ଫୁରସତ

ପ୍ରଥମ ଦରମା ଟଙ୍କାରେ ମନଭରି ଖାଇଥିଲି: ପାର୍ଥସାରଥି ରାଉତ

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଶାଳିଅଞ୍ଚ ଗାଁରେ ମୋ ଜନ୍ମ। ଜଗମୋହନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସାଲେପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ତିର୍ତ୍ତୋଲ କଲେଜରୁ ଭୂତତ୍ତ୍ୱ ବିଜ୍ଞାନ ସମ୍ମାନରେ ଯୁକ୍ତ ତିନି…

ଅଭିନୟ ମାୟାରେ ମଞ୍ଜୁଲତା

ଦୀର୍ଘ ୬ଦଶନ୍ଧି ଧରି ମଞ୍ଚକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ ଜୀବନ ଓ ସ୍ବପ୍ନ। ଥିଏଟର, ଅପେରା, ରେଡିଓ, ଟିଭି ଓ ସିନେମା ଆଦି ବିଭିନ୍ନ କଳା କ୍ଷେତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଜିଣିପାରିଛିି। ତାଙ୍କୁ ଯେଉଁ ଚରିତ୍ର…

ଖରାଛୁଟି: ଦିନେ ଆସୁଥିଲା ଆଞ୍ଜୁଳା ଆଞ୍ଜୁଳା ଖୁସି ନେଇ, ଏବେ ବଦଳିଯାଇଛି ସ୍ବରୂପ

ଖରାଛୁଟି!! ଆଃ!! କେବେ ସରିବ ପରୀକ୍ଷା। ଆରମ୍ଭ ହୋଇଯାଏ ଦିନଗଣିବା, ପରୀକ୍ଷାର ଶେଷ ଆଡ଼କୁ ଆଉ କ’ଣ ସତରେ ପାଠରେ ମନଲାଗେ, ମାମୁ ଘରକୁ ଯିବାର ଅଛି। ମାଉସୀ, ପିଉସୀ ଓ ତାଙ୍କ ପିଲାମାନେ ଆସିବାର ଅଛି। କଞ୍ଚା ଆମ୍ବ ଖାଇବା,…

ଅଢ଼େଇ ଫୁଟର ବରଙ୍କୁ ଏବେ ମିଳିଗଲା କନ୍ୟା, ଜାଣନ୍ତୁ କ’ଣ କରୁଛନ୍ତି ତାଙ୍କ ଜୀବନସାଥୀ

କିଛିଦିନ ଧରି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ଅଢ଼େଇ ଫୁଟର ବରଙ୍କ ପାଇଁ ଚାଲିଥିବା କନ୍ୟା ଖୋଜା ଅଭିଯାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ବରଙ୍କୁ ତାଙ୍କ ଜୀବନସାଥୀ ମିଳିଯାଇଛନ୍ତି। ଅଜିମ ମନ୍‌ସୁରୀ ନାମକ ୨ ଫୁଟ ୬ ଇଞ୍ଚର…

ପୋଖରୀରେ ନୁହେଁ ବେଶିନ୍‌ରେ ଏମିତି ପହଁରୁଛି ପେଚା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏମିତି ଉପାୟରେ ଚୋରା ମଦ ନେଉଥିଲେ ମାଫିଆ, ଭିଡିଓ ଦେଖିଲେ କହିବେ…

ମଦ ଚୋରାଚାଲାଣ ଏକ ନିତିଦିନିଆ ଘଟଣା। ମାତ୍ର ବେଳେବେଳେ ଚୋରଙ୍କ ଉପାୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେହିପରି ଏକ ଅଜବ ଉପାୟରେ ମଦ ଚୋରାଚାଲାଣ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…

କାଗଜରେ ପାଠ ଲେଖିଲେ ରହିବ ଅଧିକ ମନେ

ଟୋକିଓ,୨୦।୩: ପାଠ ପଢ଼ିଲେ ମଧ୍ୟ କେତେକ ଛାତ୍ରୀଛାତ୍ରଙ୍କର ଏହା ମନେ ରହି ନ ଥାଏ। ତେବେ ସମ୍ପ୍ରତି ଜାପାନର ଟୋକିିଓରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କାଗଜରେ ପାଠ ଲେଖିଲେ ଅଧିକ ମନେ ରହିବ। ପାଠ ପଢ଼ା…

ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି ହିଲଟନ। ଜାମାଇକାରେ ଜନ୍ମିତ ଏହି ପେସର ଅନ୍ତର୍ଜାତୀୟ ସ୍ତରରେ ମାତ୍ର ୬ଟି ଟେଷ୍ଟ ମ୍ୟାଚ୍‌…

ବ୍ରଜପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାରେ ଏହି ଯୁବକ

ଆମେରିକାର ଜଣେ ଯୁବକ ବଜ୍ରପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟ ଫିଲ୍‌ ଗାର୍ସିଆ ନ୍ୟୁ ମେକ୍ସିକୋରେ ଏହି ଫଟୋ କ୍ଲିକ୍‌ କରିଥିଲେ। ଯେଉଁଠି ବିଜୁଳି ପଡ଼ିଥିଲା, ସେଠାରେ ଏକ ବଡ଼ ଗଛ ଥିଲା। ଫଳରେ ତାହା ସମ୍ପୂର୍ଣ୍ଣ…

ସାରା ଦିନ ଟିଭିରେ ସିରିଏଲ୍‌ ଦେଖି ରୋଷେଇ କଲେ ନାହିଁ ଶାଶୁ: ବାସି ଖାଇବାକୁ ଦେଉଥିବା କହି ପୋଲିସ ଡାକିଲେ ବୋହୁ; ତା’ ପରେ…

ଗୋରଖପୁର: ଶାଶୁ ବାସି ଖାଇବାକୁ ଦେଲେ ବୋଲି କହି ପୋଲିସ ଡାକିଲେ ବୋହୂ। ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି। ଟିଭି ଦେଖୁଥିବାରୁ ରୋଷେଇ କରିବାକୁ ମନା କରିଥିଲେ ଶାଶୁ। ଏଥିରେ ରାଗିଯାଇ ବୋହୂ ୧୧୨ ନଂରେ…

ମା’ଙ୍କ ଦ୍ୱିତୀୟ ବିବାହରେ ରାଜି ନ ଥିଲା ଏହି କୁନି ଝିଅ, ରଚିଲା ଏମିତି ନାଟକ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓଟି ଏକ ବିବାହ ବେଳର। ଯେଉଁଠି ଛୋଟ ଝିଅଟି ତା’ ମାଙ୍କ ଦ୍ୱିତୀୟ ବାହାଘରରେ ରାଜି ନ ହୋଇ ଭୂମିରେ ଗଡ଼ି କାନ୍ଦୁଛି।…

ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ବଡ଼ ଡ୍ୟାମ୍‌

ବିଶ୍ୱରେ ଅନେକ ଡ୍ୟାମ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ବଡ଼ ତ ଆଉ କିଛି ବହୁତ ଲମ୍ବା ଡ୍ୟାମ୍‌ ରହିଛି। କିନ୍ତୁ ଦୁନିଆର ସବୁଠୁ ବଡ ବନ୍ଧ ବିଷୟରେ ଜାଣିଛନ୍ତି କି? ବିଶ୍ୱର ବୃହତ୍ତମ ଡ୍ୟାମ ଚାଇନାରେ ଅଛି, ଯାହାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?