ପ୍ରିନ୍ସ ହ୍ୟାରିଂଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଏହି ଘୁଷୁରି, ଏତିକି ଲକ୍ଷ ଟଙ୍କାରେ ହେଲା ବିକ୍ରି
ଯଦି ଆପଣଙ୍କୁ କୁହାଯାଏ ଯେ, ଏକ ଘୁଷୁରି ଭଲ ଚିତ୍ର ଆଙ୍କୁଛି। ତେବେ ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟକର ହେବ। କିନ୍ତୁ ପିଗ୍କାସୋ ନାମକ ଏକ ଘୁଷୁରି ଦୀର୍ଘ ବର୍ଷ ଧରି ପେଣ୍ଟିଂ କରି ଆସୁଛି। ଖାଲି ଏତିକି ନୁହେଁ,…
ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ
ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି, ଏଥିରେ ଜଣେ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ନିକଟରେ ମନ ଦୁଃଖରେ ବସି ପ୍ରାର୍ଥନା…
ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍
କ୍ରିକେଟରେ କ୍ୟାଚ୍ ହିଁ ମ୍ୟାଚ୍ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ ଦୃଷ୍ଟାନ୍ତ ରହିଛି। ଏଭଳି ଏକ କ୍ୟାଚ୍ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ୨୦୧୪ରେ…
କୁକୁର କରୁଛି ମୁଣ୍ଡରେ ବାଲାନ୍ସ: ଛୋଟ କଖାରୁରୁ ଆରମ୍ଭ କରି ଫୁଲକୁଣ୍ଡକୁ ରଖି…
ହାର୍ଲସୋ ନାମକ ଏକ କୁକୁରର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। କାରଣ ଏହି କୁକୁର ପାଖରେ ରହିଛି ମୁଣ୍ଡରେ ବିଭିନ୍ନ ପ୍ରକାର ଜିନିଷକୁ ବାଲାନ୍ସ କରି ରଖିବାର ଅପୂର୍ବ କଳାକୌଶଳ। ତା’ର ମାଲିକ…
ମିଠା ଫୁଲ: ଦିଶେ ସତସତିକା, ହେଲେ…
ଫୁଲ କାହାକୁ ବା ଭଲ ନ ଲାଗେ? ଫୁଲକୁ ଦେଖିଲେ ମନ ପ୍ରସନ୍ନ ହୋଇଯାଏ। ଏଠାରେ ଥିବା ସୁନ୍ଦର ଫୁଲଗୁଡ଼ିକୁ ଦେଖି ମଧ୍ୟ ଭାବୁଥିବେ ସତରେ କେତେ ସୁନ୍ଦର ହେଇଛି ପ୍ରକୃତିର ଏହି ସୃଷ୍ଟି! କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି…
ଦମ୍ପତ୍ତିଙ୍କୁ ବହୁତ ପସନ୍ଦ ଏହି ଲଭ୍ ଲେକ୍: ଥରେ ବୁଲି ଯାଇ ନିଅନ୍ତୁ…
ମରୁଭୂମି ମଝିରେ ହ୍ରଦ। ସେ ପୁଣି ହାର୍ଟ ବା ହୃଦୟ ଆକାରର। ତେଣୁ କିଛି ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାକୁ ଦମ୍ପତିମାନେ ଆକୃଷ୍ଟ ହୋଇ ଚାଲି ଆସନ୍ତି ଏହି ହ୍ରଦକୁ। ସମ୍ପୂର୍ଣ୍ଣଭାବେ ମନୁଷ୍ୟକୃତ ଅଟେ ଉକ୍ତ ହ୍ରଦ। ଦୁଇଟି ହାର୍ଟ ଶେପ୍ର ହ୍ରଦ…
ସାଇକେଲ ଉପରେ ଏମିତି ଯୋଗ କଲେ ଯୁବତୀ, ଭିଡିଓ ଭାଇରାଲ
ଶରୀର ପାଇଁ ଯୋଗ କେତେ ଯେ ଉପକାରୀ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ଆଜିକାଲି ପ୍ରାୟ ସମସ୍ତେ ଯୋଗକୁ ନିଜ ଜୀବନର ଏକ ଅଙ୍ଗ କରିସାରିଲେଣି। ଏମିତି କି ବିଭିନ୍ନ ପ୍ରକାରର ଅଜବ ଯୋଗ ବି ହେଉଛି। ନିକଟରେ ଜଣେ…
ବୁଲିଯାଆନ୍ତୁ ପ୍ରାଚୀନତମ ଦୁର୍ଗ ମେହରାନଗଡ଼
ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ଲୋକପ୍ରିୟ ଦୁର୍ଗ ହେଉଛି ମେହରାନଗଡ଼। ଏହା ଭାରତର ପ୍ରାଚୀନତମ ଦୁର୍ଗଗୁଡ଼ିକ ମଧ୍ୟରୁ ଅନ୍ୟତମ। ତା’ଛଡ଼ା ଏହା ଭାରତର ସମୃଦ୍ଧିଶାଳୀ ଅତୀତର ଏକ ପ୍ରତୀକ ଭାବେ ମଧ୍ୟ ଦଣ୍ଡାୟମାନ… ମେହରାନଗଡ଼ ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ…
ଲୋକନୃତ୍ୟ ବଜାସାଲ୍
କାହିଁ କେଉଁ କାଳରୁ ଲୋକନୃତ୍ୟର ସୃଷ୍ଟି। ତେବେ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ଉତ୍ପତ୍ତି ପଛରେ କିଛି ଲୋକକାହାଣୀ ଯୋଡ଼ିହୋଇ ରହିଛି। କିନ୍ତୁ ସମୟକ୍ରମେ କେତେକ ପାରମ୍ପରିକ ଲୋକନୃତ୍ୟରେ କିଛି ପରିବର୍ତ୍ତନ ଘଟିଥିବା ବେଳେ ପୁଣି…
ସୂର୍ଯ୍ୟାସ୍ତ ସମୟରେ ବେଳାଭୂମିରେ କୁକୁର ଖେଳୁଛନ୍ତି ଏପରି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇଟି କୁକୁରର ସମୁଦ୍ର କୂଳରେ ବେଲୁନ ସହିତ ଖେଳୁଥିବା ଦେଖିବାକୁ ମିଳିଛି।…
ଚୋରି କରିବାକୁ ଆସିଥିଲେ, ରେଲିଂରେ ଫସିଗଲା ମୁଣ୍ଡ; ଆଉ ତା’ ପରେ…
ଚୋରି କରିବାକୁ ଚୋରମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର କିଛି ତରିକା ଏମିତି ଭୁଲ୍ ହୋଇଥାଏ, ଯାହାଦ୍ୱାରା ଚୋର ଧରା ପଡ଼ିବା ସହ ଜେଲ୍ ଯିବାକୁ ବି ପଡ଼ିଥାଏ। ଠିକ୍ ଏମିତି ଏକ ଘଟଣା ଘଟିଛି ମେକ୍ସିକୋରେ। ଏକ ରିପୋର୍ଟ ଅନୁଯାୟୀ,…
ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…
ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ ଖୁବ୍ ଜୋରରେ ପିଟିବା ସହ ମୁଥ ପରେ ମୁଥ କଷି ଦେଇଛନ୍ତି। ଏହି ଘଟଣାର…

