁକୁଡା ଅଣ୍ଡାଠୁ ବଡ ଏଇ ଅଙ୍ଗୁର
ପେନ୍ଥା ପେନ୍ଥା ତାଜା ଅଙ୍ଗୁର ଦେଖିଲେ ଭାରି ଲୋଭ ଲାଗେ। ଯଦି ଏହା ମଞ୍ଜି ବିହୀନ, ରସାଳ ହୋଇଥାଏ ତେବେ ଖାଇବାରେ ମଜା ଆସିଯାଏ। ଆମେ ଏଠାରେ ଯେଉଁ ଅଙ୍ଗୁର ବିଷୟରେ କହୁଛୁ ତାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗିବ ଖାଇବାକୁ…
ଯାଆଁଳା କିନ୍ତୁ ଭିନ୍ନ
ଯାଆଁଳା ମାନେ ସାଧାରଣତଃ ଦେଖିବାକୁ ପ୍ରାୟ ଏକାଭଳି ହୋଇଥାନ୍ତି । ସେମାନଙ୍କର ରଙ୍ଗ, ଢଙ୍ଗ ପ୍ରାୟ ସମାନ ହୋଇଥାଏ ା କିନ୍ତୁ ଏପରି ଦୁଇ ଯାଆଁଳା ଭଉଣୀ ଅଛନ୍ତି ଯେ ଦୁହେଁ ଦୁହିଁଙ୍କ ଠାରୁ ବହୁତ ଭିନ୍ନ । ଏହି ଯାଆଁଳା…
ପ୍ରଥମ ଦରମା ଟଙ୍କା ଜେଜେମା’ଙ୍କୁ ଦେଇଥିଲି
ନୟାଗଡ଼ ଜିଲା ଖୁଣ୍ଟୁବନ୍ଧ ଗାଁରେ ମୋ ଜନ୍ମ। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍ କରି ନୟାଗଡ଼ କଲେଜରେ ଆଇ.ଏ., ବି.ଏ. ପଢ଼ିଥିଲି। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଲୋସଫିରେ ଏମ୍.ଏ. କରିବା ପରେ ପି.ଏଚ୍ଡି. ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲି। ହେଲେ…
ଅଜବ ଡ୍ରାଇଭିଂ ରୁଲ୍ସ: କାର୍ ମଇଳା ଥିଲେ ଜରିମାନା; ଟ୍ରାଫିକ୍ ପୋଲିସ୍କୁ ରାଗିକି ଅନାଇଲେ ବି ଦଣ୍ଡ
ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ। ଖାସ୍ କରି ସେହି ସ୍ଥାନର ଡ୍ରାଇଭିଂ ରୁଲ୍ସ ଜାଣିବା ନିହାତି ଆବଶ୍ୟକ। କାରଣ ଅନେକ…
ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର
ମହାରାଷ୍ଟ୍ରର ଉଜ୍ନି ଡ୍ୟାମ୍ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କଲେ, ଏହା ଜାଣିବାକୁ ପାଇଲା ଯେ, ଏହା ଏକ ବିରଳ ପ୍ରଜାତିର ଏକ ଭାରତୀୟ…
କଳା ଓ ସଂସ୍କୃତିରେ ଭରା ଗୁଜରାଟ
ଗୁଜରାଟ ଭାରତର ଏକ ପ୍ରମୁଖ ରାଜ୍ୟ। ଏହା ନିଜର ସ୍ବତନ୍ତ୍ର କଳା, ସଂସ୍କୃତି, ସ୍ଥାପତ୍ୟ, ପ୍ରାକୃତିକ ପରିଦୃଶ୍ୟ ତଥା ସ୍ବାଦିଷ୍ଟ ଭୋଜନ ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି…
Archives


