Posted inଫୁରସତ

ମୂର୍ତ୍ତି ନୁହେଁ କେକ୍‌

ବିଭିନ୍ନ ଆକାର ଆକୃତିର କେକ୍‌ ଦେଖିଥିବେ। ହେଲେ ଆମେ ଏଠାରେ ଯେଉଁ କେକ୍‌ ସମ୍ପର୍କରେ କହୁଛୁ ତାହା ପ୍ରଥମ ନଜରରେ ମୂର୍ତ୍ତିଭଳି ଲାଗିବ। କିନ୍ତୁ ପ୍ରକୃତରେ ଏସବୁ ହେଉଛି କେକ୍‌। ଆଉ ଏସବୁକୁ ଏତେ ନିଖୁଣ ଓ ସୁନ୍ଦରଭାବେ କରାଯାଇଛି ଯେ, ତାକୁ କାଟି ଖାଇବାକୁ ହାତ ଯିବନି। ଏହି ସବୁ କେକ୍‌କୁ ତିଆରି କରିଛନ୍ତି ୟୁକେର ଏମା ଜେନ୍‌। ସେ କେକ୍‌ ଡେକୋରେଶନ୍‌ ଜନିତ କୌଣସି ତାଲିମ୍‌ ନେଇ ନାହାନ୍ତି। ଏମା ପୁଅ, ଝିଅଙ୍କ ପାଇଁ ଜନ୍ମଦିନ କେକ୍‌ ତିଆରି କରୁଥିଲେ। ଆଉ ତାକୁ ଡେକୋରେଟ୍‌ କରିବା ପାଇଁ ଚେଷ୍ଟା କରୁଥିଲେ। ଚିତ୍ର ଭଲ କରୁଥିବାରୁ ଧୀରେ ଧୀରେ ସେ ଏହି କଳାରେ ବି ନିପୁଣା ହୋଇଗଲେ। ଏହାପରେ ସେ ନିଜର ଏକ କେକ୍‌ ଓ୍ବର୍କଶପ୍‌ କରି କେକ୍‌ ବ୍ୟବସାୟ ଆରମ୍ଭ କଲେ। ରାଣୀ, ହିନ୍ଦୁ କନିଆ, ହିନ୍ଦୁ ନାରୀ, କାଳ୍ପନିକ ନାରୀ ଚରିତ୍ର, ବିଶିଷ୍ଟ ବ୍ୟକ୍ତି, କୁକୁର, ବିଲେଇ, ବିଭିନ୍ନ ଚଢେଇ ଆଦିର କେକ୍‌ ଏମା ତିଆରି କରୁଛନ୍ତି। ଆଉ ସେସବୁରେ ଦେଖିବାକୁ ମିଳେ ନିଖୁଣ କାରିଗରି। ଏବେ ସେ ଅନ୍ୟମାନଙ୍କୁ ବି କେକ୍‌ ଡେକୋରେଶନ୍‌ କରିବା ଶୈଳୀ ଶିଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌...

ଗାଁରେ ହୁଏନି କେବେ ବି ବର୍ଷା

ସାନା,୧୯।୩: ପୃଥିବୀର ବିଭିନ୍ନ ଅଞ୍ଚଳରେ ବହୁ ରୋଚକ ରହସ୍ୟ ରହିଛି। ଭାରତର ମେଘାଳୟରେ ଥିବା ଗାସିନରାମ ଗାଁରେ ସର୍ବଧିକ ବର୍ଷା ହୋଇଥାଏ। ତେବେ ଏଭଳି ଗାଁ...

ମଣିଷଙ୍କୁ ଅମର କରୁଥିବା ଯୀଶୁଙ୍କ ହୋଲି ଗ୍ରୀଲ୍‌ ଏବେ କେଉଁଠି ?

ରୋମ୍‌,୧୨।୨: ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ହୋଲି ଗ୍ରୀଲ୍‌ ଏବେ କେଉଁଠି ରହିଛି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ...

ଶାକାହାରୀ କୁମ୍ଭୀର

କୁମ୍ଭୀର ଏକ ମାଂସାହାରୀ ପ୍ରାଣୀ ବୋଲି ସମସ୍ତେ ଜାଣନ୍ତି। ତା’ର ତୀକ୍ଷ୍ଣ ଧାରୁଆ ଦାନ୍ତରୁ କେହି ବର୍ତ୍ତି ପାରନ୍ତି ନାହିଁ। ଏମିତିରେ ଆମେ ଯଦି କହିବୁ...

ଲୋକନୃତ୍ୟ: ଭାରତଲୀଳା

ଲୋକକଳା ହେଉଛି ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବି। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇଥାଏ। ସମୟକ୍ରମେ କେତେକ ପାରମ୍ପରିକ ଲୋକକଳାରେ କିଛି ପରିବର୍ତ୍ତନ ହୋଇଥିବାର ଦେଖିବାକୁ...

ଡ୍ରୋନ୍‌ ସାହାଯ୍ୟରେ ଆଇସ୍‌କ୍ରିମ୍‌ ଡେଲିଭରି: ଏହି ଦୁଇ ସହରରେ ଆରମ୍ଭ ହୋଇଛି ସେବା

ଆକାଶରେ କିମ୍ବା ଘରର ଛାତ ଉପରେ ଡ୍ରୋନ୍‌ ଉଡୁଥିବାର ନିଶ୍ଚିତ ଦେଖିଥିବେ। ଏହି ଡ୍ରୋନ୍‌ ସହାୟତାରେ ଅନେକ ସ୍ଥାନରେ ଗୋପନୀୟ ଫଟୋ ଉଠାଯାଏ। ଏହା ଦ୍ୱାରା...

ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି।...

‘୫ମାସ କୋମାକୁ ଚାଲିିଯାଇଥିଲି’

ରତ୍ନାକର ରାଉତ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୋଇତା ଗ୍ରାମରେ ୧୯୬୧ମସିହା ଅଗଷ୍ଟ ୨୮ରେ ତାଙ୍କର ଜନ୍ମ। ଫକୀର ମୋହନ କଲେଜରୁ ସ୍ନାତକ ଓ...

Advertisement
Archives

Model This Week