Posted inଫୁରସତ

ପ୍ରବଳ ଥଣ୍ଡା: ଏଠାରେ ହିଟିଂ ଗ୍ୟାରେଜ୍‌ରେ ଗରମ ହୁଏ ଗାଡ଼ି ଗିୟର ବକ୍ସ୍‌….

ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ ସେଲସିୟସ୍‌ ହୋଇଥାଏ। ଏବେ ଏଠାକାର ତାପମାତ୍ରା ମାଇନସ୍‌ ୪୪ ଡିଗ୍ରୀ ରହିଛି। ଏଠାରେ ସୂର୍ଯ୍ୟ ଶୀତଦିନରେ ମାତ୍ର ୩ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାନ୍ତି। ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ବସବାସ କରନ୍ତି। ଆର୍କଟିକ୍‌ ସର୍କଲଠାରୁ ୩୫୦ କିମି ଦୂର ଏହି ଅଞ୍ଚଳର ମାଟି ତଳେ ପ୍ରଚୁର ପରିମାଣର ସୁନା, ହୀରା, କୋଇଲା ଆଦି ରହିଛି। ଏଠାରେ ସ୍କୁଲ, ହସ୍ପିଟାଲ, ପୋଷ୍ଟ ଅଫିସ୍‌, ବ୍ୟାଙ୍କ ଆଦି ରହିଛି। ଏତେ ଥଣ୍ଡାରେ ମଧ୍ୟ ପିଲା ସବୁଦିନ ସ୍କୁଲ ଯାଆନ୍ତି। ଏଠାକୁ ବୁଲିବା ପାଇଁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ପ୍ରବଳ ଥଣ୍ଡା ଯୋଗୁ ଗାଡ଼ିର ଇଞ୍ଜିନ୍‌ ଅଏଲ୍‌ ଜମାଟ ବାନ୍ଧି ଯାଇଥାଏ। ଫଳରେ ଗିୟର ବକ୍ସ୍‌ ଥଣ୍ଡାରେ ଜମି ଯାଏ। ତେଣୁ ଏଠାରେ ପ୍ରତି ୨-୩ କିଲୋମିଟର ମଧ୍ୟରେ ହିଟିଂ ଗ୍ୟାରେଜ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବୟସ୍କ ବିଲେଇ

ନିକଟରେ ବ୍ରିଟେନରେ ରହୁଥିବା ଏକ ବିଲେଇ ନିଜର ୨୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛି। ବିଶ୍ୱର ସବୁଠାରୁ ବୟସ୍କ ବିଲେଇ ଭାବେ ଏହି ବିଲେଇର ନାଁ...

ଅନ୍ୟକୁ ବଞ୍ଚାଇ ନିଜେ ଚାଲିଗଲେ

୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି...

ବାପାଙ୍କ ପାର୍ଥିବ ଶରୀର ଆଗରେ ଗ୍ଲାମରସ୍‌ ପୋଜ୍‌ ଦେଲେ ଯୁବତୀ, ଆଉ ତା’ପରେ…

ସୋସିଆଲ ମିଡିଆରେ ଜଣେ ଆମେରିକୀୟ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ଯୁବତୀଙ୍କ ଜଣଙ୍କ ନିଜ ବାପାଙ୍କ ପାର୍ଥିବ ଶରୀର ନିକଟରେ ଗ୍ଲାମରସ୍‌ ଅନ୍ଦାଜରେ ପୋଜ...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ନୂଆ ଘୋଡ଼ାନାଲ

ଆଇଆଇଟି କାନପୁରର ଗବେଷକମାନେ ଘୋଡ଼ାନାଲ ନିର୍ମାଣ କରିବାର ଏକ ନୂଆଜ୍ଞାନ କୌଶଳ ବିକାଶ କରିଛନ୍ତି। ଏହିି ଜ୍ଞାନ କୌଶଳ ସମ୍ପର୍କରେ ଆଇଆଇଟି କାନପୁରର ପ୍ରାଧ୍ୟାପକ ଏନଏସ୍‌...

କାଇଲିଙ୍କ ସିଂହ ଗାଉନ୍‌

ପ୍ୟାରିସ୍‌: ଚିଆପାରେଲିରେ ଅନୁଷ୍ଟିତ ପ୍ୟାରିସ ଫ୍ୟାଶନ୍‌ ଓ୍ବିକ୍‌ରେ ରିଆଲିଟି ଶୋ’ ସେଲିବ୍ରିଟି କାଇଲି ଜେନର୍‌ଙ୍କ ଗାଉନ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୋମବାର ଏହି କାର୍ଯ୍ୟକ୍ରମରେ ବହୁ...

୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି...

ପ୍ରେମ ଦିବସ ପାଇଁ ଗୋଲାପ ଆମଦାନୀ ବ୍ୟାନ୍‌

ଟୋକିଓ: ନେପାଳ ସରକାର ନିକଟରେ ପ୍ରେମ ଦିବସ ପାଇଁ ଭାରତ ଏବଂ ଚାଇନାରୁ ଗୋଲାପ ଆମଦାନୀ ବ୍ୟାନ୍‌ କରିଥିବା ଘୋଷଣା କରିଛି। ରିପୋର୍ଟ ଅନୁସାରେ, ଆସନ୍ତା...

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

Advertisement
Archives

Model This Week