ଫୁରସତ

କରୋନା ଟିକା ନେବାକୁ ଆସି ନର୍ସଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବକ, ଭାଇରାଲ ହେଲା ଭିଡିଓ

ଆମେରିକାରେ କରୋନା ଟିକା ନେବାକୁ ଆସିଥିବା ଜଣେ ଯୁବକ ନର୍ସଙ୍କୁ ନିଆରା ସର୍‌ପ୍ରାଇଜ୍‌ ଦେଇଛନ୍ତି। ୩୧ ବର୍ଷୀୟ ମେଡିକାଲ ଆସିଷ୍ଟାଣ୍ଟ ରବି ଭାର୍ଗସ କୋର୍ଟେସ ଏବଂ ବୃତ୍ତିରେ ଜଣେ ନର୍ସ ଏରିକ୍‌ ଭର୍ଡେରଲି ୫ ବର୍ଷ ଧରି ସମଲିଙ୍ଗୀ ରିଲେସନଶିପ୍‌ରେ ଥିଲେ।…

ଏକାସାଙ୍ଗରେ ଜଣେ ମହିଳାଙ୍କ ସନ୍ତାନର ପିତା ହେବାକୁ ଚାହୁଁଛନ୍ତି ଏହି ଦୁଇ ବନ୍ଧୁ

ବ୍ରାଜିଲର ଦୁଇଜଣ ଭଲ ବନ୍ଧୁ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି। ଗତ ଦେଢ଼ ବର୍ଷ ଧରି ଏହି ତିନି ଜଣ ପରସ୍ପରକୁ ଡେଟ୍‌ କରୁଛନ୍ତି। ତିନିଜଣ ସ୍ତ୍ରୀ-ସ୍ବାମୀଙ୍କ ପରି ରେଷ୍ଟୁରାଣ୍ଟ ଏବଂ ଡେଟ୍‌ରେ ଯାଆନ୍ତି। ଯଦିଓ ସେମାନଙ୍କୁ ଲୋକମାନଙ୍କର ଅଜବ ପ୍ରତିକ୍ରିୟାର…

ଏଠି ଚପଲ ପିନ୍ଧିବା ମନା

ଆଜିକାଲି ଜୋତା, ଚପଲ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଖାଲି ବାହାରେ ନୁହେଁ ଘରେ ବି ଚପଲ ପିନ୍ଧିବା ସାଧାରଣ କଥା ହୋଇଗଲାଣି। ଖାଲି ଯାହା କୌଣସି ମନ୍ଦିର ଅବା କୌଣସି ପବିତ୍ର ସ୍ଥାନକୁ ଗଲେ ଚପଲ ପିନ୍ଧାଯାଏ ନାହିଁ। ହେଲେ…

ଆସିଛି ପର୍ଯ୍ୟଟନ ଋତୁ: ବୁଲି ଯାଆନ୍ତୁ କର୍ନାଟକରେ ପକ୍ଷୀ ବିହାର

ବେଶ୍‌ କିଛିଦିନର ବ୍ୟବଧାନ ପରେ କର୍ନାଟକକୁ ପୁନର୍ବାର ପର୍ଯ୍ୟଟକ ଭ୍ରମଣ ନିମନ୍ତେ ଯିବା ଲାଗି ଅନୁମତି ମିଳିଗଲାଣି। ତେଣୁ ଧୀରେ ଧୀରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଶୀତଦିନେ କର୍ନାଟକରେ ପକ୍ଷୀ ବିହାର କରିବାର…

ଅଜବ କାକ୍‌ଟସ୍‌

କାକଟସ୍‌ ସାଧାରଣତଃ କଣ୍ଟା ଜାତୀୟ ଓ ଦେଖିବାକୁ ଖୁବ୍‌ ଆକର୍ଷଣୀୟ । କେବଳ ବଗିଚା ନୁହେଁ ଏହାକୁ ଘର ଭିତରେ ମଧ୍ୟ ଲଗାଯାଇଥାଏ। ତେବେ ଏମିତି କିଛି କାକଟସ୍‌ ଅଛି, ଯାହାକୁ ଦେଖିଲେ ଆଦୌ ଲାଗିବ ନାହିଁ ଯେ, ଏହା କାକ୍‌ଟସ୍‌…

ପ୍ରଥମ ଦରମା ଟଙ୍କାରେ ନୂଆ ପ୍ୟାଣ୍ଟ ଶାର୍ଟ କିଣିଥିଲି: ଡ.ଶ୍ୟାମସୁନ୍ଦର ରଥ

ପୁରୀ ଜିଲ୍ଲା ଗୌଡବାଡ ସାହିରେ ମୋ ଜନ୍ମ। ଏସ୍‌ ସିଏସ୍‌ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରି ବାଣୀବିହାରରେ ଏମ୍‌.ଏ ପଢିବାକୁ ଆଡମିସନ୍‌ ନେଇଥିଲି। କିନ୍ତୁ ଯେହେତୁ ମୁଁ କଲେଜ କ୍ୟାରିୟରରେ ଓ୍ବେଟ୍‌ ଲିଫ୍ଟିଂରେ ୩ଥର ଗୋଲ୍ଟ ମେଡାଲ୍‌ ପାଇବା ସହ…

ପର୍ଯ୍ୟଟନର ଗାଁ

ଓଡ଼ିଶାରେ ରହିଛି ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ପୁଣି ଏମିତି କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ହୋଇପାରେ । ଏହାକୁ ଗ୍ରାମ୍ୟ ପର୍ଯ୍ୟଟନ କୁହାଯାଇପାରେ। ଏପରି ସ୍ଥାନକୁ କେମିତି ଯିବା, କ’ଣ ଦେଖିବା, ଖାଦ୍ୟ ଓ ରହଣିର ସୁବ୍ୟବସ୍ଥା…

ଶନି ମହାଗ୍ରହଙ୍କ ଯୋଗୁ ମିଳେ ପ୍ରଶାସନିକ ସେବା…

ସରକାରୀ ନିଯୁକ୍ତି ପାଇଁ ସଭିଙ୍କ ମନରେ ଥାଏ ଆଗ୍ରହ। ତେବେ ଘରୋଇ ହେଉ କିମ୍ବା ସରକାରୀ ନିଯୁକ୍ତି ଉଭୟ କ୍ଷେତ୍ରରେ ଜାତକରେ ଶନି ମହାଗ୍ରହଙ୍କ ସ୍ଥିତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶନିଙ୍କ ଯୋଗକାରକ ସ୍ଥିତି ଦ୍ୱାରା ଜାତକରେ ପ୍ରଶାସନିକ…

ପାହାଡ଼ ଶୀର୍ଷରେ ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ, ଖୁସିରେ ଆତ୍ମହରା ହୋଇ ୬୫୦ ଫୁଟରୁ ଖସିଗଲା ଗୋଡ଼; ଆଉ ତା’ ପରେ…

ପ୍ରେମରେ ପଡ଼ିଥିବା ପ୍ରେମୀଯୁଗଳ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଯେତେବେଳେ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥାନ୍ତି ସେତେବେଳେ ପ୍ରେମିକାଙ୍କ ପାଦ ତଳେ ଲାଗେନି। କିନ୍ତୁ ଅଷ୍ଟ୍ରିଆର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବା ଭାରି ପଡ଼ିଛି। ପ୍ରେମିକ…

ଆଇନା ଚିହ୍ନାଇ ଦିଏ ନିଜକୁ …

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର…

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ ନ କରିବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ଆମେରିକାରେ ରହୁଥିବା ଜଣେ ଯୁବକ ତାଙ୍କର ପୂର୍ବତନ ମାଲିକଙ୍କୁ ଲଗାତର ମାରିଦେବାର ଧମକ ଦେଉଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। କାରଣ ୨୯ ବର୍ଷୀୟ ସାଲେବ ବୁର୍ଜାକ୍‌ ଫେସ୍‌ବୁକ୍‌ରେ ତାଙ୍କ ପୂର୍ବତନ ମାଲିକଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ମାତ୍ର…

ଏହି ଦେଶରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟଙ୍ଗା ଯାଇ ପାଳନ କରାଯାଏ ନୂଆବର୍ଷ, କାରଣ ଜାଣିଲେ…

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri