ଗୋଟିଏ ନିଃଶ୍ୱାସରେ ୬୬୨ ଫୁଟ ଗଭୀର ପାଣିରେ ପହଁରିଲେ ଯୁବକ

ଡେନମାର୍କର ଜଣେ ସନ୍ତରଣକାରୀ କେବଳ ଗୋଟିଏ ନିଶ୍ୱାସରେ ୬୬୨ ଫୁଟ ୮.୭ ଇଞ୍ଚ ପାଣିରେ ପହଁରି ଗିନିଜ ୱାଲର୍‌ଡ ରେକର୍ଡ କରିଛନ୍ତି। ଷ୍ଟିଗ ନାମକ ଏହି ସନ୍ତରଣକାରୀ ପାଣିରେ ରେକର୍ଡ ଭାଙ୍ଗୁଥିବା ଦୂରତାକୁ ପହଁରିବା ପାଇଁ ମାତ୍ର ଗୋଟିଏ ନିଶ୍ୱାସ ନେଇଥିଲେ। ଏହି ସଫଳତା ହାସଲ କରିବାକୁ ସେ ୨ ମିନିଟ ୪୨ ସେକେଣ୍ଡ ପାଇଁ ନିଜର ନିଶ୍ୱାସ ବନ୍ଦ କରିଦେଇଥିଲେ ।

ଲାମାନଙ୍କୁ ପ୍ରେରଣା ଦେବା ଏବଂ ସମୁଦ୍ର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟିଗ ଏହି ପ୍ରୟାସ କରିଥିଲେ। ଯାହା ବର୍ତ୍ତମାନ ଏକ ରେକର୍ଡରେ ପରିଣତ ହୋଇଛି। ଗିନିଜ ୱାଲର୍‌ଡ ରେକର୍ଡସ ଷ୍ଟିଗଙ୍କ ପ୍ରୟାସର ତିନି ମିନିଟର ଲମ୍ବା ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ ବନ୍ଦ ହୋଇଯିବ।

ଷ୍ଟିଗ ଏକ କୌଶଳ ବ୍ୟବହାର କରିଥିଲେ ଯାହାକୁ ସେ ଶ୍ୱାସକ୍ରିୟା ବିଜ୍ଞାନ ବୋଲି କହିଥିଲେ। ସେ ନିଜ ପିତାମାତାଙ୍କ ପୁଷ୍କରିଣୀରେ ନିଶ୍ୱାସ ବନ୍ଦ କରି ପହଁରିବା ଅଭ୍ୟାସ କରୁଥିଲେ। ଏହି ଭିଡିଓକୁ ଶେୟାର କରିଥିବାରୁ ସେ ଗିନିଜ ୱାଲର୍‌ଡ ରେକର୍ଡକୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ସାରା ବିଶ୍ୱରେ ଲୋକମାନେ ସେମାନଙ୍କର “୨୦୨୦ ଡାଇଭ” ଭିଡିଓକୁ ସ୍ବାଗତ କରିଥିବାରୁ ମୁଁ ଖୁସି। ଆସନ୍ତୁ ପ୍ରତିକୂଳ ପରିସ୍ଥିତିରେ ସକରାତ୍ମକ ହେବା ଏବଂ ପୃଥିବୀର ସୁରକ୍ଷା ଏବଂ ଯତ୍ନ ନେବା।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ପେଟ୍‌: ଲାଇଫ୍‌ ଷ୍ଟାଇଲ୍‌ ଦେଖିଲେ କରିବେ ଇର୍ଷା…

ବଡ ବଙ୍ଗଳାରେ ରହିବା, ଦାମୀ ପୋଷାକ ପିନ୍ଧିବା, ସୁସ୍ବାଦୁ ଖାଦ୍ୟ ଖାଇ ଅୟସରେ ଜୀବନ ବିତେଇବାର ସ୍ବପ୍ନ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ...

ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା

ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ...

ଆମେରିକାରେ ବିରଳ ରୋଗ ଚିହ୍ନଟ

ଓ୍ବାଶିଂଟନ୍‌,୧୭।୭: ଆମେରିକାରେ ଏକ ନୂଆ ବିପଦ ଦେଖାଦେଇଛି। ଟେକ୍ସାସର ଜଣେ ରୋଗୀଙ୍କଠାରେ ଏକ ବିରଳ ରୋଗ ଚିହ୍ନଟ ହୋଇଛି। ଯାହା ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା...

ଚାଇନା ସବୁଠୁ ଧନୀ ଦେଶ, ପଛରେ ପଡ଼ିଲା ଆମେରିକା…

ବେଜିଂ,୧୬।୧୧: ଆମେରିକାକୁ ପଛରେ ପକାଇ ଚାଇନା ପୃଥିବୀର ସବୁଠୁ ଧନୀ ଦେଶ ପାଲଟିଛି। ଏହି ଲକ୍ଷ୍ୟ ହାସଲ କରିବାକୁ ଚାଇନାକୁ ୨୦ ବର୍ଷ ଲାଗିଛି। ମ୍ୟାନେଜମେଣ୍ଟ...

ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା...

ଲକ୍‌ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ

କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ...

ଭକ୍ତର ଅନୁଭୂତି: ଭକ୍ତି ଭାବରେ ବନ୍ଧା କାଳିଆସାଆନ୍ତ, ଭାବକୁ ନିକଟ ସେ ଯେ ଅଭାବକୁ ଦୂର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର ଭଗବାନ । ତାଙ୍କ ପାଖରେ ନଥାଏ ଜାତିଧର୍ମର ଭେଦଭାବ। ସେ...

ଟୁଇଟରରୁ ବାହାର କରିବା ପରେ ଏଲନ ମସ୍କ ପରାଗ ଅଗ୍ରୱାଲଙ୍କୁ ଦେଇପାରନ୍ତି ୩୨୫ କୋଟିରୁ ଅଧିକ ଅର୍ଥ

ୱାଶିଂଟନ,୨୮ ।୧୦: ଉଦ୍ଦ୍ୟୋପତି ଏଲନ ମସ୍କ ଟୁଇଟରର ନୂଆ ମାଲିକ ହୋଇଛନ୍ତି । ସେ ସୋସିଆଲ ମିଡିଆ କମ୍ପାନୀ ଟୁଇଟରର ମାଲିକ ହେବା ପରେ ମସ୍କ...

Advertisement
Archives

Model This Week