Posted inଫୁରସତ

ଜେଲ୍‌ରେ ଗଞ୍ଜା

ବେଟିଂ କରି ଲୋକେ ଜେଲ୍‌ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍‌ ଯିବାକୁ ପଡିଛି। ୧୦ ଜାନୁୟାରୀ, ତେଲେଙ୍ଗାନାରେ ଘଟିଛି ଏହି ଘଟଣା। ସେବେଠାରୁ ଏହି ଦୁଇ ଗଞ୍ଜା ଜେଲ୍‌ ଭିତରେ ରହୁଛନ୍ତି। ରିପୋର୍ଟ ମୁତାବକ, ମକର ସଂକ୍ରାନ୍ତି ପର୍ବରେ କୁକୁଡା ଲଢେଇ ଖେଳ ଆୟୋଜନ ହୋଇଥିଲା। ଏହି ଖେଳରେ ଲୋକ ବେଟିଂ ଲଗେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ୧୦ଜଣଙ୍କୁ ଗିରଫ କଲେ। ତା’ସହ ଦୁଇ ଗଞ୍ଜା ଓ ଗୋଟେ ବାଇକ୍‌ ବି ଜବତ କଲେ। ପୋଲିସ୍‌ ସେହି ଦୁଇ ଗଞ୍ଜାକୁ ଗିରଫ କରିଥିଲେ। ପରବର୍ତ୍ତୀ ସମୟରେ ଜେଲ ଯାଇଥିବା ଅଭିଯୁକ୍ତ ବେଲ୍‌ ପାଇ ମୁକୁଳି ଯାଇଥିଲେ। ହେଲେ ଦୁଇ ଗଞ୍ଜା ଜେଲ୍‌ରେ ରହିଗଲେ। ଏପର୍ଯ୍ୟନ୍ତ କେହି ବି ସେମାନଙ୍କୁ ନିଜର କହି ନେବାକୁ ଆସି ନାହାନ୍ତି। ପୋଲିସଙ୍କ କହିବାନୁସାରେ ଦୁଇ ଗଞ୍ଜାଙ୍କୁ ମାମଲାର ଶୁଣାଣି ପରେ ହିଁ ଛଡା ଯିବ। ଶୁଣାଣି ପରେ ଗଞ୍ଜାଙ୍କୁ ଛାଡିବା ଆଦେଶ ମିଳିଲେ ସେମାନଙ୍କର ନିଲାମୀ ହେବ। ଅଧିକ ଟଙ୍କା ଦେବା ବ୍ୟକ୍ତିଙ୍କୁ ଦୁଇ ଗଞ୍ଜା ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେନତ୍‌ ଅଗ୍‌ଜାମୋଭ୍‌: ବକ୍ସିଂ ଚାମ୍ପିୟନରୁ ସେଲିବ୍ରିଟି କେକ୍‌ ମେକର୍‌

ରେନତ୍‌ ଅଗ୍‌ଜାମୋଭ୍‌ ଦିନେ ଥିଲେ ଜଣେ ବକ୍ସିଂ ଚାମ୍ପିୟନ। ହେଲେ ଏବେ ସେ ପରିଚିତ ସେଲିବ୍ରିଟି କେକ୍‌ ମେକର୍‌ ଭାବେ। ତାଙ୍କର ପ୍ରତ୍ୟେକ କେକ୍‌ ଗୋଟିଏ...

୩୦ ମିନିଟ୍‌ରେ ୬୦୦ ମିଟର ନଦୀ ପାର ହେଲେ ଦିବ୍ୟାଙ୍ଗ ଛାତ୍ର

କୋଚି: ଆଖି ବନ୍ଦ ସମୟରେ ସ୍ବପ୍ନ ତ ନିଶ୍ଚିତ ଆସେ। କିନ୍ତୁ ଏହି ସ୍ବପ୍ନକୁ ପୂରା କରିବା ପାଇଁ ଆଖିର ଆବଶ୍ୟକତା ଢେର୍‌ ଅଧିକ। ଆଖି...

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି।...

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ।...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରିତାର

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅନେକ ଐତିହାସିକ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ଘଞ୍ଚ...

ମାଛ ଧରିବାକୁ ନଦୀରେ ବନ୍‌ଶୀ କଣ୍ଟା ପକାଇଲେ ମତ୍ସ୍ୟଜୀବୀ, ଏଥିରେ ଲାଗିଲା ଏକ ବିରାଟକାୟ…

ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀରେ ବନ୍‌ଶୀକଣ୍ଟା ପକାଇଥିଲେ। ମାତ୍ର ମାଛ ବଦଳରେ ଏଥିରେ ଏକ ବଡ଼ କୁମ୍ଭୀର ଲାଗିଗଲା। ଏହାର ଫଟୋ ଏବେ...

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’...

ଭ୍ରମଣର ମଜା ସି-ବିଚ୍‌ରେ

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ...

Advertisement

BGU

Archives

Model This Week

Why Dharitri