ପ୍ରଥମ ରୋଜଗାର ଦରମା ଟଙ୍କାରେ ମା’ଙ୍କୁ କାନଫୁଲ କିଣିକି ଦେଇଥିଲି
ସାମାଜିକ କର୍ମୀ ପୀତାମ୍ବର ରାଉତ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଗାଁରେ ମୋର ଜନ୍ମ। ଚାରି ଭାଇଭଉଣୀ (ଗୋଟିଏ ଭଉଣୀ ଓ ତିନି ଭାଇ) ଭିତରେ ମୁଁ ହେଲି ୨ୟ…
ମୂର୍ତ୍ତି ନୁହେଁ କେକ୍
ବିଭିନ୍ନ ଆକାର ଆକୃତିର କେକ୍ ଦେଖିଥିବେ। ହେଲେ ଆମେ ଏଠାରେ ଯେଉଁ କେକ୍ ସମ୍ପର୍କରେ କହୁଛୁ ତାହା ପ୍ରଥମ ନଜରରେ ମୂର୍ତ୍ତିଭଳି ଲାଗିବ। କିନ୍ତୁ ପ୍ରକୃତରେ ଏସବୁ ହେଉଛି କେକ୍। ଆଉ ଏସବୁକୁ ଏତେ ନିଖୁଣ ଓ ସୁନ୍ଦରଭାବେ କରାଯାଇଛି ଯେ,…
କରତ ଚକ ଲଗା ସାଇକେଲ
ବଡ଼ ବଡ଼ ଗଛ କାଟିବା ପାଇଁ ଗୋଲାକାର କରତର ବ୍ୟବହାର କରାଯାଏ। ତେବେ ଏହି ଧାରୁଆ କରତକୁ ଜଣେ ବ୍ୟକ୍ତି ଅସମ୍ଭବଭାବେ ଏକ ଭିନ୍ନ ଉପାୟରେ ବ୍ୟବହାର କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି କରତକୁ ନିଜ ସାଇକେଲର ଚକଭାବେ…
ଡେଭିଡ୍ ବେକହାମ୍ ମନ୍ଦିର
ଦେବଦେବୀଙ୍କ ମନ୍ଦିର ସହ ଅନେକ ସମୟରେ କିଛି ଅଜବ ମନ୍ଦିର ବି ସାରା ପୃଥିବୀରେ ଦେଖିବାକୁ ମିଳେ। କିଛି ସ୍ଥାନରେ ତ ଲୋକଙ୍କ ପ୍ରିୟ ତାରକା, ସେ ସିନେ ତାରକା ହୁଅନ୍ତୁ କି ଖେଳ ତାରକାଙ୍କ ମନ୍ଦିର ବି ରହିଛି। ସେହିଭଳି…
ଜେଲ୍ରେ ଗଞ୍ଜା
ବେଟିଂ କରି ଲୋକେ ଜେଲ୍ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍ ଯିବାକୁ ପଡିଛି। ୧୦ ଜାନୁୟାରୀ, ତେଲେଙ୍ଗାନାରେ ଘଟିଛି ଏହି ଘଟଣା। ସେବେଠାରୁ ଏହି ଦୁଇ…
ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର
ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।…
ମଡେଲ ପରି ଚାଲୁଛି ଗାଈ, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆରେ ଏକ ଗାଈର ଚାଲିବା ଷ୍ଟାଇଲ୍ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ ଆଉ କହିବେ ଏହା କେଉଁ ମଡେଲଠାରୁ ବି କମ୍ ନୁହଁ। ଭିଡିଓରେ ଗାଈଟି ରାସ୍ତାରେ ଧୀରେ ଧୀରେ ଚାଲୁଛି। ଆଉ ବେଳେବେଳେ ଗୋଡ଼…
ରାସ୍ତାରେ ବିଲେଇକୁ ଦେଖି ଏମିତି କଲା ହାତୀ: ଭିଡିଓ ଭାଇରଲ୍
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଏମିତି ଟାଟୁ କରି ଚର୍ଚ୍ଚାରେ ଏହି ଯୁବତୀ, ହାତରେ ଲେଖିଛନ୍ତି…
ସାଧାରଣତଃ ଯୁବପିଢ଼ିଙ୍କୁ ବର୍ତ୍ତମାନ ଟାଟୁ ମାନିଆ ଘାରିଛି। ସବୁଦିନେ କିଛି ନା କିଛି ଅଜବ ଟାଟୁକୁ ନେଇ ଚର୍ଚ୍ଚା ହୋଇଥାଏ। କେଉଁଠି ଟାଟୁର ସ୍ଥାନକୁ ନେଇ ତ ଆଉ କେଉଁଠି ଟାଟୁର ରଙ୍ଗକୁ ନେଇ। ଏହି ସମୟରେ ଏମିତି ଟାଟୁ ଚର୍ଚ୍ଚାକୁ…
ବଡ଼ ଝିଅର ଜୀବନ ବଞ୍ଚାଇବାକୁ ସାନକୁ ୧୦ ହଜାରରେ ବିକିଲେ ମା’ବାପା
ପ୍ରତ୍ୟେକ ମଣିଷ ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାନ୍ତି। କିନ୍ତୁ ଦରିଦ୍ର ଆଗରେ ବ୍ୟକ୍ତି ଅସହାୟ ହୋଇପଡ଼ନ୍ତି। ଏମିତି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ। ଏକ ଦମ୍ପତ୍ତି ସେମାନଙ୍କର ବଡ଼ ବର୍ଷ (୧୬ ବର୍ଷ)ର ଚିକିତ୍ସା ପାଇଁ ସାନ…
ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ
ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍ ନାମକ ସନ୍ଧାନୀ କୁକୁରକୁ ଫେବୃୟାରୀ ୨୪ରେ ରାଜକୀୟ ବିଦାୟ ଦିଆଯାଇଛି। ବମକ ଡିଟେକଶନ୍ ଆଣ୍ଡ…
ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର
ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ମିଶି ଏକ ପାହାଡ଼କୁ ସବୁଜ ସୁନ୍ଦର କରିବାରେ ସକ୍ଷମ ହୋଇପାରିଛନ୍ତି।…

