Posted inଫୁରସତ

ପୋକରେ ତିଆରି ଆମଲେଟ୍‌: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ

ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍‌ ଖାଇଥିବେ। ତେବେ ଭିଏତ୍‌ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍‌ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା ସମ୍ଭବ ହେବ ନାହିଁ। ଏହାର କାରଣ ହେଉଛି ଏଥିରେ ବ୍ୟବହାର କରାଯାଉଥିବା ଏକ ଖାସ୍‌ ସାମଗ୍ରୀ। ଏଥିରେ ବ୍ୟବହାର କରାଯାଏ ୨ ଇଞ୍ଚ ଲମ୍ବର ସାମୁଦ୍ରିକ ପୋକ, ଯାହାର ନାଁ ‘ପଲୋଲୋ’। ପିଆଜ, କଞ୍ଚାଲଙ୍କା, ଟମାଟୋ, ଅଣ୍ଡା ସହ ଶହ ଶହ ସଂଖ୍ୟାର ଉକ୍ତ ପୋକ ଆମଲେଟ୍‌ରେ ମିଶାଯାଏ; ଯଦ୍ଦ୍ବାରା ଆମଲେଟ୍‌ର ସ୍ବାଦ ସି’ ଫୁଡ୍‌ ପରି ଲାଗେ। ଓମଲେଟ୍‌ରେ ବ୍ୟବହାର କରିବା ପୂର୍ବରୁ ପୋକକୁ ସିଝା ଯାଇଥାଏ। ଯେମିତି କି ଏଥିରୁ ଆମିଷ ଗନ୍ଧ ଦୂର ହେବ। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ମିଳୁଥିବା ଉକ୍ତ ପୋକକୁ ଏବେ ଭିଏତ୍‌ନାମରେ ଚାଷ କରାଯାଉଛି। ଏହି ପୋକରେ ପ୍ରସ୍ତୁତ ଆମ୍‌ଲେଟ୍‌ର ବାସ୍ନା ବହୁତ ଭଲ। ତେଣୁ ରାସ୍ତାକଡ ଫୁଡ୍‌ଷ୍ଟଲ୍‌ରେ ଆମ୍‌ଲେଟ୍‌ ପ୍ରସ୍ତୁତ କଲାବେଳେ ଲୋକେ ଏହାର ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଖାଇବାକୁ।


Enter your email to get our daily news in your inbox.

All Right Reserved By Dharitri.Com

ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ଇସଲାମାବାଦ୍‌: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ...

ହଲ୍‌ ମାଲିକଙ୍କୁ ମୁଣ୍ଡିଆ ମାରିଲେ ବିଜୟ

ମୁମ୍ବାଇ: ମୁମ୍ବାଇ ସିନେମା ହଲ୍‌ ମାଲିକଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିଲେ ସାଉଥ୍‌ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା। ଗତ ୨୫ରେ ରିଲିଜ୍‌ ହୋଇସାରିଥିବା ‘ଲାଇଗର’ର...

ପ୍ରତିଶ୍ରୁତିର ହାତ

ପ୍ରତ୍ୟେକ ମାତାପିତା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ସବୁ ସୁଖସୁବିଧାକୁ ତୁଚ୍ଛ କରିଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କେତେକ ସନ୍ତାନ ତାଙ୍କ...

ସୂର୍ଯ୍ୟଙ୍କ ରଥରେ ଗଜପତି ଛେରାପହଁରା କରୁଥିଲେ

ଗତ ସଂଖ୍ୟାରେ ଆଲୋଚିତ ହୋଇଥିଲା ସମଗ୍ର ଭାରତବର୍ଷରୁ ବଛାବଛା ଜାଣିବା ଲୋକଙ୍କୁ ମନ୍ଦିର ନିର୍ମାଣ ସମୟରେ ଗଜପତି କୋଣାର୍କକୁ ଆମନ୍ତ୍ରଣ କରିଥିଲେ। ଶ୍ରୀମନ୍ଦିର ଭଣ୍ଡାରରୁ ସୁନାମାଢ଼,...

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ, ୨୧।୧୦: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର ଦିନ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତର କେତେକ ଅଞ୍ଚଳରେ...

ଶିକ୍ଷକଙ୍କ କୃଷି ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ...

ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ...

ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌କୁ ପାଳନ କରାଯାଇ ଯୋଗ ଦିବସ...

Advertisement
Archives

Model This Week