ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ଧର୍ମେନ୍ଦ୍ର
ସାଧାରଣତଃ ଯେଉଁମାନେ ପ୍ରେମରେ ପଡ଼ନ୍ତି ସେମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ଏପରିକି ପ୍ରେମିକଟିଏ ପ୍ରେମିକାଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା କିମ୍ବା ତାରାଫୁଲରେ ଘର ସଜାଇବାକୁ ପ୍ରତିଶ୍ରୁତି ବି ଦେଇଥାନ୍ତି। ଏକଥା ଆମେ ଗୀତ ବା ଗପରେ ଶୁଣିଥିଲେ। ମାତ୍ର ବାସ୍ତବରେ…
ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଅଭିନେତ୍ରୀ ନମ୍ରତା ସିଂଦେଓ
ନୟାଗଡ଼ ଜିଲା ରାଜ-ରଣପୁର ରାଜପରିବାରର ମୁଁ ହେଉଛି ଜଣେ ଝିଅ। ବାପା ରବିନ୍ଦ୍ର କୁମାର ସିଂଦେଓ ଓ ମାମା’(ମା’) କାଦମ୍ବିନୀ ଦାଶ। ଚାକିରି କ୍ଷେତ୍ରରେ ବାପା, ମାମା’ଙ୍କର ବଦଳି ଯୋଗୁଁ ମୋର ସ୍କୁଲ୍ ପାଠପଢା ବିଭିନ୍ନ ସ୍ଥାନରେ ହୋଇଥିଲା। ଶେଷରେ ଢେଙ୍କାନାଳ…
ବଦଳୁଛି ସମୟ: ବଢୁଛି ଇଣ୍ଡୋରପ୍ଲାଣ୍ଟ
ପରିବେଶ ପରିସ୍ଥିତି ଏବେ ମଣିଷକୁ ବଦଳେଇ ଦେଇଛି। ମଣିଷ ଭିତରେ ଆସିଛି ପରିବର୍ତ୍ତନ, ଯାହାକୁ ନିହାତି ଭାବରେ ସକାରାତ୍ମକ କୁହାଯାଇପାରେ। କାରଣ ଗଛ କାଟୁଥିବା ମଣିଷ ଏବେ ଶୁଦ୍ଧବାୟୁଟିକେ ପାଇବା ପାଇଁ ପୁଣିଥରେ ଆରମ୍ଭ କରିଛି ଗଛ ଲଗାଇବା। ତେବେ ମାଳମାଳ…
ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!
ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ମହାଙ୍ଗା ପଡିଛି । ବେଲଜିୟମର ଏକ କେୟାର ହୋମରେ ଜଣେ ସାନ୍ତା…
କୋରିଆର କୃତ୍ରିମ ସୂର୍ଯ୍ୟ
ସିଓଲ: ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଅକ୍ଷୟ ଊର୍ଜା ସବୁ ସମୟରେ ଓ ସବୁ ସ୍ଥାନରେ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିବାରୁ କୃତ୍ରିମ ସୂର୍ଯ୍ୟ ତିଆରି ପାଇଁ ଗବେଷଣା ଜାରି ରହିଛି। ପୃଥିବୀ ଭିତରେ ମନୁଷ୍ୟକୃତ ଉପାୟରେ ବିଶାଳ ମାତ୍ରାରେ ଊର୍ଜା…
୨୦୦୦ ବର୍ଷ ପୁରାତନ ଜଳଖିଆ ଦୋକାନର ମିଳିଲା ସନ୍ଧାନ
ରୋମ୍,୨୭।୧୨: ଇଟାଲୀରେ ୨୦୦୦ ବର୍ଷ ପୁରାତନ ଏକ ଜଳଖିଆ ଦୋକାନର ସନ୍ଧାନ ମିଳିଛି। ଆଗ୍ନେୟଗରି ଉଦ୍ଗୀରଣରେ ଜଳଖିଆ ଦୋକାନଟି ଉତ୍ତପ୍ତ ତରଳ ଲାଭା ତଳେ ପୋତି ହୋଇ ଯାଇଥିଲା। ଏହାକୁ ପ୍ରତ୍ନତତ୍ତ୍ୱବିତ୍ମାନେ ଉଦ୍ଧାର କରିଛନ୍ତି। ଜଳଖିଆ ଦୋକାନରେ ଲୋକଙ୍କ ପାଇଁ ମୁଖ୍ୟତଃ…
ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ
ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି। ଏହି ଅଜବ ନିୟମ ପାଇଁ ଜାପାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଖାଲି ଏତିକି ନୁହେଁ,…
ନବବିବାହିତଙ୍କ ପାଇଁ କାହିଁକି ହୁଏ ହନିମୁନ୍…
ବୈବାହିକ ଜୀବନକୁ ନେଇ ପ୍ରତ୍ୟେକ ଯୁବତୀ ଯୁବକ କେତେ ସ୍ବପ୍ନ ଦେଖିଥାନ୍ତି । ବିବାହକୁ ସ୍ମରଣୀୟ କରିବା ପାଇଁ ସେମାନେ କରିଥାନ୍ତି ସବୁପ୍ରକାର ଚେଷ୍ଟା । ବିବାହ ପରେ ପ୍ରୀତି ଭୋଜନର ଆୟୋଜନ ସହିତ କରିଥାନ୍ତି ହନିମୁନ୍ ଯୋଜନା । ବିବାହ…
କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼
ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ। ବିଜେନ୍ଦ୍ରଙ୍କ ବାଡ଼ିରେ ଫଳିଥିବା ତରଭୁଜ ଆକାରର ଲେମ୍ବୁ…
ରାସ୍ତାରେ ଏହାକୁ ଦେଖି ପୁଅର ହାତ ଛାଡି ଦୌଡିଲା ଝିଅ, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ଏଠାରେ ଗାଈଙ୍କୁ ପିନ୍ଧାଯାଏ ଅନ୍ତଃବସ୍ତ୍ର, ଜାଣନ୍ତୁ କାହିଁକି
ସାଧାରଣତଃ ମହିଳାମାନେ ଅନ୍ତଃବସ୍ତ୍ର ପିନ୍ଧିଥାନ୍ତି। ମାତ୍ର ଦୁନିଆରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଗାଈମାନଙ୍କୁ ଅନ୍ତଃବସ୍ତ୍ର ପିନ୍ଧା ଯାଇଥାଏ। ଏହା କୌଣସି ଖୁସିରେ ନୁହେଁ ବରଂ ବାଧ୍ୟବାଧକତାରେ ପିନ୍ଧାଯାଏ। ସାଇବେରିଆରେ ପ୍ରବଳ ଥଣ୍ଡା ପଡୁଥିବାରୁ ଏଥିରୁ ରକ୍ଷା ପାଇବା ପାଇଁ…
ବେକରେ ହିରା ବେଲ୍ଟ ବାନ୍ଧି ଅଡି କାରରେ ବୁଲିଥାଏ ଏହି କୁକୁର
ଘରେ ଗୃହପାଳିତ ପଶୁ ଅବା କୁକୁର ରଖିବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି। ଏଥିମଧ୍ୟରୁ ଅଧିକାଂଶ ଘରର ସୁରକ୍ଷା ପାଇଁ କୁକୁର ରଖିଥାନ୍ତି। ବେଳେବେଳେ ଏହି କୁକୁର ଘରର ସଦସ୍ୟ ମଧ୍ୟ ପାଲଟି ଯାଇଥାଏ। ଘରର ସଦସ୍ୟ କୁକୁର ପାଇଁ ଅନେକ…

