ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପହଞ୍ଚି ଗଲେ ମୃତବ୍ୟକ୍ତି, ଚକିତ ହେଲେ କର୍ମଚାରୀ; ଆଉ ତା’ ପରେ..
ପାଟଣା: କେବେ ଆପଣ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ମୃତଦେହ(ଶବ) ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଛି। ହୁଏତ ନା। କିନ୍ତୁ ଏପରି ଏକ ସତ୍ୟ ଘଟଣା ବିହାରର ପାଟଣାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତବ୍ୟକ୍ତି ନିଜର ଅନ୍ତିମ ସଂସ୍କାର…
ପ୍ରବଳ ଶୀତରେ ରେଜେଇ ଘୋଡ଼େଇ ହୋଇ ଶୋଇଥିଲେ ଏହି ବ୍ୟକ୍ତି, କୁକୁଡ଼ା ଆସି ଯାହା କଲା ଭିଡିଓ ଦେଖିଲେ ହସିହସି ଗଡ଼ିବେ
ଭାରତରେ ବର୍ତ୍ତମାନ ବହୁତ ଶୀତ ପଡ଼ିଛି। ସକାଳୁ ଉଠିବାକୁ ମନ ଚାହୁଁନି। ଏପରିକି ଉଠିବାରେ ବିଳମ୍ବ ହେଉଛି ମଧ୍ୟ। ଆଲାର୍ମ ବାଜି ବାଜି ବନ୍ଦ ହୋଇଗଲେ ବି ନିଦ ସହଜରେ ଭାଙ୍ଗୁନି। ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ଶୀଘ୍ର ଉଠିବେ ବୋଲି…
ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରି ‘ବିବାହିତ ପ୍ରେମିକ’ଙ୍କୁ କିଣିଲେ ପ୍ରେମିକା, କାରଣ ଜାଣିଲେ..
ଆଗରୁ କୁହାଯାଉଥିଲା ପ୍ରେମକୁ ଟଙ୍କାରେ କିଣି ହେବ ନାହିଁ। ହେଲେ ଆଜିକାଲିର ସମୟରେ କିଛି ବି ସମ୍ଭବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ପାଇଁ ଦେଢ଼ କୋଟି…
ଭିଜା ପାଇଁ ୮୧ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କଲେ ଯୁବକ
କାଏରୋ,୭।୧: ଇଜିପ୍ଟରେ ଜଣେ ୩୬ ବର୍ଷ ବୟସ୍କ ଯୁବକ ଭିଜା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ମହମ୍ମଦ ଅହମ୍ମଦ ଇବ୍ରାହିମ୍ ନାମକ ଏହି ଯୁବକ ୮୧ ବର୍ଷ…
ସୁନାର ବର୍ଗର
ବର୍ଗର ଆଜିକାଲି ପିଲାଙ୍କର ଖୁବ୍ ପସନ୍ଦ । ବିଶ୍ୱରେ ଏମିତିବି କେତେ ଲୋକ ଅଛନ୍ତି ଯେଉଁମାନଙ୍କର ବର୍ଗର ସବୁଠାରୁ ଅଧିକ ପସନ୍ଦ । ତେବେ ଭାରତରେ ଏହି ବର୍ଗର ୧୦ରୁ ୫୦୦ ଟଙ୍କା ମଧ୍ୟରେ ମିଳି ଯାଇଥାଏ । ହେଲେ ୪,୩୩୦…
କାର୍ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…
ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି ଏକ ଦେଶ ହେଉଛି ଅଷ୍ଟ୍ରେଲିଆ। ଏହାକୁ ବିଚିତ୍ର ଦେଶ କୁହାଯାଏ। ଏବେ ଏକ ଅଜବ…
ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର
ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍ ଅଥବା ହାଫଥୋର ଜନ୍ସନ୍ ହୋଇପାରେ। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜକୁ ସବୁଠାରୁ ଶକ୍ତିଶାଳୀ…
ଆକାଶରେ ନଜର ଆସିଲା ନୀଳ ରଙ୍ଗର ୟୁଏଫ୍ଓ ! ଏଲିୟନ ଆସିଥିବା ଭାବି କ୍ୟାମେରାରେ କଏଦ କଲେ ଲୋକେ
ୱାଶିଂଟନ: ମହାକାଶରେ ଜୀବନ ତଥା ଏଲିୟନଙ୍କ ସତ୍ତାକୁ ନେଇ ଗବେଷଣା କରାଯାଉଛି। ଅନେକ ସମୟରେ ଏଲିୟନମାନେ ପୃଥିବୀକୁ ଆସୁଥିବାର ଚର୍ଚ୍ଚା ହୁଏ। ଏହା କେତେ ସତ କେତେ ମିଥ୍ୟା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାରମ୍ବାର ୟୁଏଫ୍ଓକୁ ଦେଖିବାକୁ ନେଇ…
ଏମିତି ଦେଶ, ଯେଉଁଠି ଝିଅଙ୍କୁ ବିବାହ କରିଥାନ୍ତି ବାପା
ଯେକୌଣସି ଦେଶରେ ସୁରୁଖୁରୁରେ ଚାଲିବା ପାଇଁ ସଠିକ୍ ଆଇନ ଏବଂ ଶୃଙ୍ଖଳା ଜରୁରୀ। ଯଦି କୌଣସି ଉପଯୁକ୍ତ ଆଇନ ଏବଂ ଶୃଙ୍ଖଳା ନ ରୁହେ ତେବେ ଏହା ସମସ୍ୟାକୁ ବଢ଼ାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ସମାଜର ସମସ୍ୟାକୁ…
ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ
ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ନେଉଛି।…
ସାଇକେଲରେ ଡ୍ରାଏ ରନ୍ ଟିକା
ବାରାଣସୀ, ୬ା୧: କୋଭିଡ୍-୧୯ ଟିକାକରଣକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯିବାକୁ ସାରା ଦେଶରେ ଡ୍ରାଏରନ୍ କରାଯାଉଛି। ତେବେ ଉତ୍ତରପ୍ରଦେଶରେ ଏଥିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରାଣସୀରେ ଟିକାକୁ ସାଇକେଲରେ ବୁହାଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ…
ଦେଢ଼ କୋଟିରେ ପ୍ରେମିକଙ୍କୁ କିଣିଲେ
ନୂଆଦିଲ୍ଲୀ, ୬ା୧: ଜଣେ ବିବାହିତ ଯୁବକଙ୍କୁ ଦେଢ଼ କୋଟି ଟଙ୍କା ବଦଳରେ ତାଙ୍କ ସ୍ତ୍ରୀଙ୍କଠାରୁ କିଣି ନେଇଛନ୍ତି ପ୍ରେମିକା। ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ଝିଅ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେବା ପରେ…
Archives


