Posted inଫୁରସତ

ସୁନାର ବର୍ଗର

ବର୍ଗର ଆଜିକାଲି ପିଲାଙ୍କର ଖୁବ୍ ପସନ୍ଦ । ବିଶ୍ୱରେ ଏମିତିବି କେତେ ଲୋକ ଅଛନ୍ତି ଯେଉଁମାନଙ୍କର ବର୍ଗର ସବୁଠାରୁ ଅଧିକ ପସନ୍ଦ । ତେବେ ଭାରତରେ ଏହି ବର୍ଗର ୧୦ରୁ ୫୦୦ ଟଙ୍କା ମଧ୍ୟରେ ମିଳି ଯାଇଥାଏ । ହେଲେ ୪,୩୩୦ ଟଙ୍କାର ବର୍ଗର କଥା ଶୁଣିଲେ କାନକୁ ଟିକେ ଅଡୁଆ ଲାଗୁଛି ନା । ତେବେ ଏହି ଦାମୀ ବର୍ଗର ମିଳୁଛି ଆମେରିକାରେ । ସେଠାରେ ଥିବା ଏକ ରେସ୍ତାରାଁରେ ଏହି ବର୍ଗରର ଦାମ୍ ରହିଛି ୫୯ ଆମେରକୀୟ ଡଲାର ବା ୪,୩୩୦ ଟଙ୍କା । ଅସଲ କଥା ହେଲା ଏହି ବର୍ଗରରେ ସୁନାର ଏକ କୋଟିଂ ଦିଆଯାଇଛି । ଯାହାକୁ ଗୋଲଡେନ୍ ବର୍ଗର ବା ୨୪ କ୍ୟାରେଟ ବର୍ଗର ବୋଲି କୁହାଯାଉଛି । କଲମ୍ବିଆର ବୋଗୋଟାରେ ଏକ ରେସ୍ତୋରାଁରେ ଏହି ବର୍ଗର ବିକ୍ରି କରାଯାଉଛି । ଏହା ବ୍ୟତୀତ ଏହି ରେସ୍ତୋରାଁରେ ବିଶ୍ୱର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ । ଗ୍ରାହକଙ୍କୁ ଅକୃଷ୍ଟ କରିବା ଲାଗି ସେଠାରେ ଏହି ସୁନା ବର୍ଗର ବିକ୍ରି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚୋର ନୁହେଁ ସୁନା ଚେନ୍‌ ଟେକି ନେଇଗଲେ ପିମ୍ପୁଡି, ଭାଇରାଲ ଭିଡିଓ ଦେଖିଲେ…

ଆପଣ ଅନେକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ଦେଖିଥିବେ। ହେଲେ ଆମେ ପିମ୍ପୁଡ଼ିଙ୍କର ସୁନା ଚୋରି କଥା କହିବୁ, ଯାହାକୁ ଦେଖି ଚକିତ ହେବା ସ୍ବାଭାବିକ। ବର୍ତ୍ତମାନ...

ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ

‘ପୀରତି ତୋର ଦୂରୁ ଜୁହାର, ଅଠାକାଠି ପରି ଲାଗୁଛି। କହନା ମତେ ଆଉ ସେକଥା ଗୋଡ଼ହାତ ତୋର ଧରୁଛି।’ ପୁଣି ‘ଏମିତି ରାତି ଏ ଯେ...

ଅଧିକାଂଶ ଏରୋପ୍ଲେନ୍‌ର ରଙ୍ଗ ଧଳା କାହିଁକି

କେବେ ଏରୋପ୍ଲେନ୍‌ରେ ଯାତ୍ରା କରିଛନ୍ତି କି? ଯଦି ହଁ ତେବେ ନିଶ୍ଚିତ ଦେଖିଥିବେ ଅଧିକାଂଶ ଏରୋପ୍ଲେନ୍‌ର ରଙ୍ଗ ଧଳା। ମନକୁ ବହୁବାର ପ୍ରଶ୍ନ ମଧ୍ୟ ଆସିଥିବ...

ଭଙ୍ଗା ହୃଦୟରେ ଲେଖିଥିବା କବିତା ୩ କୋଟି ୮୯ ଲକ୍ଷ ଟଙ୍କାରେ ବିକ୍ରି

କୁହାଯାଏ ଯେ, ବେଳେବେଳେ ହୃଦୟର ଯନ୍ତ୍ରଣା ତୁମର ମୂଲ୍ୟ ବଢାଇଥାଏ। ଲଣ୍ଡନର ବାସିନ୍ଦା ଆର୍କ ହେଡ୍ସଙ୍କ ସହ ସମାନ ଘଟଣା ଘଟିଛି। ଛାଡପତ୍ରର ଦୁଃଖ ତାଙ୍କ...

ମଙ୍ଗଳ-ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ କବକରେ ହେବ ଘର…

ନ୍ୟୁୟର୍କ, ୧୮।୧: ମଙ୍ଗଳ ଏବଂ ଚନ୍ଦ୍ରରେ ବସତି ସ୍ଥାପନ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଠାରେ କିଭଳି ଘର ନିର୍ମାଣ କଲେ ସୁବିଧା ହେବ...

ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍‌ ଦେଲା ସୂଚନା…

ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍‌ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ...

ପ୍ରଥମ ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି

ଲେଖିକା ତଥା ପ୍ରାଧ୍ୟାପିକା ମିନତି ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କେନ୍ଦ୍ରାପଡା ଜିଲା ମାର୍ଶାଘାଇଠାରେ ମୋ ଜନ୍ମ। ମାର୍ଶାଘାଇ ବାଳିକା ଉଚ୍ଚ...

ଜନ୍ମାଷ୍ଟମୀରେ ପୁଅ ଜନ୍ମ ହେବାରୁ ନାଁ ‘କୃଷ୍ଣ’ଦେଲେ ଏହି ମୁସଲମାନ ବ୍ୟକ୍ତି: ଆଉ ତା ପରେ..

ରାଜନୈତିକ ପ୍ରରୋଚନା ଆଳରେ ସମାଜରେ ଧର୍ମ ନାମରେ ଦଙ୍ଗା ହେବାର ନଜିର ରହିଛି। ହେଲେ ଆଜି ବି ହିନ୍ଦୁ ମୁସଲମାନମାନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସମନ୍ବୟ ପୂର୍ବଭଳି...

Advertisement
Archives

Model This Week