Posted inଫୁରସତ

ବିମାନ ଉଡାଇ ନେଇଥିଲେ ଚୋର

ସୁନା, ରୁପା କିମ୍ବା ଅନ୍ୟ ମୂଲ୍ୟବାନ ବସ୍ତୁ ଚୋରି ହେବା ଘଟଣା ବର୍ତ୍ତମାନ ସଧାରଣ ହୋଇଗଲାଣି। କିନ୍ତୁ କଦାପି ଶୁଣିଛନ୍ତି, ଚୋରମାନେ ବିମାନ ବନ୍ଦରରୁ  ବିମାନ ହିଁ ଉଡାଇ ନେଲେ। ଏଭଳି ଏକ ଘଟଣା ୨୦୦୩ରେ ମେ’ ୨୫ ତାରିଖ ଆଙ୍ଗୋଲା ରାଜଧାନୀ ଲୁଆଣ୍ଡାର କ୍ୱାଟ୍ରୋ ଡି ଫେଭେରେରୋ ବିମାନ ବନ୍ଦରରେ ଘଟିଥିଲା। ୧୯୭୫ରେ ନିର୍ମିତ ବୋଇଂ ୭୨୭-୨୨୩ ବିମାନ ୨୫ ବର୍ଷ ଧରି ଆମେରିକାନ ଏୟାରଲାଇନ୍ସ ପାଇଁ ସେବା ଯୋଗାଇଥିଲା। ପରେ ଏହାକୁ ଲିଜ୍‌ରେ ନେଇଥିଲା ଟ୍ୟାଗ ଆଙ୍ଗୋଲା ଏୟାରଲାଇନ।

ଘଟଣା ଦିନ ଅର୍ଥାତ ୨୫ ତାରିଖ ସନ୍ଧ୍ୟାରେ ଦୁଇ ଜଣ ଲୋକ ବିମାନରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଆମେରିକାନ ପାଇଲେଟ୍‌ ତଥା ଫ୍ଲାଇଟ୍‌ ଇଞ୍ଜିନିୟର ବେନ ସି. ପଡିଲା। ଅନ୍ୟ ଜଣଙ୍କ ନାମ ଥିଲା ଜନ ଏମ୍‌. ମୁଟାଣ୍ଟୁ। ସେ ଥିଲେ ଜଣେ ମେକାନିକ୍‌। ଦୁହେଁ ବିମାନ କକ୍‌ପିଟ୍‌ରେ ପ୍ରବେଶ କରିବା ପରେ ଲାଇଟ୍‌ ଅନ କରି ନ ଥିଲେ। କଣ୍ଟ୍ରୋଲ ଟାଓ୍ବାର ସହିତ ବିନା କୌଣସି ଯୋଗାଯୋଗରେ ହିଁ ରନଓ୍ବେରେ ପହଞ୍ଚିଥିଲା। ଏହାପରେ ଦକ୍ଷିଣ-ପଶ୍ଚିମ ଦିଗରେ ଆଣ୍ଟଲାଟିକ୍‌ ମହାସାଗରେ ଉପରେ ଟେକ୍‌ଅଫ୍‌ କରିଥିଲା ବୋଇଂ ୭୨୭-୨୨୩। ଚୋରି ହେଲା ବେଳକୁ ବିମାନରେ ୫୩ ହଜାର ଲିଟର ଇନ୍ଧନ ଥିଲା। ଏତିକି ଇନ୍ଧନରେ ବିମାନଟି ୨,୪୦୦ କିଲୋମିଟର ହିଁ ଉଡ଼ିପାରିବ। ହେଲେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଓ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇ) ବିଭିନ୍ନ ଦେଶରେ ଏହି ବିମାନ ପାଇଁ ସର୍ଚ୍ଚିଂ ଅପରେଶନ କରିଥିଲେ। ହେଲେ ମିଳି ନ ଥିଲା କୌଣସି ସୁଫଳତା। ନା କେବେ ସେହି ବିମାନ କାହା ନଜରକୁ ଆସିଲା, ନା ଦୁଇ ଚୋର।


Enter your email to get our daily news in your inbox.

All Right Reserved By Dharitri.Com

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri