Advertisement

ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ

ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍‌ ନାମକ ସନ୍ଧାନୀ କୁକୁରକୁ ଫେବୃୟାରୀ ୨୪ରେ ରାଜକୀୟ ବିଦାୟ ଦିଆଯାଇଛି। ବମକ ଡିଟେକଶନ୍‌ ଆଣ୍ଡ ଡିସପୋଜାଲ୍‌ ସ୍କ୍ବାଡ୍‌ରେ କାମକରୁଥିବା ସ୍ପାଇକ୍‌ ପୋଲିସ ଗାଡ଼ିର ବନେଟ୍‌ ଉପରେ ବସାଇ ବେଲୁନ ଓ ଗୋଲାପ ଫୁଲରେ ସଜାଇ ପୋଲିସ ବିଭାଗ ବିଦାୟ ଦେଇଛି। ଏହି ଅନନ୍ୟ ବିଦାୟ ଉତ୍ସବ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ପାଇକ୍‌ ୨୦୧୦ରେ ନାସିକ ପୋଲିସ ବିଭାଗରେ ଯୋଗଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ଅଙ୍ଗରୁ ଚାଲିଛି ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ବିଶ୍ୱର ଅନେକ ଦେଶକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ...

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଆପ୍‌ରେ ଯୋଗଦେଲେ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ...

ଶରଦ ପାଓ୍ବାର-ଉଦ୍ଧବ ଠାକ୍‌ରେଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର...

କରୋନା ଭାଇରସ: ବନ୍ଦ ହେଲା କୁତବ ମିନାର, ଲାଲକିଲ୍ଲା

ନୂଆଦିଲ୍ଲୀ,୧୭।୩: ଚାଇନା ପରେ ଏବେ ଠିକଣା ବଦଳାଇବା ମୁଡରେ ରହିଛି କରୋନା ଭଇରସ। ଏବେ ଏହାର ଠିକଣା ଇଟାଲି କୁହାଯାଉଥିବା ବେଳେ ବିଶ୍ୱର ପ୍ରାୟ ୧୪୫...

କାର୍‌ରେ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୧୯।୮ : ଜଣେ ୨୨ ବର୍ଷୀୟା ମହିଳାଙ୍କୁ କାର୍‌ ଭିତରେ ୨ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରୁ। ମହିଳାଙ୍କୁ...

ଛେଳିର ଦାମ୍‌ ୫ ଲକ୍ଷ ଟଙ୍କା: କାନରେ ଲେଖାଅଛି ଏମିତି

ପଞ୍ଜାମର ସାଙ୍ଗରୁର ଗ୍ରାମର ଶେର ଖାନ ନାମକ ଏକ ଛେଳି ଏବେ ଚର୍ଚ୍ଚାରେ। ଇଦ୍‌ ପାଇଁ ଏହି ଛେଳିକୁ ନେବାପାଇଁ ଲୋକେ ଆଗେଇ ଆସିଛନ୍ତି। ଶେରକୁ...

ଚନ୍ଦ୍ରୟାନ-୩: ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ସମ୍ଭାବନା

ନୂଆଦିଲ୍ଲୀ,୮।୯: ଭାରତର ଚନ୍ଦ୍ରୟାନ-୨ ମିଶନ ବିଫଳ ହୋଇଛି। ତେବେ ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ-୩ ମିଶନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥିରେ ଭାରତ-ଜାପାନ ମିଳିତ ଭାବେ...

୨ କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ୩୦ ଲକ୍ଷରେ ଡାର୍କ ଓ୍ବେବ୍‌ରେ ବିକ୍ରି

ନୂଆଦିଲ୍ଲୀ,୯।୧୧: ଅନ୍‌ଲାଇନ୍‌ରେ ୨ କୋଟି ୟୁଜର୍ସଙ୍କ ଗୁପ୍ତତଥ୍ୟ ଚୋରି ହୋଇଥିବା ନେଇ ରିପୋର୍ଟ ସାଇବର ଇଣ୍ଟେଲଜେନ୍ସ୍‌ କମ୍ପାନୀ ସାଇବେଲ ପକ୍ଷରୁ ପ୍ରକାଶ ପାଇଛି। ହ୍ୟାକର ଗ୍ରୋସରୀ...

Advertisement
Archives

Model This Week