ସିଂହକୁ ଡ୍ରଗ୍ସ ଦେଇ ଫଟୋଶୁଟ୍
ବିବାହବେଳେ ବରକନ୍ୟା ଏକ ସିଂହ ଛୁଆ ସହ ଫଟୋଶୁଟ୍ କରିଛନ୍ତି। ସେହି ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଥିବାବେଳେ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଟି ବରକନ୍ୟାଙ୍କ ସହ ବସିଥିବା ଦେଖାଯାଇଛି। ଏ…
ଅଟୋ ଡ୍ରାଇଭରଙ୍କ ଜବରଦସ୍ତ ଡ୍ୟାନ୍ସ: ରାତାରାତି ବଦଳିଗଲା ଭାଗ୍ୟ
ପ୍ରତିଭା ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହେ ନାହିଁ। କେବେ ନା କେବେ ଏହା ପ୍ରସ୍ଫୁଟିତ ହୋଇଥାଏ। ସେମିତି ଏକ ପ୍ରତିଭା ଦେଖିବାକୁ ମିଳିଛି ଜଣେ ଅଟୋ ଡ୍ରାଇଭରଙ୍କଠାରେ। ଅଟୋ ଡ୍ରାଇଭର ଜଣଙ୍କ ଏମିତି ଡ୍ୟାନ୍ସ କଲେ ଯେ, ତାଙ୍କ ଭିଡିଓ…
ଫିଲ୍ମ ଷ୍ଟାଇଲ୍ରେ ଛାଡ଼ପତ୍ର ଦାବି କଲେ ମହିଳା
ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଯେ, ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ କେଶ ଥିଲା। ମାତ୍ର ପରେ…
୧୯୨ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହୋଇ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି
ପୋଲାଣ୍ଡରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ବର୍ଷ ଧରି ଡ୍ରାଇଭିଂ ଶିଖୁଛନ୍ତି। ଇତିମଧ୍ୟରେ ସେ ୧୯୨ ଥର ଡ୍ରାଇଭିଂ ଟେଷ୍ଟ ମଧ୍ୟ ଦେଇସାରିଲେଣି। ମାତ୍ର ସଫଳତା ହାସଲ କରିପାରିନାହାନ୍ତି। ତେବେ ବିଫଳ ହୋଇ ମଧ୍ୟ ସେ ଦେଶରେ ରେକର୍ଡ…
ନନ୍ଭେଜ ପିଜ୍ଜା ଆସିବାରୁ କୋଟିଏ ମାଗିଲେ
ଭେଜ୍ (ଶାକାହାରୀ) ପିଜ୍ଜା ବଦଳରେ ନନ୍ଭେଜ୍(ଆମିଷ) ପିଜ୍ଜା ଡେଲିଭରି ଦେବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଏକ କମ୍ପାନୀକୁ ମହଙ୍ଗା ପଡ଼ିଛି। ପିଜ୍ଜା ପାଇଥିବା ମହିଳା ଜଣକ କମ୍ପାନୀ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଆଣିବା ସହ ୧ କୋଟି ଟଙ୍କା…
ଶିକ୍ଷକଙ୍କ ଭାଗ୍ୟ ବଦଳାଇଲେ ଶିଷ୍ୟ
ସାଧାରଣତଃ ଛାତ୍ରଙ୍କୁ ଭଲ ମଣିଷ କରି ଗଢ଼ି ତୋଳିଥା’ନ୍ତି ଶିକ୍ଷକ। ମାତ୍ର ଜଣେ ଛାତ୍ର ଶିକ୍ଷକଙ୍କ ଭାଗ୍ୟ ବଦଳାଇ ଦେବା କଥା ନିଶ୍ଚିତ ପ୍ରଶଂସାଯୋଗ୍ୟ। କାଲିଫର୍ନିଆର ଜୋସ୍ ଭିଲାଲୁଏଲା ନାମକ ଜଣେ ଶିକ୍ଷକଙ୍କ କ୍ଷେତ୍ରରେ ଏପରି ଘଟିଥିବା ଦେଖିବାକୁ ମିଳିଛି। କରୋନା…
ସାଧନା ଓ ସାହସର ସମନ୍ବୟ ପ୍ରଦୀପ କୁମାର ରାୟ
”ମୁଁ ସ୍ବପ୍ନମାନଙ୍କୁ ହଜିଯିବା ଦେଖିଛି/ପାଖ ଲୋକଙ୍କୁ ଦୂରକୁ ଘୁଞ୍ଚିଯିବା ଦେଖିଛି/ସମସ୍ତେ କହନ୍ତି ଭଲପାଇବା ହସିବା ଶିଖାଏ/ମୁଁ ସେହି ଭଲପାଇବାକୁ ଏକା ଗଭୀର ରାତିରେ କାନ୍ଦିବା ଦେଖିଛି ।“ ଏହି ଉକ୍ତି ଅତି ମାର୍ମିକ ଭାବରେ ଉଚ୍ଚାରଣ କରିପାରନ୍ତି ପ୍ରଖ୍ୟାତ ସାହିତି୍ୟକ ତଥା…
ଗୋଲେଖଙ୍କ ପାଲା ନିଶା
ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଜ୍ଜୀବିତ କରିବାରେ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସହ ପାଲାରେ ବିଭିନ୍ନ ପୌରାଣିକ ଓ ଲୋକକଥା ଦ୍ୱାରା ଜନସଚେତନତା କରାଯାଇଥାଏ। ତେବେ ଏହି ଲୋକକଳାରେ ନିମଗ୍ନ ଜଣେ ପାଲାକାର ହେଲେ ଗୋଲେଖ ଚନ୍ଦ୍ର ବେହେରା।…
ଐତିହାସିକ ପର୍ଯ୍ୟଟନସ୍ଥଳୀ: ଆଭାନେରୀ
ଆଭାନେରୀ ରାଜସ୍ଥାନର ଏକ ଛୋଟ ଗାଁ ହୋଇଥିଲେ ହେଁ, ନିଜର ଅପୂର୍ବ ଐତିହାସିକ କୀର୍ତ୍ତିରାଜି ତଥା କଳା, ସଂସ୍କୃତି ପାଇଁ ଦେଶବିଦେଶରେ ବେଶ୍ ନାଁ କରିପାରିଛି। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ। ଆଭାନେରୀ ରାଜସ୍ଥାନର ଦୌସା ଜିଲାରେ…
ଲୋକନୃତ୍ୟ: ଭାରତଲୀଳା
ଲୋକକଳା ହେଉଛି ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବି। ଗୋଷ୍ଠୀଗତ ଜୀବନରେ ଖୁବ୍ ପ୍ରଭାବ ପକାଇଥାଏ। ସମୟକ୍ରମେ କେତେକ ପାରମ୍ପରିକ ଲୋକକଳାରେ କିଛି ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳେ। ତେବେ ଓଡ଼ିଶାର ଲୋକକଳାଗୁଡ଼ିକୁ ବିଚାର କଲେ ଜଣାପଡ଼େ ଯେ ସେସବୁର ନେପଥ୍ୟ ଉଦ୍ଦେଶ୍ୟ-…
ବିଷ ସେବନ କରୁଥିବା ଶାସକ
ଗୁଜରାଟ ସଲତ୍ନତ୍ର ଜଣେ ଶକ୍ତିଶାଳୀ ଶାସକ ହେଲେ ମହମୁଦ ବେଗଡ଼ା, ଯିଏ କି ମାତ୍ର ୧୩ ବର୍ଷ ବୟସରେ ଶାସନଭାର ନିଜ ହାତକୁ ନେଇଥିଲେ। ଆଉ ୫୨ ବର୍ଷ ପର୍ଯ୍ୟନ୍ତ ସଫଳତାପୂର୍ବକ ଗୁଜରାଟ ଉପରେ ରାଜତ୍ୱ କରିଥିଲେ। ତେବେ ମହମୁଦ ଯେମିତି…
ବର ଆସିଲେ ଓଟ ଚଢ଼ି
ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ ପ୍ରକାର ଯୋଜନା କରୁଛନ୍ତି। ନିକଟରେ ମହାରାଷ୍ଟ୍ରରେ ହୋଇଥିବା ଏକ ବିବାହ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ଏଥିରେ ବର ଘୋଡ଼ୀ କିମ୍ବା ସୁସଜ୍ଜିତ କାର୍ରେ ନ ଆସି, କନିଆ ଘରକୁ ଆସିଥିଲେ…

