ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍
ଢାକା,୨୮।୧୨: ସମସ୍ତଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍ ରହିଥାଏ। ତେବେ ବାଂଲାଦେଶରେ ବାସ କରୁଥିବା ଏକ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍ ନାହିଁ। ପିଢ଼ି ପରେ ପିଢ଼ି ଏଭଳି ଜାରି ରହିଛି। ଜିନ୍ ଗତ ତ୍ରୁଟି ଯୋଗୁ ଏଭଳି…
‘ଜାରା’ ବ୍ରାଣ୍ଡର ଏହି ସ୍ବେଟରକୁ ଦେଖି ଲୋକେ କହୁଛନ୍ତି ‘ଚିରା କପଡ଼ା’: ଦାମ ଦେଢ଼ ହଜାରରୁ ଅଧିକା
ଶୀତ ଆସିଲେ ସ୍ବେଟର ଖୋଜାପଡେ। ପୁରୁଣା ପିନ୍ଧିବାକୁ ମନ ନହେଲେ ଟ୍ରେଣ୍ଡ ଅନୁଯାୟୀ କିଣିବାକୁ ହୁଏ। ହେଲେ ଜଣେ ଯୁବତୀ ଏକ ଅଜବ ସ୍ବେଟର ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଆପଣ ଯଦି ତାହା ଦେଖିବେ କାହିଁକି ସେ ଶୀତବସ୍ତ୍ରଟିକୁ ପିନ୍ଧିଛନ୍ତି ଭାବିବେ।…
ଏସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ମେଡ୍ ଫର୍ ଇଚ୍ ଅଦର…
ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ । ଏପରି କିଛି ରାଶି ଅଛି ଯାହାଙ୍କ ମେଳକ ବହୁତ ପରଫେକ୍ଟ…
ଏସବୁ ଅଙ୍ଗ କୁହେ ନାରୀଙ୍କ ମନ କଥା…
ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍ ସହଜରେ ନାରୀଙ୍କ ମନକଥା ଜାଣିହେବ । ନାରୀଙ୍କ ଶରୀରର କିଛି ନିଦ୍ଦିଷ୍ଟ ଅଙ୍ଗ ସେମାନଙ୍କ…
ପତ୍ର ଖାଇ ପାରିଲାନି: ରାଗରେ ୩୮ ସେକେଣ୍ଡରେ ବିରାଟ ଗଛ ଉପାଡ଼ିଲା ହାତୀ, ଦେଖନ୍ତୁ ଭିଡିଓ
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି, ଏକ ହାତୀ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡ଼ି ପକାଉଛି। ହାତୀର ଏପରି ଶକ୍ତି ଦେଖି ସୋସିଆଲ ମିଡିଆରେ କେହି କେହି ତାଙ୍କୁ ଜେସିବି…
୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍
ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ ମଧ୍ୟ ଯୁବାବସ୍ଥା ଅନୁଭବ କରିହେବ। ଭିଏନାର ଜଣେ ବୃଦ୍ଧଙ୍କ ସହ ଏମିତି ଘଟିଛି। ଓଟୋକାର…
ପୁରୁଣା ଟିଭି ସେଟ୍ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ
ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି ସେଟ୍ ଖୋଳରେ ଘର ତିଆରି କରିଛନ୍ତି। ଅଭିଜିତ୍ ଦୋଓ୍ବାରାହ ନାମକ ଏହି ଯୁବକ…
ନା ଫଳ ନା ପରିବା
ଝୁଡିରେ ରଖାଯାଇଥିବା ତାଜା କମଳା ହେଉ କି ସଦ୍ୟ ଖୋଳା ହୋଇ ଅଣାଯାଇଥିବା ଆଳୁର ଏହି ଫଟୋ ଦେଖି ଭାରି ଇଚ୍ଛା ହେଉଥିବ ଏମିତି ତାଜା ଫଳ ଓ ପନିପରିବା ମିଳନ୍ତା କି! କିନ୍ତୁ ଜାଣି ରଖନ୍ତୁ ଏସବୁ ସତସତିକା ନୁହେଁ।…
ମହାକାଶରେ ମୂଳା ଚାଷ
ଟେକ୍ନୋଲୋଜିରେ ଆଜିକାଲି ଅବିଶ୍ୱସନୀୟ ବିକାଶ ଘଟିଲାଣି। ପୂର୍ବରୁ କୁହାଯାଉଥିଲା ମହାକାଶରେ ପନିପରିବା ହୋଇପାରିବ ନାହିଁ। କିନ୍ତୁ ଏବେ ଏହା ସମ୍ଭବ ବୋଲି ଜଣାପଡିଛି। ନାସାର ମହାକାଶଚାରୀ ଓ ଫ୍ଲାଇଟ ଇଞ୍ଜିନିୟର କେଟ୍ ରୁବିନ୍ସ ମହାକାଶରେ ମୂଳା ଗଛ ଲଗାଇବାରେ ସଫଳ ହୋଇଛନ୍ତି।…
ଗୋଟିଏ ନିଃଶ୍ୱାସରେ ୬୬୨ ଫୁଟ ଗଭୀର ପାଣିରେ ପହଁରିଲେ ଯୁବକ
ଡେନମାର୍କର ଜଣେ ସନ୍ତରଣକାରୀ କେବଳ ଗୋଟିଏ ନିଶ୍ୱାସରେ ୬୬୨ ଫୁଟ ୮.୭ ଇଞ୍ଚ ପାଣିରେ ପହଁରି ଗିନିଜ ୱାଲର୍ଡ ରେକର୍ଡ କରିଛନ୍ତି। ଷ୍ଟିଗ ନାମକ ଏହି ସନ୍ତରଣକାରୀ ପାଣିରେ ରେକର୍ଡ ଭାଙ୍ଗୁଥିବା ଦୂରତାକୁ ପହଁରିବା ପାଇଁ ମାତ୍ର ଗୋଟିଏ ନିଶ୍ୱାସ ନେଇଥିଲେ।…
ପଟଚିତ୍ରରେ ପଟୀୟସୀ
ପଟଚିତ୍ର, ଟସର ଏବଂ ତାଳପତ୍ର ଖୋଦେଇ ଚିତ୍ର ତଥା ଫ୍ରେସ୍କୋ ଚିତ୍ରକଳା କ୍ଷେତ୍ରରେ ନିଜର ଦକ୍ଷତା ଓ ଚମକ ଦେଖେଇ ପାରିଥିବା ଜଣେ ଚିତ୍ରଶିଳ୍ପୀ ହେଲେ ବବିତା ସାହୁ। ତାଙ୍କର ଚିତ୍ରଗୁଡିକୁ ଦେଖିଲେ ଦେଖଣାହାରୀ ତଟସ୍ଥ ହେବାକୁ ବାଧ୍ୟ ହୁଏ। ସମନ୍ବୟ…
ମନୁଷ୍ୟ ଦୁଃଖ ପାଏ କାହିଁକି
ଏହାର ସମାଧାନ କିଏ କେତେ ପ୍ରକାର ଦେଲେ ବି ଉତ୍ତର କିନ୍ତୁ ଗୋଟିଏ l ଶାସ୍ତ୍ର, ପୁରାଣ ଓ ସାଧୁସନ୍ଥମାନଙ୍କ ମତରେ ମନୁଷ୍ୟ ନିଜ କର୍ମ ଫଳରୁ ହିଁ ଦୁଃଖ ପାଏ l ଜଣେ ଯଦି ଭଲ କାମ କରେ ତେବେ…

