Posted inଫୁରସତ

ମଡେଲ ପରି ଚାଲୁଛି ଗାଈ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଗାଈର ଚାଲିବା ଷ୍ଟାଇଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ ଆଉ କହିବେ ଏହା କେଉଁ ମଡେଲଠାରୁ ବି କମ୍‌ ନୁହଁ।

ଭିଡିଓରେ ଗାଈଟି ରାସ୍ତାରେ ଧୀରେ ଧୀରେ ଚାଲୁଛି। ଆଉ ବେଳେବେଳେ ଗୋଡ଼ ଏପଟ ସେପଟ ପକାଇ ଏକ ମଡେଲ ପରି ଚାଲୁଛି। ଏହାର ଚାଲି ଦେଖିଲେ କହିବେ ଷ୍ଟେଜ୍‌ ଉପରେ ଗାଈଟି କ୍ୟାଟ୍‌ଓ୍ବାକ୍‌ କରୁଛି।

ଭିଡିଓଟିକୁ ‘BE yound7’ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଶେୟାର କରିଛନ୍ତି। ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଗତ ୨୨ ତାରିଖରେ ଶେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। କିଛି ୟୁଜର ଭିଡିଓ ଦେଖି ନିଜର ହସ ସମ୍ଭାଳି ନ ପାରିବା କହିବା ସହ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍‌ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍‌ କଥା...

ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…

ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ...

ବିବାହ କଲେ ଭିଡିଓ ଗେମ୍‌ ଗର୍ଲଫ୍ରେଣ୍ଡକୁ

ଭିଡିଓ ଗେମ୍‌ ଖେଳିବାକୁ ଅନେକେ ପସନ୍ଦ କରନ୍ତି। କେହି କେହି ତ ଏହି ଗେମ୍‌ ଖେଳିବାବେଳେ ସେହି ଦୁନିଆରେ ହିଁ ହଜିଯାନ୍ତି। ଭୁଲିଯାଆନ୍ତି ନିଜର ବାସ୍ତବିକ...

୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି।...

ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ

କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର...

ପ୍ରେମିକାଙ୍କ ସହ ରୋମାଣ୍ଟିକ୍‌ ଡିନର୍‌ କଲେ ଯୁବକ, ବିଲ୍‌ ୧୮ ହଜାର ଆସିବାରୁ…

ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ପ୍ରେମୀ ଯୁଗଳ ରୋମାଣ୍ଟିକ୍‌ ଡେଟ୍‌ରେ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ଖାଦ୍ୟ ଖାଇବା ସହ ମଦ ମଧ୍ୟ ପିଇଥିଲେ। ଏହାର ବିଲ୍‌...

ଜାଣିଜାଣି ମୃତ୍ୟୁ ମୁହଁକୁ ଆସୁଥିଲା କଇଁଛ, ଆଉ ତା’ ପରେ

ତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ...

Advertisement
Archives

Model This Week