Posted inଫୁରସତ

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଓ୍ବରର୍ଥୋଗ ନାମକ ଜଙ୍ଗଲୀ ଜନ୍ତୁୁ କୁମ୍ଭୀର ମୁହଁରେ ପଡ଼ିଯାଇଛି। କୁମ୍ଭୀର ତାହାକୁ ଖାଇବାଲାଗି ବଳମୁତାବକ ଟାଣୁଥିବା ବେଳେ ଦୁଇ ଜଳହସ୍ତୀ ପହଞ୍ଚି ତାକୁ ଉଦ୍ଧାର କରୁଛନ୍ତି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡା ଟାଣୁଛି ସିଗାରେଟ୍‌: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ କଙ୍କଡା ସିଗାରେଟ ଟାଣୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ରାସ୍ତାରେ...

ବୃଦ୍ଧାଙ୍କର ରହିଛି ଅଜବ ଅଭ୍ୟାସ, ଜାଣିଲେ ପାଦତଳୁ ଖସିଯିବ ମାଟି

ଦୁନିଆର ଅନେକ ଲୋକ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଉତ୍ତରପ୍ରଦେଶର ବାରାଣସୀରେ ରହୁଥିବା ଜଣେ ବୃଦ୍ଧା ମଧ୍ୟ ତାଙ୍କର ଅଜବ ଅଭ୍ୟାସ...

ବ୍ୟକ୍ତିତ୍ୱ: ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌ର କାହାଣୀକାର ଓ୍ବିଲିଅମ୍‌ ଗୋଲ୍‌ଡିଂ

‘ଲର୍ଡ଼ ଅଫ୍‌ ଦି ଫ୍ଲାଇଜ୍‌’ ଉପନ୍ୟାସର କାହାଣୀ ଖୁବ୍‌ ସହଜ ଲାଗୁଥିଲେ ବି ଏହାର ମର୍ମରେ ଯେଉଁ କଥା ରହିଛି ତାହା ହେଉଛି ଏକ ବିଶ୍ୱ...

ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର: ଏଠାରେ ଶୁଣିବାକୁ ମିଳିବ ପଶୁପକ୍ଷୀଙ୍କ ସ୍ବର

ରାଜକୋଟ: ଗୁଜରାଟର ରାଜକୋଟରେ ପ୍ରଦ୍ୟୁମ୍ନ ପାର୍କ ପ୍ରାଣୀ ସଂଗ୍ରାହାଳୟରେ ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର ନିର୍ମାଣ ସରିଛି। ଏଠାରେ ମନୁଷ୍ୟ, ପଶୁପକ୍ଷୀଙ୍କ ପ୍ରତିମା ନିର୍ମାଣ...

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌...

ବାଦଲ ଭିତରେ ଯାଉଛି ରେଳ

ଏମିତି ଅନେକ ରେଳପଥ ଅଛି ଯାହା ତାର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଚର୍ଚ୍ଚିତ ଥାଏ। ସେଥିମଧ୍ୟରେ ଗୋଟିଏ ହେଉଛି ଆର୍ଜେଣ୍ଟିନାର ସାଲ୍ଟା ରେଳପଥ। ଏହି ରେଳପଥର...

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା...

ଓ୍ବାର୍କ ଫ୍ରମ୍‌ ଓ୍ବେଡିଂ, ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବିବାହ ବେଦୀରେ ବର ଲାପଟପ୍‌ ଧରି କାମ କରିବାରେ ବ୍ୟସ୍ତ।...

Advertisement
Archives

Model This Week