ଫୁଡ୍ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ
ଅନ୍ଲାଇନ୍ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ତେବେ ଖାଦ୍ୟ ନେଇକି ଆସୁଥିବା ଡେଲିଭରୀ ବୟକୁ ସଠିକ୍ ଲୋକେଶନ…
ବିନା ଦୋଷରେ ଷଣ୍ଢଙ୍କୁ ପିଟୁଥିଲେ ବୃଦ୍ଧ, ପାଇଲେ ପାନେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…
ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ମାମଲାରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।…
ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ, ଭିଡିଓ ଭାଇରାଲ
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। ଏପରି ଲଢ଼େଇ ଆପଣ ଆଗରୁ କେବେ ଦେଖି ନ ଥିବେ। ଭିଡିଓରେ ଦେଖିବେ ଦୁଇଟି ଜିରାଫ ପାଖାପାଖି ଠିଆ…
ହୋମଓ୍ବାର୍କ କରିବା ବେଳେ ଝିଟିପିଟି ଉପରେ ଶୋଇପଡ଼ିଲେ ଶିଶୁ: ଉଠିବା ପରେ ଯାହା ଦେଖିଲେ…
ଘରେ ହୋମଓ୍ବାର୍କ କରୁକରୁ ଅନେକଙ୍କୁ ନିଦ ଲାଗିଥାଏ। ସେଭଳି ଏକ ଘଟଣା କ୍ରମରେ ଜଣେ ଶିଶୁ ପଢ଼ା ଟେବୁଲ ଉପରେ ଶୋଇ ପଡ଼ିଥିଲେ। ହେଲେ ଶୋଇବା ସମୟରେ ନୋଟବୁକ୍ ଉପରେ ଏକ ଝିଟିପିଟି ଥିଲା। ଏହା ସେ ଜାଣି ପାରି ନ…
ପବ୍ଜୀ ଖେଳୁଖେଳୁ ଯୁକ୍ତ ୨ ପଢ଼ୁଥିବା ଛାତ୍ରଙ୍କୁ ହୃଦୟ ଦେଇଦେଲେ ବିବାହିତା ମହିଳା; ଏବେ ଘର ଛାଡ଼ି ଫେରାର ହେବା ପରେ…
ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ି ସୋସିଆଲ ମିଡିଆ ପ୍ରେମରେ। ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଅନ୍ଲାଇନ୍ରେ କଟିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ ଜଣେ ଅନ୍ୟଜଣଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ପ୍ରେମ ସଫଳ ହୋଇଥିବା ବେଳେ…
ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ କଲେ ଦମ୍ପତି, ଦେବାକୁ ପଡ଼ିଲା ଏତିକି ଜରିମାନା
ବେଜିଂ,୨୬।୨: ଚାଇନାର ଏକ ଦମ୍ପତି ଚାଇଲ୍ଡ ପଲିସି ବା ଶିଶୁ ନୀତି ଉଲ୍ଲଂଘନ କରି ୭ ପିଲା ଜନ୍ମ କରିବା ସେମାନଙ୍କୁ ଭାରି ପଡ଼ିଛି। ଏହି ଦମ୍ପତି ଦୁଇ ସନ୍ତାନ ପରିବର୍ତ୍ତେ ୭ ସନ୍ତାନ ଜନ୍ମ କରିଥିବାରୁ ୧ ଲକ୍ଷ ୫୫…
ଲିଙ୍ଗ ପରିବର୍ତ୍ତନ କରି ଭଉଣୀ ହେଲେ ଯାଆଁଳା ଭାଇ
ବ୍ରାଜିଲରେ ରହୁଥିବା ୨ ଯାଆଁଳା ଭାଇ ସେମାନଙ୍କର ଅଧିକାଂଶ କାମ ଏକାଠି କରିଥାନ୍ତି। ଏବେ ଏହି ୨ ଭାଇ ଏକତ୍ରି ଟ୍ରାନ୍ସଜେଣ୍ଡର ଅପରେଶନ କରି ରେକର୍ଡ କରିଛନ୍ତି। ୧୯ ବର୍ଷୀୟ ଏହି ୨ ଭାଇ ଲିଙ୍ଗ ଅସ୍ତ୍ରୋପଚାର କରି ଝିଅ ହୋଇଛନ୍ତି।…
ଭାଇରାଲ ହେଉଛି ‘ବ୍ୟାଟେଲ୍ ଅଫ୍ ପ୍ରତାପଗଡ଼’ ଭିଡିଓ
ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଷ୍ଟ୍ରିଟ୍ ଫାଇଟ୍ର ଫୁଟେଜ। ଏଥର ମଧ୍ୟ ରାଜ୍ୟ ସମାନ। କିନ୍ତୁ ଯୁଦ୍ଧ ପୁରୁଷଙ୍କ…
୧୦୦ ଟଙ୍କାରୁ ମିଳିଲା ୧ କୋଟି
ପଞ୍ଜାବର ଅମ୍ରିତସରର ଜଣେ ମହିଳା ୧୦୦ ଟଙ୍କା ଦେଇ କିଣିଥିଲେ ଏକ ଲଟେରି। ଆଉ ପ୍ରଥମ ପୁରସ୍କାର ବାବଦକୁ ଜିତିଛନ୍ତି ୧ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିବୃତି ଅନୁଯାୟୀ, ଲଟେରିର ପ୍ରଥମ ପୁରସ୍କାର ବିଜେତା ରେଣୁ ଚୌହ୍ବାନ…
ଝିଅ ପାଇଁ ସ୍ବତନ୍ତ୍ର ଗଜରା ତିଆରି କଲେ ମା’, ଛୁଟୁଛି ପ୍ରଶଂସାର ସୁଅ
ସାଧାରଣତଃ ମହିଳାମାନେ ମୁଣ୍ଡରେ ଗଜରା ବାନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଜଣେ ମା ନିଜ ଝିଅ ପାଇଁ ଏକ ସ୍ବତନ୍ତ୍ର ଗଜରା ତିଆରି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଗଜରାର ଫଟୋ ଏବେ ସୋସିଆଲ ମିଡିଆରେ ତୀବ୍ର…
ମୃତଦେହ ରାତିରେ ନୁହେଁ, କାହିଁକି ଦିନରେ ହୁଏ ବ୍ୟବଚ୍ଛେଦ; କାରଣ ଜାଣିଲେ…
ଆମ ମନକୁ ବେଳେବେଳେ ଏମିତି କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା କଷ୍ଟକର ହୋଇଥାଏ। ଏହି ଯେମିତି ଏକ ପ୍ରଶ୍ନ ମନକୁ ଆସେ ପୋଷ୍ଟମର୍ଟମ ବା ମୃତଦେହ ବ୍ୟବଚ୍ଛେଦ କ’ଣ ପାଇଁ ଦିନରେ ହୋଇଥାଏ। କାହିଁକି ରାତିରେ ହୁଏନାହିଁ। ତେବେ…

