ଫୁରସତ

ବିମାନ ଉଡାଇ ନେଇଥିଲେ ଚୋର

ସୁନା, ରୁପା କିମ୍ବା ଅନ୍ୟ ମୂଲ୍ୟବାନ ବସ୍ତୁ ଚୋରି ହେବା ଘଟଣା ବର୍ତ୍ତମାନ ସଧାରଣ ହୋଇଗଲାଣି। କିନ୍ତୁ କଦାପି ଶୁଣିଛନ୍ତି, ଚୋରମାନେ ବିମାନ ବନ୍ଦରରୁ ବିମାନ ହିଁ ଉଡାଇ ନେଲେ। ଏଭଳି ଏକ ଘଟଣା ୨୦୦୩ରେ ମେ’ ୨୫ ତାରିଖ ଆଙ୍ଗୋଲା…

ବିବାହ କରି ନ ପାରି ସଲମାନ୍‌ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ

ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ ଅନୁସାରେ ବହୁତ କମ୍‌। ଅର୍ଥାତ୍‌ ୨ ଫୁଟରୁ ସାମାନ୍ୟ ଅଧିକ। ତାଙ୍କର ବିବାହ ପ୍ରସ୍ତାବ…

୨୧ ବର୍ଷୀୟ ଏହି ଯୁବତୀଙ୍କ ଏବେ ‘ଗଜନୀ’ ଭଳି ଅବସ୍ଥା: ପରିବାରଠାରୁ ଆରମ୍ଭ କରି ପ୍ରେମିକାଙ୍କୁ ଯାଉଛନ୍ତି ଭୁଲି, ଏଣୁ…

ଲଣ୍ଡନ: ଯଦି ଆପଣ ଆମିର ଖାନ୍‌ ଅଭିନୀତ ‘ଗଜନୀ’ ଫିଲ୍ମ ଦେଖିଥିବେ, ତେବେ ତାଙ୍କର ଭୂମିକା କିଭଳି ଥିଲା ମନେଥିବ ନିଶ୍ଚୟ। ଫିଲ୍ମରେ ଅଭିନେତା ଶର୍ଟ ଟର୍ମ ମେମୋରୀ ଲସ୍‌ ଭଳି ରୋଗର ଶିକାର ହୋଇଥିଲେ। କିଛି ସମୟ ପାଇଁ ସେ…

ପିଲାଙ୍କ ଦୋଳିରେ ଝୁଲୁଥିଲେ ଜେଜେ, ମାରିଲେ ଏମିତି ଷ୍ଟଣ୍ଟ୍‌, ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି। ଏହି ଭିଡିଓ ଜଣେ ବୃଦ୍ଧଙ୍କର। ଯିଏ କି ଛୋଟ ପିଲାଙ୍କ ଦୋଳିରେ ଝୁଲୁଥିବା ଦେଖିବାକୁ ମିଳିଛି। ହଠାତ୍‌ ବୃଦ୍ଧ…

ବିବାହ ପୂର୍ବରୁ ଭାବି ସ୍ବାମୀଙ୍କଠାରେ ଏମିତି ଦାବି ରଖିଲେ ମହିଳା, ଜାଣିଲେ କରିବେ ପ୍ରଶଂସା

ଜଣେ ପାକିସ୍ତାନୀ ମହିଳା ତାଙ୍କ ଭାବି ସ୍ବାମୀଙ୍କଠାରେ ଏମିତି ଏକ ଦାବି ରଖିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହିଳାଙ୍କ ନାମ ନାଇଲା ଶମଲ। ସେ ତାଙ୍କ ଭାବି ସ୍ବାମୀ ଅର୍ଥାତ୍‌ ହେବାକୁ ଥିବା ସ୍ବାମୀଙ୍କ ନିକଟରେ ଯେଉଁ…

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା ଏବଂ ତାଙ୍କ ସ୍ବୀ ରୁକ୍ମିଣୀ ଶର୍ମା କିଛି ସମ୍ପର୍କୀୟଙ୍କ ସହିତ ମିଶି ଏହି ତାଲା…

୨ ମିନିଟ୍‌ ପୂର୍ବରୁ ସରକାରୀ କର୍ମଚାରୀ ଅଫିସ ଛାଡ଼ିଲେ, କଟିଲା ମୋଟା ଅଙ୍କର ଦରମା; ଜାଣିଲେ…

ଭାରତରେ ସରକାରୀ କର୍ମଚାରୀ ନିଜ ଅଫିସକୁ କେତେବେଳେ ଆସନ୍ତି କେତେବେଳେ ଯା’ନ୍ତି ତାର କୌଣସି ଠିକଣା ନ ଥାଏ। ଅଫିସକୁ ବିଳମ୍ବରେ ଆସି ଘରକୁ ଶୀଘ୍ର ଚାଲିଯିବାର ଅନେକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ଜାପାନରେ ନିୟମ କିନ୍ତୁ ଅଲଗା। ଏଠାରେ ସରକାରୀ…

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ ତାଙ୍କ ସାନ ଭାଇଙ୍କୁ କହୁଛନ୍ତି, ଏମିତି ନିଃଶ୍ୱାସ ନେଲେ ଶାନ୍ତ ରହିବ। My four…

ବାଲି ଘର ତୋଳିବାରେ କୁକୁର ପ୍ରୟାସ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏହି ବ୍ୟକ୍ତିଙ୍କୁ ଏମିତି ମୁଥ ମାରିଲେ ଦୁନିଆର ଶକ୍ତିଶାଳୀ ଯୋଦ୍ଧା, ଭାଇରାଲ ହେଉଛି ଭିଡିଓ

ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ନାଇଲ ଓ୍ବିଲ୍‌ସନଙ୍କୁ ଏକ ଭୟଙ୍କର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଓ୍ବିଲ୍‌ସନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ଏଡି ହଲଙ୍କ ସହ ବକ୍ସିଂ ଖେଳରେ ଭାଗ ନେଇଥିଲେ। ଓ୍ବିଲସନ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ପାଇଁ ଏହି ପଦକ୍ଷେପ…

ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ ଏମିତି ଉପାୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହା ପଶୁଙ୍କ ଗର୍ଭାଶୟରେ ମାନବ କୋଷର ବିକାଶ…

ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଶେୟାର କଲେ ୨୦ତମ ବିବାହ ବାର୍ଷିକୀ ଫଟୋ, ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି କିଛି…

ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ୨୦ତମ ବିବାହ ବାର୍ଷିକୀର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀଙ୍କ ସହ କିଛି ପୁରୁଣା ଫଟୋରେ ନଜର ଆସିଛନ୍ତି। ଏହା ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଶେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?